Home

ଭାରତ ବିଶ୍ୱକପ୍‌ ଚାମ୍ପିୟନ ହେଲେ ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବ ଏହି ଷ୍ଟାଟଅପ୍‌ କମ୍ପାନୀ, ଚମକାଇଲା ଘୋଷଣା

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍‌ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଷ୍ଟାଟଅପ୍‌ କମ୍ପାନୀ ‘ଆଷ୍ଟ୍ରୋଟକ୍‌’ର ପ୍ରତିଷ୍ଠାତା ଏବଂ ସିଇଓ…

ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ: ମୋଦି

ଜୟପୁର,୧୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଭରତପୁରରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ମୋଦି ଭରତପୁରରୁ ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, କଂଗ୍ରେସ ରାଜସ୍ଥାନ ମହିଳାଙ୍କ…

ଭାରତଠାରୁ ବିଶ୍ୱକପ ଛଡାଇ ନେଇପାରନ୍ତି ଏହି ୪ ଅଷ୍ଟ୍ରେଲିଆ ଖେଳାଳି, ସତର୍କତା ଜରୁରୀ…

ଅହମଦାବାଦ,୧୮।୧୧ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ ପୂର୍ବରୁ ଉଭୟ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଭାରତୀୟ ଦଳ ଏହି ଟାଇଟଲ ଜିତିବାକୁ ଯାଉଛି ବୋଲି ଆଶା କରାଯାଉଛି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳର ଉଭୟ ବ୍ୟାଟିଂ ଏବଂ ବୋଲିଂ…

ମେଶିନରେ ଲଗାଇଲେ ଏଟିଏମ୍‌, ଟଙ୍କା ବଦଳରେ ବାହାରିଲା ପାଣି, ଭିଡିଓ ଦେଖିଲେ…

ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି ହେଉଥିବାରୁ ମଣିଷ ଏପରି ଉଦ୍ଭାବନ କରୁଛି, ଯାହା ସମାଜ ପାଇଁ ଅତ୍ୟନ୍ତ ସହାୟକ ହୋଇପାରୁଛି। ମଣିଷ ପାଣିରେ ବୁଡ଼ିବାଠାରୁ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ଭବ କରିପାରୁଛି। ବର୍ତ୍ତମାନ ଅନେକ ଦେଶରେ ଏୟାର ଟ୍ୟାକ୍ସିର ସୁବିଧା ଆରମ୍ଭ…

ବାୟୁସେନା ଗରୁଡ କମାଣ୍ଡୋଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ଉଠିଲା ପରଦା…

ନୂଆଦିଲ୍ଲୀ,୧୮।୧୧ : ଗୁଜରାଟର କଚ୍ଛ ସ୍ଥିତ ବାୟୁସେନା ଷ୍ଟେଚ୍ଶନରେ ଭାରତୀୟ ବାୟୁସେନାର ସ୍ପେଶାଲ ଫୋର୍ସ ୟୁନିଟର ଜଣେ କମାଣ୍ଡୋ ଆତ୍ମହତ୍ୟା କରିଛନ୍ତି। ଶନିବାର ପୋଲିସ ଏହି ସୂଚନା ଦେଇଛି। ନଭେମ୍ବର ୧୬ ରେ ଏହି ଘଟଣା ଘଟିଥିଲା ଏବଂ ଆତ୍ମହତ୍ୟା କରିଥିବା…

ଶ୍ରେୟସ ଆୟରଙ୍କ ଖୁଲମଖୁଲା ପ୍ରେମ, କିଏ ସେହି ମିଷ୍ଟ୍ରିଏସ ଗାର୍ଲ?

