Home

ABVPର ବିଜୟ ପରେ ଶାହା କହିଲେ ବଡ଼ କଥା, ଓଡ଼ିଶାର ରାଜନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର କର୍ମୀମାନଙ୍କୁ ସେମାନଙ୍କର ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର (ଅକ୍ଟୋବର ୧୭) ସେ କହିଛନ୍ତି ଯେ, ସଂଗଠନର ଏହି…

ଦୂର୍ଗାପୂଜା ମଣ୍ଡପରେ ଲାଇଟ୍‌ ଲଗାଉଥିଲେ ଜଗନ୍ନାଥ: ହଠାତ୍‌ ଲାଗିଲା କରେଣ୍ଟ୍‌, ଆଉ ତା’ପରେ…

ଦିଗପହଣ୍ଡି,୧୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଜଗନ୍ନାଥ ମନ୍ଦିର ନିକଟ ବିଷୋୟୀ ସାହିର ଜଗନ୍ନାଥ ବିଷୋୟୀ(୧୮) ନାମକ ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଶନିବାର ଭୋର ପ୍ରାୟ ୩ ଟାରେ…

ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ଗ୍ରେଟର ନଏଡା,୧୭।୧୦: ରାବୁପୁରା ଥାନା ଅଧୀନସ୍ଥ ନାଗଲା ଶ୍ରୀଗୋପାଳ ଗ୍ରାମରେ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ସ୍ବାମୀ, ସ୍ତ୍ରୀ ଏବଂ ସେମାନଙ୍କର ତିନି ସନ୍ତାନମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲେ ନୂଆ କୋଚ; ଗାଙ୍ଗୁଲି ଓ ଯୁବରାଜଙ୍କ ସହ ଯୋଡ଼ି ହେଲେ…

ନୂଆଦିଲ୍ଲୀ,୧୭।୧୦: ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ଚାମିନ୍ଦା ଭାସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ, ଦିଲ୍ଲୀ ଫ୍ରାଞ୍ଚାଇଜ ସୌରଭ ଗାଙ୍ଗୁଲିଙ୍କୁ ମୁଖ୍ୟ କୋଚ ଏବଂ ଯୁବରାଜ ସିଂହଙ୍କୁ ବ୍ୟାଟିଂ କୋଚ ଭାବରେ ନିଯୁକ୍ତ କରିସାରିଥିଲା। ୨୦୨୭…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶାଶୁ-ଜ୍ୱାଇଁ ଚାଲିଗଲା ଜୀବନ

ସମ୍ବଲପୁର,୧୭।୧୦(ପ୍ରମୋଦ ବହିଦାର): ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଜାମଟାଲ ମହାକାଳ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ଚିକତ୍ସା ପାଇଁ ବୁର୍ଲା…

କନ୍ଦରପୁରର ନୂଆ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ନିରଞ୍ଜନ

କଟକ ସଦର,୧୭।୧୦(ସୁଶାନ୍ତ କୁମାର ଜେନା): ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ବ୍ୟବସ୍ଥାରେ କନ୍ଦରପୁର ଥାନା ଅଧିକାରୀଣିଙ୍କ ବଦଳି ହୋଇଯାଇଛନ୍ତି। ଏବେ ଚୌଦାର ଥାନାର ଅତିରିକ୍ତ ଆଇଆଇସି ନିରଞ୍ଜନ ଭୋଇ ନୂଆ ଆଇଆଇସି ଭାବେ କନ୍ଦରପୁର ଥାନାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୪ ତାରିଖ…

ଭାରତକୁ ଆଶ୍ୱସ୍ତି ଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ରୁଷିଆ ବିରୋଧରେ ନୂତନ କଟକଣା ସମ୍ବନ୍ଧୀୟ ଆଇନର କେତେକ ବ୍ୟବସ୍ଥାକୁ ଲାଗୁ କରିବାରୁ ଛାଡ଼ (exemptions) ପ୍ରଦାନ କରିଛନ୍ତି। ଏହି ଆଇନରେ ଚାଇନା ଏବଂ ଭାରତ ଭଳି…

୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୧୭।୧୦: ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ସମୀକ୍ଷା ପାଇଁ ଲୋକସେବା ଭବନରେ…

ମାତ୍ର ୩୦ ବର୍ଷ ବୟସରେ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ପଛରେ ଅଛି…

ନୂଆଦିଲ୍ଲୀ,୧୭।୧୦: କ୍ରିକେଟ ଜଗତରୁ ଆସିଛି ଏକ ବଡ଼ ଖବର। ମାତ୍ର ୩୦ ବର୍ଷ ବୟସରେ ପେସାଦାର କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ସ୍କଟଲାଣ୍ଡର ଦ୍ରୁତ ବୋଲର ବ୍ରାଡ ହ୍ବିଲ। ୪ଟି ଟି-୨୦ ବିଶ୍ୱକପ୍‌୍‌ରେ ସ୍କଟଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିବା ଏହି ବୋଲର…

୪ ଜଣ ଖେଳାଳିଙ୍କୁ ‘ଅଣଦେଖା’ କଲା BCCI: ଶେଷ ହୋଇଗଲା କ୍ୟାରିୟର!

ନୂଆଦିଲ୍ଲୀ,୧୭।୧୦: ବିସିସିଆଇ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳ ଘୋଷଣା କରିଛି। ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ ଏବଂ ୨୦୨୮ ଟି-୨୦ ବିଶ୍ୱକପକୁ ନଜରରେ ରଖି ଦଳ ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନୁଭବୀ ଖେଳାଳି…

ସମଲେଶ୍ବରୀଙ୍କ କାଳରାତ୍ରୀ ବେଶ: ଅଖଣ୍ଡ ଦୀପ ପ୍ରଜ୍ବଳନ

ବରଗଡ଼,୧୭।୧୦(ପ୍ରେମାନନ୍ଦ ଖମାରୀ)-:ଶାରଦୀୟ ନବରାତ୍ର ପୂଜା ଅବସରରେ ଶନିବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ କାଳରାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଧୂପ, ଦୀପ ପୁଷ୍ପ…

୨୫ ବେଳକୁ ଲଘୁଚାପ, ପ୍ରବଳ ବର୍ଷିବ: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୭ା୧୦(ବନ୍ଦନା ସେଠୀ):ଦକ୍ଷିଣ ତାମିଲନାଡ଼ୁ ଉପକୂଳ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍‌ ଲାଇନ୍‌ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଫଳରେ ଆସନ୍ତା ୨୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?