Home

ସସ୍‌ପେଣ୍ଡ ଭୟରେ କ’ଣ ମୋ’ ପୁଅ ପାଇଁ ପ୍ରଚାର କରିବି ନାହିଁ? ପ୍ରଶ୍ନ କରି ଜବାବ ରଖିଲେ ସୁର…

ଭୁବନେଶ୍ୱର,୨।୪: ବାପା କଂଗ୍ରେସର ବରିଷ୍ଠ ନେତା, ହେଲେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପୁଅ। ଏହାକୁ ନେଇ ପରିବାର ସହ ଦଳ ପକ୍ଷରୁ ନାନାଦି ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ନିକଟରେ ଏକ…

ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ ଷ୍ଟାର ପ୍ରଚାରକ, ନିର୍ବାଚନ କମିଶନରଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସୁଥିବା ଷ୍ଟାର ପ୍ରଚାରକମାନେ ଆଉ ବିଳାସପୂର୍ଣ୍ଣ ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ। ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ନିର୍ବାଚନ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ହିସାବ ଅନୁଯାୟୀ…

ଭାଜପା କାର୍ଯ୍ୟାଳୟରେ ହଙ୍ଗାମା, ଟିକେଟ ନ ମିଳିବାରୁ ତାତିଲେ ଧର୍ମଶାଳା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ…

ଭୁବନେଶ୍ୱର,୨।୪: ଆଗାମୀ ବିଧାନସଭା ନିର୍ବାଚନ ଲାଗି ଭାଜପା ମଙ୍ଗଳବାର ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏଥିରେ ଧର୍ମଶାଳା ଆସନରେ ସ୍ମୃତିରେଖା ପହିଙ୍କୁ ଟିକେଟ ମିଳିଛି। ଏହାକୁ ନେଇ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ମାନେ…

ନିର୍ବାଚନ ପାଇଁ ଏହିସବୁ ପରୀକ୍ଷାର ବଦଳିଲା ତାରିଖ

ନୂଆଦିଲ୍ଲୀ,୨।୪: ମୁଣ୍ଡ ଉପରେ ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ ୧ ଯାଏଁ ଚାଲିବ ନିର୍ବାଚନ। ଏଥିଯୋଗୁ ବିଭିନ୍ନ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ପରୀକ୍ଷା ତାରିଖ ବଦଳାଯାଇ ଅନ୍ୟ ତାରିଖରେ ଧାର୍ଯ୍ୟ କରାଯାଇଛି। କମ୍ପିଟେଟିଭ…

କଂଗ୍ରେସକୁ ଫେରିବେ ମେନକା-ବରୁଣ ଗାନ୍ଧୀ! ବଡ଼ ବୟାନ ଦେଲେ ମେନକା

ନୂଆଦିଲ୍ଲୀ,୨।୪: କଂଗ୍ରେସକୁ ପୁଣି ଫେରିବେ ମେନକା ଓ ବରୁଣ ଗାନ୍ଧୀ! ଏନେଇ ଗଣମାଧ୍ୟକୁ ଦେଇଛନ୍ତି ବଡ଼ ବୟାନ। ମେନକା ଓ ବରୁଣ ଗାନ୍ଧୀ କଂଗ୍ରେସ ପରିବାର ଠୁ ଭିନ୍ନ କାହିଁକି? ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ଆଲୋଚନା ହେଉଛି। କିନ୍ତୁ…

ବାପ, ଝିଅ, ପୁଅଙ୍କୁ ଟିକେଟ୍‌ ଦେଲା କଂଗ୍ରେସ, ଜାଣନ୍ତୁ କିଏ କେଉଁ ଆସନରୁ ଲଢିବେ

ଭୁବନେଶ୍ୱର,୨।୪: ବିଜେଡି, ଭାଜପା ପରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସ ତା’ର ପ୍ରାର୍ଥୀ ତାଲିକାରେ ପୁରୁଖା ନେତାଙ୍କୁ ପୁଣି ସୁଯୋଗ ଦେଇଛି। ଏପରିକି କଂଗ୍ରେସ ଗୋଟିଏ ପରିବାରର ସଦସ୍ୟଙ୍କୁ ଟିକେଟ୍‌ ଦେଇଛି। ସୂଚନାମୁତାବକ,…

ଏଏପି ଏମପି ସଞ୍ଜୟ ସିଂହଙ୍କୁ ଜାମିନ

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ ତଳକୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ…

ବିଜେଡିରୁ ଆସିଥିବା ଏହି ନେତାଙ୍କୁ ଟିକେଟ୍‌ ଦେଲା ଭାଜପା, ବାଦ୍‌ ପଡିଲେ ପୁରୁଣା ନେତା

ଭୁବନେଶ୍ୱର,୨।୪: ଭାଜପା ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଭାଜପା । ବଡ କଥା ହେଉଛି ବିଜେଡ଼ିରୁ ଆସିଥିବା ପ୍ରାୟ ୮ ଜଣଙ୍କୁ ବିଜେଡ଼ି…

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ନୂଆପଡ଼ାରୁ ଲଢ଼ିବେ ଶରତ ପଟ୍ଟନାୟକ

ଭୁବନେଶ୍ୱର,୨।୪: ବିଜେଡି, ଭାଜପା ପରେ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ୪୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାରୁ ଲଢ଼ିବେ । ଜାଣନ୍ତୁ କିଏ କେଉଁଠୁ ଲଢିବେ… ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁର- ରାଜନ…

ପ୍ରକାଶ ପାଇଲା କଂଗ୍ରେସର ଲୋକ ସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨।୪: ପ୍ରକାଶ ପାଇଲା କଂଗ୍ରେସର ପ୍ରଥମ ଲୋକ ସଭା ପ୍ରାର୍ଥୀ ତାଲିକା। ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି। ସେହିପରି କୋରାପୁଟରୁ ସପ୍ତଗିରି ଉଲ୍ଲାକା, ବ୍ରହ୍ମପୁରରୁ ରଶ୍ମୀରଞ୍ଜନ…

ନବୀନଙ୍କୁ ଟକ୍କର ଦେବେ ଏହି ନେତା, ଭାଜପା ଘୋଷଣା କଲା ପ୍ରାର୍ଥୀ

ଭୁବନେଶ୍ୱର,୨।୪: ଘୋଷଣା ହୋଇଛି ଭାଜପା ପ୍ରାର୍ଥୀ ତାଲିକା । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ଭାଜପା କେନ୍ଦ୍ରୀୟ ନେତ୍‌ୃତ୍ୱ । ସବୁଠୁ ବଡ଼…

ବାକି ୩୫ ଆସନରେ କାହାକୁ ଟିକେଟ୍‌ ଦେବ ଭାଜପା, ଆଗରେ ରହିଛି ଏହିମାନଙ୍କ ନାଁ…

ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି। ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ବାଙ୍ଗିରିପୋଷି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?