ଟାଟା ପାୱାରର ଦାୟିତ୍ୱହୀନତା : ବିଦ୍ୟୁତ ଆଘାତରେ ବ୍ୟବସାୟୀ ଆହତ
ପୁରୁଷୋତ୍ତମପୁର,୩୦।୧୧(ସିମାଞ୍ଚଳ ମିଶ୍ର) ଟାଟାପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବାପରଠାରୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଲାଗିରହିଛ। ବିଦ୍ୟୁତ ମରାମତି ନାମରେ ଟାଟାପାୱାର ଦିନତମାମ ଲାଇନ କାଟି ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଥିବା ବେଳେ ମରାମତିର କୌଣସି ନା…
ବିମାନରେ ଦମ୍ପତିଙ୍କ ମଧ୍ୟରେ ଝଗଡା: ବିମାନବନ୍ଦରରେ ଜରୁରୀକାଳିନ ଅବତରଣ
ନୂଆଦିଲ୍ଲୀ,୩୦।୧୧: ମ୍ୟୁନିକ ଏବଂ ବ୍ୟାଙ୍କକ ମଧ୍ୟରେ ଉଡ଼ୁଥିବା ଲୁଫଥାନ୍ସ ବିମାନରେ ଏକ ଅଭାବନୀୟ ଘଟଣା ଘଟିଛି। ବିମାନରେ ଥିବା ଏକ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେଯେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା। ଲୁଫଥାନ୍ସ…
ହାତରେ କ୍ଷୀର ବୋତଲ ଧରି ଶୋଇଛି କୁନି ହାତୀ: ଫଟୋ ଦେଖି ଲୋକଙ୍କ ମନେପଡିଗଲା ପିଲାଦିନ
ସୋସିଆଲ ମିଡିଆରେ ପଶୁମାନଙ୍କର ସମସ୍ତ ପ୍ରକାରର ମଜାଳିଆ ଏବଂ ବିପଦପୂର୍ଣ୍ଣ ଭିଡିଓରେ ଭାଇରାଲ ହୋଇଥାଏ। ହାତୀ, ମାଙ୍କଡ଼, କୁକୁର, ବିଲେଇ, କୁମ୍ଭୀର, ସିଂହ, ଚିତାବାଘ ଏବଂ ବାଘ ଭଳି ପଶୁମାନଙ୍କର ଭିଡିଓ ପ୍ରତିଦିନ ଦେଖାଯାଏ। ଏହି ଭିଡିଓଗୁଡିକରେ ପଶୁମାନଙ୍କର ସମସ୍ତ ପ୍ରକାର…
ସହର ଛାଡି ପଳାଇବାକୁ ଚାହୁଁଛନ୍ତି ଦିଲ୍ଲୀ-ମୁମ୍ବାଇ ବାସିନ୍ଦା, ୬୦ ପ୍ରତିଶତ ରାଜି…
ନୂଆଦିଲ୍ଲୀ/ମୁମ୍ବାଇ,୩୦।୧୧ : ବାୟୁ ଗୁଣବତ୍ତା ସୂଚକାଙ୍କ ପ୍ରଦୂଷଣର ସ୍ତରକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଅନେକ ବଡ ସହରରେ ଲୋକମାନେ ପ୍ରାୟ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଅଧାରୁ ଅଧିକ ଦିଲ୍ଲୀ-ମୁମ୍ବାଇ…
ଗୋଲ୍ଡ ଇଜ୍ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍
ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର ପାର୍ କରିଛି। ସୁନା ଦର ଆକାଶଛୁଆଁ ହେବାରୁ ସୁନା କିଣିବା କଷ୍ଟକର ହୋଇପଡିଛି। ଏଭଳି…
କୋହଲି-ବ୍ରାଡମ୍ୟାନ୍ଙ୍କ କ୍ଲବ୍ରେ ଯୋଗଦେଲେ ୱିଲିୟମସନ
ସିଲହେଟ,୩୦।୧୧: ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ସିଲହେଟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶ ପ୍ରଥମ ଇନିଂସରେ ୩୧୦ ରନ ସଂଗ୍ରହ କରିଛି। ଏହାର ଜବାବରେ ଦ୍ୱିତୀୟ…
