ପ୍ରିନ୍ସ ୱିଲିୟମଙ୍କ ସହ କ୍ରିକେଟ୍ ଖେଳିଲେ ସୌରଭ ଗାଙ୍ଗୁଲି-ରାହାଣେ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୪।୧୦: ଭାରତର ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲି ଓ ଅଜିଙ୍କ୍ୟ ରାହାଣେ ପୁଣି ଥରେ କ୍ରିକେଟ୍ ଖେଳୁଥିବାର ନଜର ଆସିଛନ୍ତି । ତେବେ ଏଥର ଏହି ମ୍ୟାଚ୍ର କାରଣ ଥିଲା କିଛି ଖାସ୍। ଦୁହେଁ ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ସହ କ୍ରିକେଟ୍…
କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି, ବିକ୍ରି ହେବ ଏହି ବ୍ୟାଙ୍କ
ନୂଆଦିଲ୍ଲୀ,୧୪ା୧୦: IDBI ବ୍ୟାଙ୍କର ରଣନୈତିକ ବିନିବେଶ ପ୍ରକ୍ରିୟାକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏହି ନିଷ୍ପତ୍ତି ଅନୁଯାୟୀ, କେନ୍ଦ୍ର ସରକାର ଓ ଭାରତୀୟ ଜୀବନ ବୀମା ନିଗମ (LIC) ମିଳିତ ଭାବେ IDBI ବ୍ୟାଙ୍କର ୬୦.୭୨ ପ୍ରତିଶତ ଅଂଶଧନ କାନାଡାର…
ବଲାଙ୍ଗୀର ଜିଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ଗିରଫ କଲା ପୋଲିସ
ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି। ଏବିଭିପି ଛାତ୍ର ପ୍ରତିନିଧିଙ୍କୁ ଅପହରଣ କରାଯିବା ମାମଲାକୁ ନେଇ ବଲାଙ୍ଗୀର ଜିଲା ଛାତ୍ର ସଭାପତି ସୁମନ ନନ୍ଦଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।…
ଘରୁ ଟାଙ୍ଗିଆ ଧରି ବାହାରି ଯାଇଥିଲେ କିକିରା, ନାଳରୁ ମିଳିଲା ମୃତଦେହ
ତୁମୁଡ଼ିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡାରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ବାରାବଣ ଗ୍ରାମର ଗୁଦୁଗୁଦା ନାଳର ବାଦୀମୁଣ୍ଡା ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ବୁଧବାର ପୂର୍ବାହ୍ନରେ ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାସ୍କାଗୁଡ଼ା…
ଦୀପାବଳି ପୂର୍ବରୁ ରେଳ କର୍ମଚାରୀଙ୍କୁ ବଡ଼ ଉପହାର, ଏତିକି ଦିନର ମିଳିବ ବୋନସ୍
ନୂଆଦିଲ୍ଲୀ,୧୪।୧୦: ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ରେଳ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୬ ଅକ୍ଟୋବର ୧୪ ତାରିଖରେ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ୍…
ଜଙ୍ଗଲ ଭିତରେ ତାଳପତ୍ର କୁଡ଼ିଆରେ ବିତୁଛି ୫ ପରିବାରର ଜୀବନ, ପ୍ରଶାସନର ନଜର ପଡୁନି
ପୁରୁଷୋତ୍ତମପୁର,୧୪ା୧୦(ସବିତା ମିଶ୍ର): ‘ବିକଶିତ ଭାରତ ଓ ବିକଶିତ ଓଡ଼ିଶା’ ନାରା ଭିତରେ ଲୁଚି ରହିଛି ଗରିବୀର କରୁଣ ଚିତ୍ର। ଗଞ୍ଜାମ ଜିିଲା ଖଲ୍ଲିକୋଟ ନିର୍ବାନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ କେ.ଏନ.ପୁର ପଞ୍ଚାୟତର ବାଗଦେବୀ ଛକ ନିକଟରେ ଥିବା ପାହାଡ଼ ତଳେ ଦୀର୍ଘ…
ମୋଦିଙ୍କୁ ନେଇ ବଡ଼ କଥା କହିଲେ ମେରି, CJPକୁ ଆମେରିକାରୁ ମିଳୁଛି….
ନୂଆଦିଲ୍ଲୀ,୧୪।୧୦: ଭାରତର ରାଜନୈତିକ ପ୍ରସଙ୍ଗକୁ ନେଇ ପୁଣି ଥରେ ବଡ଼ ବୟାନ ଦେଇଛନ୍ତି ଆମେରିକୀୟ ଗାୟକ ମେରି ମିଲବେନ । CJP ନେତାମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ଆନ୍ଦୋଳନ ଚଳାଇଥିବା ବେଳେ, ଏହି ସଂଗଠନକୁ…
ସରକାରଙ୍କୁ ଚେତାବନୀ ଦେଲେ ଅଭିନେତା ପ୍ରକାଶ ରାଜ, ଜନ୍ତରମନ୍ତର ହେବ….
ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପ୍ରଦର୍ଶନକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ମୁହଁ ଖୋଲିଛନ୍ତି ଅଭିନେତା ପ୍ରକାଶ ରାଜ । କକରୋଚ୍ ଜନତା ପାର୍ଟି (CJP)ର ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ ରଖାଯିବା ଏବଂ ଜନ୍ତର…
ମହାକାଳପଡ଼ା କଲେଜରେ ସରିଲା ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ, କାଲି ପିଲା ବାଛିବେ ମନ ପସନ୍ଦର ପ୍ରାର୍ଥୀ
ମହାକାଳପଡ଼ା,୧୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବୁଧବାର ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂରେ ପ୍ରାର୍ଥୀମାନେ ଉପସ୍ଥିତ ଥିବା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଣନୀତି ଅବଲମ୍ବନ…
ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀରରେ ଉତ୍ତେଜନା: ୩ ଜଣଙ୍କୁ ଅଟକ ରଖି…
ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀରର ବିଜେଡି ଓ ଭାଜପା ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ମଙ୍ଗଳବାର ସର୍କିଟ ହାଉସ୍ଠାରେ ଏବିଭିପି ଓ ବିଜେଡି ମୁହାଁମୁହିଁ ହୋଇଥଲେ। ଆଜି ପୁଣି ଥରେ ବିଜେଡି ଓ…
ଏହି କାମ କରି ହୃଦୟ ଜିତିଲେ ରଶ୍ମିକା ମନ୍ଦାନା: ସମସ୍ତେ କରୁଛନ୍ତି ସଲାମ୍
ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜ ଅଭିନୟ ସହ ମାନବିକତା ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଆଗାମୀ ଫିଲ୍ମ ‘ରଣବାଲି’କୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ତାଙ୍କର ଏକ ମହତ୍ ପଦକ୍ଷେପ ପ୍ରଶଂସକଙ୍କ ମନ ଜିଣିଛି।…
ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନରେ କର୍ମଚାରୀଙ୍କ ହସ୍ତକ୍ଷେପ, ଅଭିଯୋଗ ଆଣି ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲା ବିଜୁ ଛାତ୍ର ଜନତା ଦଳ
ଛତ୍ରପୁର,୧୪ା୧୦(ଦିଲ୍ଲୀପ ସାମଲ): ଦିନକ ପରେ ଛାତ୍ର ସଂସଦ ନିର୍ବାଚନ। ଗଞ୍ଜାମ କଲେଜରେ ଏବିଭିପି ଓ ବିସିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଏହି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ବିସିଜେଡି ପ୍ରାର୍ଥୀମାନେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। କଲେଜ କର୍ମଚାରୀମାନେ ଏବିଭିପି…

