Home

‘ଚିନ୍ତାଧାରାକୁ ସୀମିତ କରନ୍ତୁ ନାହିଁ; ବଙ୍ଗଳାର ମାଟି ଚିନ୍ତାଧାରାକୁ ଶକ୍ତି ଯୋଗାଇଥାଏ’ : ମୋଦି

କୋଲକାତା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ସମେତ ତିନୋଟି ରାଜ୍ୟ ଗସ୍ତରେ ଅଛନ୍ତି। ସେ ପ୍ରଥମେ ପଶ୍ଚିମବଙ୍ଗର ଖଡ଼ଗପୁରରେ ପହଞ୍ଚିଥିଲେ, ଯେଉଁଠାରେ ସେ ଆଇଆଇଟି (IIT) ଖଡ଼ଗପୁରର ପ୍ଲାଟିନମ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ, ଆଇଆଇଟି ଖଡ଼ଗପୁରର ୭୫…

ପାର୍କିଂ କାର୍‌ ଉପରେ ମାଡ଼ିଗଲା ପିକ୍‌ଅପ୍‌ ସହ ଟ୍ରକ୍‌, ଆଉ ତା’ ପରେ…

ଛତ୍ରପୁର,୨୧ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଶନିବାର ଏକ ଅଜବ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ପାର୍କିଂରେ ଥିବା ଏକ କାର୍‌ ଉପରେ ଟିପିଏସଓଡିଏଲ୍‌ର ସଚେତନତା ପିକଅପ ଓ ଏକ ଟ୍ରକ ଚଢ଼ିଯିବା ଫଳରେ…

ୱେଲିଂଟନରେ ଟିମ୍‌ଇଣ୍ଡିଆର ରେକର୍ଡ ବର୍ଷା: ରାହୁଲ ଏକାକୀ କଲେ ୬ ରେକର୍ଡ

ୱେଲିଂଟନ,୨୧।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୱେଲିଂଟନ ଟେଷ୍ଟର ତୃତୀୟ ଦିନରେ ରେକର୍ଡର ବର୍ଷା ହୋଇଛି। ଗୋଟିଏ ପଟେ କେଏଲ ରାହୁଲ ଐତିହାସିକ ଶତକ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଅନ୍ୟପଟେ ଶତକରୁ ମାତ୍ର ୨ ରନ…

ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ, ଜମିମାଫିଆଙ୍କୁ ନେଇ ବଢୁଛି ସନ୍ଦେହ

ରାଉରକେଲା,୨୧ା୧୧(ସଙ୍ଗୀତା ଜେନା): ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଜମି ମାଫିଆଙ୍କ ବେଆଇନ କାର୍ଯ୍ୟକଳାପକୁ ସହଯୋଗ ନ କରିବା ଏବଂ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରିବାରୁ ଜଣେ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ…

ମାତ୍ର ୨ ରନ ପାଇଁ ଶତକରୁ ବଞ୍ଚିତ ହେଲେ ଗିଲ: କିନ୍ତୁ ପ୍ରଥମ ଭାରତୀୟ ଭାବେ ହାସଲ କଲେ ଏମିତି କାରନାମା

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ତେବେ ଶତକରୁ ମାତ୍ର ୨ ରନ ଦୂରରେ ରହିଯାଇଛନ୍ତି ସେ। ୧୪୬ଟି ବଲ୍‌ରୁ ୯ଟି ଚୌକା ଓ ୨ଟି ଛକା ସହ…

ଟ୍ରମ୍ପଙ୍କ ବଡ଼ ଚେତାବନୀ, ବିଦେଶରେ AI ଡାଟା ସେଣ୍ଟର ନିର୍ମାଣ କରୁଥିବା ଆମେରିକୀୟ କମ୍ପାନୀଗୁଡ଼ିକ ବିରୋଧରେ ନେବେ କଠୋର ପଦକ୍ଷେପ

ଓ୍ବାଶିଂଟନ,୨୧।୧୧: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା (AI) କମ୍ପାନୀଗୁଡ଼ିକୁ ବିଦେଶରେ ଡାଟା ସେଣ୍ଟର ବିକାଶ କରିବାରୁ ରୋକିବା ଏବଂ ଆମେରିକା ଭିତରେ ନିବେଶକୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ଉପରେ କଠୋର ନିୟମ ଲାଗୁ କରିବାକୁ ଯାଉଛନ୍ତି।…