ରାହୁଲ-ନୀତୀଶ ନୁହେଁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ହେବେ ଖାର୍ଗେ: ସୋନିଆ ଦେଲେ ସଙ୍କେତ…
ନୂଆଦିଲ୍ଲୀ,୩୦।୧୧ : ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ଡିସେମ୍ବର ୩ରେ ହେବାକୁ ଯାଉଛି। ଏହା ପରେ ସମସ୍ତ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଭାରତୀୟ ଜନତା ପାର୍ଟିର ଏନଡିଏ ମିଳିତ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
କ୍ରିକେଟ୍ରୁ ଅବସର ନେଇଯିବେ କି କୋହଲି
ନୂଆଦିଲ୍ଲୀ,୩୦।୧୧: ବିଶ୍ୱକପ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଛୁଟି କାଟୁଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ…
ସ୍କୁଲରେ ଲଗାତାର ଅନୁପସ୍ଥିତ ରହିଲେ ହେବେ ଡ୍ରପ ଆଉଟ, ସରକାର ଦେଖିବେ ଆଟେଣ୍ଡାନ୍ସ ରିପୋର୍ଟ
ରାଞ୍ଚି,୩୦।୧୧: ଆପଣଙ୍କ ପିଲା ସ୍କୁଲକୁ ପ୍ରତିଦିନ ଯାଉ ନାହାନ୍ତି କି? ସପ୍ତାହକ ମଧ୍ୟରେ ଲଗାତାର ଛୁଟି ନେଉଛନ୍ତି। ଏନେଇ ନିୟମ କଡାକଡି କରିଛନ୍ତି ସରକାର। ମାସକରେ ଲଗାତାର ଛୁଟି ନେଉଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲରୁ ଡପ୍ରଆଉଟ୍ କରାଯିବ। ଏପରି ନିୟମ ଆଣିଛନ୍ତି ଝାଡଖଣ୍ଡ…
୫ ମାସ ହେବ ହେଉଥିଲା ପ୍ରବଳ ମୁଣ୍ଡବିନ୍ଧା,ଡାକ୍ତରଙ୍କ ପାଖକୁ ଯିବାରୁ ମୁଣ୍ଡ ଭିତରୁ ବାହାରିଲା…
ଭିଏତନାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ପ୍ରାୟ ପାଞ୍ଚ ମାସ ଧରି ପ୍ରବଳ ମୁଣ୍ଡବିନ୍ଧାର ଶିକାର ହୋଇଥିଲେ। ସେ ଗତ ନଭେମ୍ବର ୨୫ରେ ଚିକିତ୍ସା ପାଇଁ ଡୋଙ୍ଗ ହୋଇର କ୍ୟୁବା ଫ୍ରେଣ୍ଡସିପ ହସ୍ପିଟାଲରେ ପହଞ୍ଚିଥିଲେ।…
ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ, ତାପରେ…
ଲକ୍ଷ୍ନୌ,୩୦।୧୧ : ଉତ୍ତରପ୍ରଦେଶରେ ବାରବାଙ୍କି ଜିଲାର ବୁରୱାଲ ଜଙ୍କଶନରେ ଦୁଇଟି ଏକ୍ସପ୍ରେସ ଟ୍ରେନର ୨୫୦୦ରୁ ଅଧିକ ଯାତ୍ରୀ ଅଟକି ରହିଥିଲେ। ଲୋକୋ ପାଇଲଟ ତାଙ୍କ ଡ୍ୟୁଟି ଶେଷ ହୋଇଛି ବୋଲି କହି ଯାତ୍ରୀବାହୀ ଟ୍ରେନକୁ ଅଧା ବାଟରେ ଛାଡି ଶୋଇବାକୁ ପଳାଇ…
ନେପାଳରେ ବିବାହ କଲେ ସମଲିଙ୍ଗୀ: ଦକ୍ଷିଣ ଏସିଆରେ ପ୍ରଥମ…
କାଠମାଣ୍ଡୁ,୩୦।୧୧ : ସମଲିଙ୍ଗୀ ବିବାହ ପଞ୍ଜିକରଣ କରିଥିବା ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ହୋଇଛି। ବ୍ଲୁ ଡାଇମଣ୍ଡ ସୋସାଇଟି ନାମକ ଏକ ସଂସ୍ଥାର ସଭାପତି ସଞ୍ଜୀବ ଗୁରୁଙ୍ଗ (ପିଙ୍କି) ଙ୍କ ଅନୁଯାୟୀ ୩୫ ବର୍ଷିୟ ଟ୍ରାନ୍ସଜେଣ୍ଡର ମାୟା ଗୁରୁଙ୍ଗ ଏବଂ…
Archives


