Home

ଭିସ୍ତାରାର ୧୦୦ରୁ ଅଧିକ ଉଡାଣ ରଦ୍ଦ, କେନ୍ଦ୍ର ସରକାର ମାଗିଲେ ଜବାବ

ନୂଆଦିଲ୍ଲୀ,୨।୪: ଗତ ସପ୍ତାହରେ ଟାଟା ଗ୍ରୁପ୍ର ଭିସ୍ତାରାର ଅନେକ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଏହା ସହିତ ଅନେକ ବିମାନ ବିଳମ୍ବରେ ଉଡିଥିଲା। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…

ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍‌ରେ ପୋଲିସ

ଦାରିଙ୍ଗବାଡି,୧।୪ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲକ୍ଷ୍ୟରେ ପୋଲିସ ଏବେ ଆକ୍ସନ ମୋଡରେ ଅଛି। ବିଭିନ୍ନ ଛକ ଗୁଡିକରେ ବ୍ଲକିଂ କରି ଗାଡିମୋଟର ଯାଞ୍ଚ କରିବା ସହ ସାଦା ପୋଷାକରେ ପୋଲିସ ପଇଁତରା ମାରୁଛି। ସେହିପରି…

ଏହି କାରଣରୁ ଆଗାମୀ ମ୍ୟାଚ୍‌ ଖେଳି ନ ପାରନ୍ତି ଧୋନୀ

ନୂଆଦିଲ୍ଲୀ,୨।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ଖେଳିବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ମହେନ୍ଦ୍ର ସିଂ ଧୋନୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବେ ନାହିଁ। ଦିଲ୍ଲୀ କ୍ୟାପିଟାଲ୍‌ ବିପକ୍ଷ ମ୍ୟାଚରେ…

କଏଦୀ ନମ୍ବର ୬୭୦, ତିହାର ଜେଲରେ କେମିତି କଟିଲା କେଜରିଓ୍ବାଲଙ୍କ ରାତି

ନୂଆଦିଲ୍ଲୀ,୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଥମ ରାତି ତିହାର ଜେଲରେ ବିତାଇଛନ୍ତି। ତିହାରରେ ମୁଖ୍ୟମନ୍ତ୍ରୀଙ୍କୁ ବିଚାରଧିନ କଏଦୀ ସଂଖ୍ୟା ୬୭୦ ଦିଆଯାଇଛି। ସୋମବାର ରାତିରେ ତାଙ୍କୁ ଜେଲରୁ ଘରୁ ଅଣାଯାଇଥିବା ଖାଦ୍ୟ ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ସେ ଜେଲରେ…

ଜବାହରଲାଲ ନେହେରୁଙ୍କ ଭୁଲ ଖୋଜିଲେ ଶାହା

ନୂଆଦିଲ୍ଲୀ,୨।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଧାରା ୩୭୦ ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜମ୍ମୁ…

ଆଇପିଏଲ୍‌ରେ ଚିୟରଲିଡର୍ସଙ୍କୁ ମିଳେ କେତେ ପାରିଶ୍ରମିକ: ଜାଣନ୍ତୁ

ନୂଆଦିଲ୍ଲୀ,୨।୪: ଆଇପିଏଲ ମ୍ୟାଚରେ ଚିୟରଲିଡର୍ସଙ୍କୁ ଦେଖିଥିବେ। ଆଇପିଏଲ ମ୍ୟାଚ ଗୁଡିକରେ ନିଜ ଦଳର ବ୍ୟାଟ୍ସମ୍ୟାନମାନେ ଛକା-ଚୌକା ଓ ବୋଲରମାନେ ଉଇକେଟ ନେବା ପରେ ଖୁସିର ନାଚୁଥିବା ଦେଖିବାକୁ ମିଳେ। କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ ମ୍ୟାଚରେ ଚିୟରଲିଡର୍ସଙ୍କ କେତେ ଟଙ୍କା…

ଦେଶର ସୁରକ୍ଷାକୁ ବିପଦରେ ପକାଉଥିବା ବାଳ ଅପରାଧୀଙ୍କୁ ଫୋକସ କର, ଯାଞ୍ଚ ଏଜେନ୍ସିକୁ ସିଜେଆଇଙ୍କ ଉପଦେଶ

ନୂଆଦିଲ୍ଲୀ,୨।୪: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାକୁ ବଡ଼ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା କେବଳ ସେହି ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଯେଉଁଥିରେ ଜାତୀୟ…

ବିଜେଡି ନେତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହେଲାଣି

ଭୁବନେଶ୍ୱର,୨।୪: ରାଜ୍ୟରେ ଭାଜପା ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଦଳକୁ ଟାର୍ଗେଟ୍‌ କରିଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି। ଭାଜପା…

କଂଗ୍ରେସ ‘ହାତ’ ଛାଡିଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା

ଭୁବନେଶ୍ୱର,୨।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସର ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି। ଇସ୍ତଫା…

ଟ୍ରକକୁ ପିଟିଲା ସ୍କ୍ରର୍ପିଓ: ଚାଲିଗଲା ୨ ଜୀବନ, ୩ ଗୁରୁତର

ଭଦ୍ରକ,୨।୪(ସନାତନ ରାଉତ): ୧୬ନଂ ଜାତୀୟ ରାଜପଥ ଭଦ୍ରକ ନଳାଙ୍ଗ ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥରେ ଠିଆ ହୋଇଥିବା ଏକ ଟ୍ରକକୁ ପିଟିଲା ସ୍କ୍ରପିଓ। ଘଟଣାସ୍ଥଳରେ ଡ୍ରାଇଭର ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

ମୁମ୍ବାଇର ହ୍ୟାଟ୍ରିକ୍‌ ପରାଜୟ: ଜାଣନ୍ତୁ କାହାକୁ ଦାୟୀ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୨।୪: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୪ର କ୍ରମାଗତ ତୃତୀୟ ପରାଜୟର ସମ୍ମୁଖୀନ ହୋଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ତୃତୀୟ ମ୍ୟାଚ ନିଜ ଘରୋଇ ୱାଙ୍ଖେଡେ ଷ୍ଟାଡିୟମରେ ୬ ଉଇକେଟରେ ହାରିଥିଲା। ଅଦ୍ୟାବଧି ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ମୁମ୍ବାଇ ପାଇଁ…

‘ଚାଏ ପେ ଚର୍ଚ୍ଚା’ କଲେ କଙ୍ଗନା

ମଣ୍ଡି,୨।୪: ବଲିଉହ ଅଭିନେତ୍ରୀ କଙ୍ଗନା ରାନାୱତ ନିର୍ବାଚନ ରଙ୍ଗରେ ରଙ୍ଗେଇ ହୋଇ ସାରିଛନ୍ତି। ତାଙ୍କୁ ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ବୋଲି ଘୋଷଣା କରିଛି। ଏହି ଆସନରେ କଙ୍ଗନା ମଧ୍ୟ ଜନସମ୍ପର୍କ ଆରମ୍ଭ କରିଛନ୍ତି। ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?