୧୨ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ରେକର୍ଡ କଲେ ଶୁବମନ ଗିଲ

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର ୬୬ଟି ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି ସେ। ସବୁଠାରୁ ଖାସ କଥା…

‘ମୋ ସ୍ତ୍ରୀ କାନ୍ଦୁଥିଲେ… ତା’ପରେ ମୋ ପାଖକୁ ଗୌତମ ଗମ୍ଭୀରଙ୍କ ଫୋନ ଆସିଲା…’ ଏମିତି କହି କାନ୍ଦି ପକାଇଲେ ସରଫରାଜ ଖାନ

ନୂଆଦିଲ୍ଲୀ,୨୧।୧୧: ସରଫରାଜ ଖାନ ବର୍ତ୍ତମାନ ଭାରତୀୟ ଦଳର ଅଂଶ ନୁହଁନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ଶୋ’ ‘ବୈଠ ଔର୍‌ ବୋଲ’ (Baith Aur Bol) ରେ, ସରଫରାଜ ନିଜ କ୍ୟାରିୟରର ଏକ କଷ୍ଟଦାୟକ ସମୟ ବିଷୟରେ ଖୋଲି କହିଥିଲେ, ଯେତେବେଳେ…

IND A VS NEP: ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ, ପଛରେ ରହିଗଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ (Rising Stars) ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି। ଦୋହାରେ ନେପାଳ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ, ଭାରତୀୟ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୩୩୨ ରନ ସଂଗ୍ରହ କରିଥିଲା;…

ପାଟ କମିନ୍ସଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ କଲା କ୍ରିକେଟ ଅଷ୍ଟ୍ରେଲିଆ, ଅଧିନାୟକତ୍ୱକୁ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧୧: ୨୦୧୮ ମସିହାର ‘ସ୍ୟାଣ୍ଡପେପରଗେଟ’ (sandpapergate) ଘଟଣାକୁ ନେଇ ଉସମାନ ଖ୍ବାଜାଙ୍କ ନୂଆ ଖୁଲାସା ଅଷ୍ଟ୍ରେଲୀୟ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ଖ୍ବାଜାଙ୍କ ଏହି ଦାବିକୁ ଡେଭିଡ ୱାର୍ଣ୍ଣର ଏବଂ କ୍ୟାମେରନ ବାନକ୍ରଫ୍ଟ ମଧ୍ୟ ସମର୍ଥନ କରିଛନ୍ତି। ଏହି ବିବାଦର…

ଟଳିଲା ବିପଦ, ରାଇକିଆବାସୀ ଆଶ୍ୱସ୍ତ: ପ୍ରଶାସନର ପଦକ୍ଷେପକୁ ପ୍ରଶଂସା

ରାଇକିଆ,୨୧।୧୧(ପ୍ରଦୀପ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକ୍ୱାନ ଶୁକ୍ରବାର ସ୍ଥଳଭାଗ ଛୁଇଁବା ପରେ ଯେଉଁ ବର୍ଷା ପବନ ଆଶଙ୍କା କରାଯାଉଥିଲା ତାହା ପ୍ରଭାବ ଶୂନ୍ୟ ରହିବା ରାଇକିଆବାସୀଙ୍କୁ ଆଶ୍ୱସ୍ତ କରିଛି। ଗତ ଅର୍ଣ୍ଣବ ବାତ୍ୟା ରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା…

ବିଶ୍ୱରେକର୍ଡ କଲେ ରାହୁଲ-ପଡିକଲ: ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ଚତୁର୍ଥ ଥର ପାଇଁ ଘଟିଲା ଏହି ଘଟଣା

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡର ୱେଲିଂଟନସ୍ଥିତ ବେସିନ ରିଜର୍ଭ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ପ୍ରଥମ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ବିଶେଷକରି ଟପ-୩ ବ୍ୟାଟରଙ୍କ ଜବରଦସ୍ତ ବ୍ୟାଟିଂ ଦଳକୁ ମଜଭୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?