ନୂଆଦିଲ୍ଲୀ,୧୮।୧୧: ୨୦୨୩ ବିଶ୍ୱକପରେ ଧୂଆଁଧାର ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ଶାମିଙ୍କ ପରି ଶ୍ରେୟସ ଆୟର ମଧ୍ୟ ତାଙ୍କ ଜବରଦସ୍ତ ଫର୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ନିକଟରେ ଶତକର ସର୍ଦ୍ଦାର…

ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନ ଇଞ୍ଜିନ,ଆମେରିକାର ଦେଲା ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧୧ : ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ଭାରତରେ ଏଲସିଏ ମାର୍କ ୨ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ରାସ୍ତା ସଫା ହୋଇଛି। ବାସ୍ତବରେ ଆମେରିକା ଏହି ସମ୍ବନ୍ଧୀୟ ସମସ୍ତ ଆବଦେନକୁ ଅନୁମୋଦନ ଦେଇଛି। ଆମେରିକାର କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ…

ନିଜ ସହରରେ ସିଭିଲ ଜଜ ନିଯୁକ୍ତି ପରୀକ୍ଷା ଦେଇ ପାରିବେ ଗର୍ଭବତୀ ମହିଳା: ହାଇକୋର୍ଟ…

ବେଙ୍ଗାଲୁରୁ,୧୮।୧୧:ପ୍ରଥମ ଥର ପାଇଁ କର୍ନାଟକ ହାଇକୋର୍ଟ ଜଣେ ମହିଳାଙ୍କୁ ତାଙ୍କ ନିଜ ସହରରେ ସିଭିଲ ଜଜଙ୍କ ମୁଖ୍ୟ ପରୀକ୍ଷା ପାଇଁ ହାଜର ହେବାକୁ ଅନୁମତି ଦେଇଛନ୍ତି। ବାସ୍ତବରେ ମହିଳା ଜଣକ ସାଢ଼େ ଆଠ ମାସର ଜଣେ ଗର୍ଭବତୀ, ତେଣୁ ସେ ପରୀକ୍ଷା…

ଟିମ୍‌ ଇଣ୍ଡିଆକୁ ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ, ବେଳାଭୂମିରେ ଆଙ୍କିଲେ ୫୬ ଫୁଟର ବିଶ୍ୱକପ୍‌

ପୁରୀ,୧୮।୧୧: ଆସନ୍ତା ନଭେମ୍ବର ୧୯ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବିଶ୍ୱକପ୍‌ ୨୦୨୩। ଏହି ରୋମାଞ୍ଚକର ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ତେବେ ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ…

ବିଶ୍ୱକପ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଭଡା ମାତ୍ର…

ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚର ସିଧା ପ୍ରସାରଣ କେବଳ ଭାରତ ନୁହେଁ ସାରା ବିଶ୍ୱ ଦେଖିବ। ତେବେ…

‘ଶାମି ଜଣେ ଭଲ ବୋଲର୍‌ ସତ, ହେଲେ ସେତିକି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି…’

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ବୋଲର ମହମ୍ମଦ ଶାମି ଜବରଦସ୍ତ ଫର୍ମରେ ଅଛନ୍ତି। ଏଯାବତ ସେ ୨୩ ଉଇକେଟ ନେଇସାରିଛନ୍ତି। ଗୋଟିଏ ପଟେ ସେ ଅନେକ ରେକର୍ଡ ନିଜ ନାମରେ କରୁଥିବା ବେଳେ ଅପରପକ୍ଷେ ସ୍ତ୍ରୀ ହସିନ ଜହାଁ ତାଙ୍କୁ କଟାକ୍ଷ…

ମହମ୍ମଦ ଶାମିଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀ ଯାଏଁ ବଡ ବଡ ସେଲିବ୍ରେଟି କରିଛନ୍ତି ହେୟାର ଟ୍ରାନ୍ସପ୍ଲାଣ୍ଟ, ଗୋଟିଏ ବର୍ଷରେ ହୋଇଛି ଏତିକି କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ,୧୮।୧୧: ଚୁଟି ଝଡିବାରୁ ମୁକ୍ତି ମିଳିବା ପାଇଁ ଏବେ ହେୟାର ଟ୍ରାନ୍ସପ୍ଲାଣ୍ଟର ନୂଆ ଟେକ୍ନୋଲଜି ଆସିଛି। ଯେଉଁମାନେ ଏହି ଚୁଟି ଝଡିବା ସମସ୍ୟା ନେଇ ଗତି କରୁଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ଉଠାଉଛନ୍ତି। ଅନେକ ଅଧ୍ୟୟନରେ ଏହା ମଧ୍ୟ ଦେଖାଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri