Home

ଇମ୍ରାନ ଖାନ୍‌ଙ୍କୁ ନୋଟିସ ଭିତରେ ଗର୍ଲଫ୍ରେଣ୍ଡ ଲେଖାଙ୍କ ପୋଷ୍ଟ ଭାଇରାଲ୍‌, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୧୬।୧୦: ମୁମ୍ବାଇରେ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବା ଅଭିନେତା ଇମ୍ରାନ ଖାନ୍‌ଙ୍କ ପାଇଁ ମହଙ୍ଗା ପଡ଼ିଛି । ତାଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍‌ ଜାରି ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ତାଙ୍କ ଗର୍ଲଫ୍ରେଣ୍ଡ ଲେଖା ୱାଶିଂଟନ୍‌…

କମାଲ୍‌ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: କେବଳ ଚୌକାରେ କଲେ ଶତକ, ଆକ୍ରମଣାତ୍ମକ ବ୍ୟାଟିଂ ଦେଖି କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୬।୧୦: ଭାରତର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ନିଜ ବ୍ୟାଟିଂକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବିନୁ ମଙ୍କଡ ଟ୍ରଫିର ଏକ ଏଲିଟ ମ୍ୟାଚ୍‌ରେ ଚଣ୍ଡିଗଡ଼ U-୧୯ ଦଳ ବିପକ୍ଷରେ ସେ ୧୪୩ଟି ବଲ୍‌ରୁ ୧୭୩ ରନ୍‌…

୬୬ ବର୍ଷରେ ରିଷିଡ଼ା ଦୁର୍ଗାପୂଜା: ଏଥରର ମୁଖ୍ୟ ଆକର୍ଷଣ ରହିଛି…

ରିଷିଡ଼ା,୧୬ା୧୦(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ପାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ସେତେବେଳେ…

ଗଞ୍ଜାମ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ

ଗଞ୍ଜାମ,୧୬ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୈତିକତାକୁ ନେଇ ବିଜୁ ଜନତା ଦଳ ସମର୍ଥିତ ଛାତ୍ର ପକ୍ଷରୁ ଅଭିଯୋଗ ହୋଇଛି l ଗୁରୁବାର ଦୀର୍ଘ ଦେଢ଼ ଘଣ୍ଟା ସମୟ ଧରି କଲେଜ ମୁଖ୍ୟ ଫାଟକ ଅବରୋଧ କରି ହୋ-ହଲ୍ଲା…

ଖେମୁଣ୍ଡି କଲେଜ ଫଳାଫଳ ଉପରୁ ହଟିଲା ସସ୍‌ପେନ୍ସ, ପୁନଃ ଗଣତିରେ ବାଜି ମାରିନେଲେ ପରାଜିତ ପ୍ରାର୍ଥୀ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ଦୀର୍ଘ ୮ ବର୍ଷ ପରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। କାଲି ସନ୍ଧ୍ୟାରେ କଲେଜ ପ୍ରଶାସନ ପକ୍ଷରୁ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଥିଲା।…

ଭାଜପା ବିଧାୟକଙ୍କ ହୋମ୍‌ଟାଉନରେ ସବୁ ପୋଛି ନେଲା ବିଜୁ ଛାତ୍ର ଜନତା ଦଳ

ଭବାନୀପାଟଣା,୧୬ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି କ୍ଲିନ୍‌ସୁଇପ୍‌ କରିଛି। ଏଠାରେ ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ୬ଟି ପଦବୀରେ ବିସିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି ଭାବେ ଯୁଗେନ୍ଦ୍ର ବଣିଆ, ଉପସଭାପତି ମନୀଶ…

ଶକ୍ତିଶାଳୀ ଭୂକମ୍ପ ଝଟକା, ୭.୦ ତୀବ୍ରତାରେ ଥରିଲା….

ମସ୍କୋ,୧୬।୧୦: ରୁଷିଆର ଦୂର ପୂର୍ବାଞ୍ଚଳରେ ଥିବା କାମଚାଟ୍‌କା ଉପଦ୍ୱୀପ ଅଞ୍ଚଳରେ ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଏବଂ ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂକମ୍ପର ତୀବ୍ରତା ୭.୦…

ପରଲୋକରେ ଆଧ୍ୟାତ୍ମିକ ଗୁରୁ ଦିବ୍ୟସିଂହ ମିଶ୍ର, ଝୁରି ହେଉଛନ୍ତି ଗୁଡ଼ାରିବାସୀ

ଗୁଡ଼ାରି,୧୬ା୧୦(ପ୍ରମୋଦ କୁମାର ପତି): ଗୁଡ଼ାରି ଅଞ୍ଚଳରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଲୋକଙ୍କ ମନରେ ଭଗବାନଙ୍କ ପ୍ରସାଦ ବାଣ୍ଟିବା ଥିଲା ମୂଳ ଲକ୍ଷ୍ୟ। ସ୍ଥାନୀୟ ସହରର ଗ୍ରାମଦେବୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ଆପ୍ରାଣ ଉଦ୍ୟମ କରି ପ୍ରତିଷ୍ଠା କରିଥିଲେ ‘ଦିବ୍ୟ ଜୀବନ ସଂଘ’।…

କ୍ରୀଡା ଜଗତ ପୁଣି ଲଜ୍ଜିତ: ମ୍ୟାଚ୍‌ ଫିକ୍ସିଂରେ ଧରାପଡ଼ିଲେ ଏହି ଖେଳାଳି, ୨୦୫୦ ପର୍ଯ୍ୟନ୍ତ ବ୍ୟାନ୍‌

ନୂଆଦିଲ୍ଲୀ,୧୬।୧୦: ଟେନିସ ଜଗତରେ ମ୍ୟାଚ ଫିକ୍ସିଂକୁ ନେଇ ପୁଣି ଚର୍ଚ୍ଚା। ସର୍ବିଆର ଟେନିସ ଖେଳାଳି ସ୍ଟିଫନ ମିଲିସେଭିଚଙ୍କୁ ୨୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ଖବର ସାମ୍ନାକୁ ଆସିଛି। ତାଙ୍କ ବିରୋଧରେ ମ୍ୟାଚ ଫିକ୍ସିଂ ସହ ଅନ୍ୟ ଖେଳାଳିଙ୍କୁ ଏକ ଦୁର୍ନୀତିଗ୍ରସ୍ତ…

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋହନ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ମହାପ୍ରଭୁ ଜଗନ୍ନାଥ ଆପଣଙ୍କ…

ଭୁବନେଶ୍ୱର,୧୬ା୧୦: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଜିର ଏହି ସ୍ବତନ୍ତ୍ର ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ…

ତୁର୍କୀ ଉପକୂଳରୁ ମିଳିଲା ବିଶ୍ୱର ସବୁଠୁ ପ୍ରାଚୀନ ଜାହାଜ ଅବଶେଷ

ଆଣ୍ଟାଲ୍ୟା(ତୁର୍କୀ),୧୬।୧୦: ତୁର୍କୀର ଦକ୍ଷିଣ-ପଶ୍ଚିମ ଉପକୂଳସ୍ଥ ‘କେକୋଭା’ ଅଞ୍ଚଳର ଅଗଭୀର ସମୁଦ୍ର ମଧ୍ୟରୁ ବିଶ୍ୱର ସବୁଠାରୁ ପ୍ରାଚୀନ ବୁଡ଼ି ଯାଇଥିବା ଜାହାଜର ଅବଶେଷ ଆବିଷ୍କୃତ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ ଗବେଷଣା ଅନୁଯାୟୀ, ଏହି ପ୍ରାଚୀନ ବାଣିଜି୍ୟକ ଜାହାଜଟି ଖ୍ରୀଷ୍ଟପୂର୍ବ ୨୭୦୦ରୁ ୨୪୦୦ (ପ୍ରାୟ ୪,୫୦୦…

ଏଥର IPL ଖେଳିବେନି ୧୧.୭୫ କୋଟି ଟଙ୍କାର ଏହି ସୁପରଷ୍ଟାର ଖେଳାଳି! ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସମେତ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍‌ର ଲୋକପ୍ରିୟତା ବଢ଼ୁଥିବାରୁ ଜାତୀୟ ଦଳ ପାଇଁ ଖେଳାଳିଙ୍କୁ ସବୁବେଳେ ଉପଲବ୍ଧ ରଖିବା କଷ୍ଟକର ହୋଇପଡ଼ୁଛି। ଏହାକୁ ନେଇ ଅନେକ ଦେଶର କ୍ରିକେଟ ବୋର୍ଡ ଓ ଟିମ ମ୍ୟାନେଜମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?