ଐତିହାସିକ ରେକର୍ଡ କଲେ ଏହି କ୍ରିକେଟର୍: ବିଶ୍ୱର ପ୍ରଥମ ଅଧିନାୟକ ଭାବେ କଲେ ଏମିତି କାରନାମା
ରାଉଲପିଣ୍ଡି,୧୪।୧୦: ପାକିସ୍ତାନ କ୍ରିକେଟ ଟିମ୍ର ନୂଆ ଟି-୨୦ ଅଧିନାୟକ ସାହିବଜାଦା ଫରହାନ ରଚିଛନ୍ତି ଇତିହାସ। ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ର ପ୍ରତ୍ୟେକ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରି ସେ ଏକ ବିରଳ ରେକର୍ଡ ନିଜ ନାଁରେ…
ଏହି ଦଳର କୋଚ ହେଲେ ଯୁବରାଜ: କହିଲେ, ଏହା ମୋ ପାଇଁ ରୋମାଞ୍ଚକର ଯାତ୍ରା
ନୂଆଦିଲ୍ଲୀ,୧୩ା୧୦: ଭାରତର ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂ(ଯୁବି)ଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆସିଷ୍ଟାଣ୍ଟ ଓ ବ୍ୟାଟିଂ କୋଚ୍ ନିଯୁକ୍ତ କରାଯାଇଛି। ଭାରତ ପାଇଁ ୩୦୪ ଦିନିକିଆ, ୪୦ ଟେଷ୍ଟ ଓ ୫୮ ଟି୨୦ ଖେଳିଥିବା ୪୪…
ମାତ୍ର ଗୋଟିଏ ଛକା ମାରି ଇତିହାସ ରଚିଲେ ଏହି କ୍ରିକେଟର୍: ପ୍ରଥମ ବ୍ୟାଟର୍ ଭାବେ…
ରାଉଲପିଣ୍ଡି,୧୪।୧୦: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ଇତିହାସ ରଚିଲେ ପାକିସ୍ତାନର ଅଭିଜ୍ଞ ଓପନର ଫଖର ଜମାନ।ଯଦିଓ ସେ ଏହି ମ୍ୟାଚ୍ରେ ବଡ଼ ଇନିଂସ ଖେଳିପାରିନଥିଲେ, ତଥାପି ନିଜ ନାଁରେ ଏକ ବଡ଼ ରେକର୍ଡ ଯୋଡ଼ିଛନ୍ତି। ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦୦…
ବିକଳ ହେଲେ ହେବ ନାହିଁ
ନୂଆଦିଲ୍ଲୀରେ ଗତ ମାସ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ଆଗମନରେ ଭାରତୀୟ ଶୀର୍ଷ ନେତା ଆନନ୍ଦିତ ହୋଇଥିଲେ। ଏଥିସହିତ ଗୋଟେ ଧାରଣା…
CJPର ୩ ନେତାଙ୍କୁ ବାନ୍ଧିଲା ପୋଲିସ: ଜନ୍ତରମନ୍ତରରେ ବ୍ୟାରିକେଡ ଡେଇଁବା ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭକୁ ନେଇ ଚର୍ଚ୍ଚାରେ କକ୍ରୋଚ ଜନତା ପାର୍ଟି (CJP)। ଦଳର ନେତା ଆଶୁତୋଷ ରାଙ୍କା, ସୌରଭ ଦାସ ଓ ଅଜିଙ୍କ୍ୟ ସିନ୍ଦେଙ୍କୁ ଦିଲ୍ଲୀ ପୋଲିସ ଗିରଫ ହୋଇଛନ୍ତି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି…
୩୭ ବର୍ଷ ବୟସରେ ବିରାଟ କୋହଲିଙ୍କ ନୂଆ ଇନିଂସ: କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୪।୧୦: କ୍ରିକେଟ ପଡ଼ିଆ ପରେ ଏବେ ବ୍ୟବସାୟ ଜଗତରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର୍ କ୍ରିକେଟର ବିରାଟ କୋହଲି। ୩୭ ବର୍ଷ ବୟସରେ ସେ ପେସାଦାର ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ LinkedInରେ ଡେବ୍ୟୁ କରିଛନ୍ତି। ତାଙ୍କ ପ୍ରୋଫାଇଲ…
ରାଗିକି ନିଆଁବାଣ ହୋଇଗଲେ ଶିଖର ଧାଓ୍ବନ: ଆକ୍ସନ ନେବାକୁ ଦେଲେ ଚେତାବନୀ
ନୂଆଦିଲ୍ଲୀ,୧୪।୧୦: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ନାଁକୁ ନେଇ ନୂଆ ବିବାଦ। ହଂକଂରେ ଆୟୋଜିତ ହେବାକୁ ଥିବା ୱାଲର୍ଡ ଟି-୨୦ କଣ୍ଟିନେଣ୍ଟ କପ୍ରେ ନିଜ ଅନୁମତି ବିନା ନାଁ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ଭାରତୀୟ ଓପନର ଶିଖର…
ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା: କଂସ ଚୟନ ଉପରେ ସମସ୍ତଙ୍କ ନଜର
ବରଗଡ଼,୧୪।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୭ ଜାନୁଆରୀ ୧୨ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ହେବ। ଏଥର ମହୋତ୍ସବର ମୁଖ୍ୟ ଚରିତ୍ର କଂସ ଚୟନ ହେବ ନା ନାହିଁ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ସେ ଉପରେ ୧୫…
ପୁଣି ମୁମ୍ବାଇ କ୍ୟାପଟେନ୍ ହେବେ ରୋହିତ ଶର୍ମା! ହାର୍ଦ୍ଦିକଙ୍କୁ ହଟାଇ ପୁଣିଥରେ ଅଧିନାୟକ କରିବାକୁ…
ମୁମ୍ବାଇ,୧୩|୧୦: ଆଇପିଏଲ୍ (IPL) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (MI) କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାଞ୍ଚାଇଜ୍ ପୁଣି ଥରେ ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ଟିମ୍ର କମାଣ୍ଡ୍ ଫେରାଇଦେବା ନେଇ…
ବିହାରରେ ମର୍ମନ୍ତୁଦ ନୌକା ଦୁର୍ଘଟଣା: ଗଙ୍ଗା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ, ୪ ଲକ୍ଷ କ୍ଷତିପୂରଣ ଘୋଷଣା
ବୈଶାଳୀ,୧୩।୧୦: ବିହାରର ବୈଶାଳୀ ଜିଲା ରାଘୋପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ ଅତ୍ୟନ୍ତ ଦୁଃଖଦ ନୌକା ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ପ୍ରାୟ ୧୫ରୁ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିବା ଫଳରେ…
ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ୧୬ଟି ପ୍ରସ୍ତାବରେ ବାଜିଲା ମୋହର;ନବମ-ଦଶମ ପିଲାଙ୍କୁ ମାଗଣା ବହି,ବଦଳିବ ସହରର…
ଭୁବନେଶ୍ୱର,୧୩|୧୦: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୧୧ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିବା ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।…
କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…
ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ ବରିହାପଦା ଗ୍ରାମର ବେତେସା ମାଝୀ। ପରିବାର ଲୋକେ ତାଙ୍କୁ ଏକ ଅଟୋ ଯୋଗେ…

