ପ୍ରଧାନମନ୍ତ୍ରୀ ମୋତେ ଫୋନ୍ କରିଥିଲେ, କାହିଁକି ଏପରି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୨୨ା୨: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ପରିସରରେ ଗୁରୁବାର ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି ସମୟରେ ସେ କରୋନା ମହାମାରୀ ସମୟରେ ନିଜର ଅଭିଜ୍ଞତା ଶେୟାର କରିଛନ୍ତି। ସେ କହିଛନ୍ତି, କରୋନା ହେବା…
ଭାଜପାରୁ ଇସ୍ତଫା ଦେଲେ ପ୍ରାକ୍ତନ ବିଧାୟକ
ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଭାଜପା ଦଳରୁ ଇସ୍ତଫା ଦେଇଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ପତ୍ରରେ ଉଲ୍ଲେଖ…
ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ
ନୂଆଦିଲ୍ଲୀ,୨୨।୨: ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ। ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ ଅଧିକ ଶପିଂ କରନ୍ତି। ଅନଲାଇନ ହେଉ କି ଅଫଲାଇନ୍ ସବୁଠି ଅଧିକ ଶପିଂ ମହିଳାମାନେ…
ପୁରୁଷଙ୍କୁ ପ୍ଲାଷ୍ଟିକ୍ ବ୍ୟାଗ୍ କହିଲେ ଟ୍ବିଙ୍କ୍ଲ, ହଜମ କରି ପାରିଲେନି କଙ୍ଗନା, କହିଲେ ଏମିତି…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ସେ କେବେ ନା କେବେ କାହାକୁ କିଛି କହି ଅସୁବିଧାରେ ପଡ଼ିଥାନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ‘ପଙ୍ଗା କ୍ୱିନ୍’ ମଧ୍ୟ ଡାକନ୍ତି। ଆଜିପର୍ଯ୍ୟନ୍ତ ସେ ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ…
ଦାନ୍ତ ଦେଖାଇବାକୁ ଯାଇଥିଲେ ଯୁବତୀ, ଭଲ ଦେଖାଯାଉଛ କହି ଓଠକୁ କାମୁଡିଦେଲେ ଡାକ୍ତର
ହାଇଦ୍ରାବାଦ,୨୨।୨: ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମେଡିକାଲକୁ ଚେକ୍ଅପ୍ ପାଇଁ ଆସିଥିବା ଯୁବତୀଙ୍କ ଓଠକୁ ଦନ୍ତ ଚିକିତ୍ସକ କାମୁଡି ଦେଇଛନ୍ତି। ମହିଳାଜଣକ ପ୍ରତିଦିନ ଏହି ଡେନିଷ୍ଟଙ୍କ ପାଖକୁ ଚେକ୍ଅପ୍ କରିବାକୁ ଆସୁଥିଲେ। ଅଭିଯୋଗ କରିବାକୁ ଡାକ୍ତର…
ପ୍ରଥମେ ଉଠିଲା ଲଟେରି, ସେହି ଟଙ୍କାରେ କିଣିଦେଲେ ଜମି, ଚାଷ କରିବା ବେଳେ ପୁଣି ମାଟିତଳୁ ମିଳିଲା ବିଡ଼ାବିଡ଼ା ଟଙ୍କା
ଆପଣ ନିଶ୍ଚୟ ଶୁଣିଥିବେ ଯେ, ଈଶ୍ୱର ଯାହାକୁ ଦିଅନ୍ତି, ଛପର ଫାଡ଼ିକି ଦିଅନ୍ତି। ଅର୍ଥାତ୍ ଯେତେବେଳେ ଜଣେ ବ୍ୟକ୍ତିଙ୍କର ଭାଗ୍ୟରେ ପରିବର୍ତ୍ତନ ଆସେ ସେତେବେଳେ ସବୁକିଛି ମିଳିଯାଏ। ଆଉ ଯେତେବେଳେ ଖରାପ ସମୟ ପଡ଼େ ଛୋଟ କଥା ପାଇଁ ମଧ୍ୟ ବହୁତ…
‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର’
ନବରଙ୍ଗପୁର,୨୨ା୨: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ନବରଙ୍ଗପୁରରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି, ‘ଓଡ଼ିଶାକୁ ବି ଡବଲ ଇଞ୍ଜିନ ସରକାର ଦରକାର’। ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏମିତି ଏକ…
କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି କରିଥିବା ଭାମସି କ୍ରିଷ୍ଣା କିଏ ଜାଣନ୍ତି
ନୂଆଦିଲ୍ଲୀ,୨୧।୨: ସି.କେ ନାଇଡୁ ଟ୍ରଫି ଟୁର୍ନାମେଣ୍ଟରେ ଆନ୍ଧ୍ରପ୍ରଦେଶର ବ୍ୟାଟ୍ସମ୍ୟାନ ଭାମସି କ୍ରିଷ୍ଣା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଗୋଟିଏ ଓଭରରେ ଲଗାତାର ୬ଟି ଛକା ମାରି ଇତିହାସ ସୃଷ୍ଟି କରିଥିଲେ। ଏହା ସହ ସେ ରବି ଶାସ୍ତ୍ରୀ, ଯୁବରାଜ ସିଂ ଏବଂ…
ମନ୍ଦିରରୁ ଟ୍ୟାକ୍ସ ଆଦାୟ କରିବ କଂଗ୍ରେସ ସରକାର, ବର୍ଷିଲା ଭାଜପା
ବେଙ୍ଗାଲୁରୁ,୨୨।୨: ମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର। ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ସରକାର । ଏନେଇ ବୁଧବାର ‘କର୍ନାଟକ…
ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ଇଡି ଚଢାଉ
ନୂଆଦିଲ୍ଲୀ,୨୨।୨: ଦେଶର ବୃହତ୍ତମ ଅନୁସନ୍ଧାନକାରୀ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀରେ କିରୁ ଜଳ ବିଦ୍ୟୁତ…
ଜାଣନ୍ତି ହିଟ୍ ଫିଲ୍ମକୁ କାହିଁକି କୁହନ୍ତି ବ୍ଲକ୍ବଷ୍ଟର
ଫିଲ୍ମ ‘ଶୋଲେ’ଠାରୁ ଆରମ୍ଭ କରି ‘ପଠାନ’ ପର୍ଯ୍ୟନ୍ତ। ‘ଆରାଧନା’ଠାରୁ ‘ଦିଲଓ୍ବାଲେ ଦୁଲ୍ହାନିଆ ଲେ ଯାୟେଙ୍ଗେ’ ପର୍ଯ୍ୟନ୍ତ ଭାରତରେ ଏଭଳି ଅନେକ ଫିଲ୍ମ ନିର୍ମାଣ କରାଯାଇଛି; ଯାହା ହିଟ୍ ହୋଇଛି। ଏହି ଫିଲ୍ମଗୁଡ଼ିକୁ ବ୍ଲକବଷ୍ଟର ଫିଲ୍ମ ବର୍ଗରେ ରଖାଯାଇଛି। ଏହି ଫିଲ୍ମଗୁଡ଼ିକ ଦର୍ଶକଙ୍କର…
ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ ସିଂ
ନବରଙ୍ଗପୁର,୨୨।୨: ଓଡିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଲେ ରାଜନାଥ। ଭାଜପାର କୋର୍ କମିଟି ବୈଠକରେ ସେ ଯୋଗ ଦେବାର ସୂଚନା ରହିଛି। ସୂଚନାଥାଉ କି, ନବରଙ୍ଗପୁରର କାର୍ଯ୍ୟକ୍ରମ ପରେ ବ୍ରହ୍ମପୁର ଓ…
Archives


