Home

ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଭାଇରାଲ ହେଉଛି ରିଆକ୍ସନ

ନୂଆଦିଲ୍ଲୀ,୧୬।୧୦ : ନିଜର ଧୂଆଁଧାର ବ୍ୟାଟିଂ ଶୈଳୀ ପାଇଁ ଦେଶବିଦେଶରେ ଚର୍ଚ୍ଚାରେ ଥିବା ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସୀୟ କ୍ରୀଡ଼ାରେ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ଖେଳାଳିମାନଙ୍କ ସହ ଗୁରୁବାର…

ଟ୍ରଫ୍‌ ଲାଇନ ସକ୍ରିୟ: ଘଡ଼ଘଡ଼ି ବିଜୁଳି ସହିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୬ା୧୦(ବନ୍ଦନା ସେଠୀ):ବିଦାୟନେଲା ମୌସୁମୀ। ଗୁରୁବାର ଓଡ଼ିଶା ସମେତ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି। ଏଥିସହ ତାମିଲନାଡୁ ଉପକୂଳରୁ ଉତ୍ତର-ପୂର୍ବ ଓଡ଼ିଶା ପର୍ଯ୍ୟନ୍ତ ଏକ…

ଶିକ୍ଷକ ଅଭାବ, ଅଫିସ କୋଠରିରେ ପାଠପଢ଼ା

ଲୋଇସିଂହା,୧୬।୧୦(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲୁଚକିବାହାଲ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି ା କିନ୍ତୁ ବିଦ୍ୟାଳୟରେ ଭିତ୍ତିଭୂମି ସାଙ୍ଗକୁ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ…

ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ନୂଆ ଛାତ୍ରନେତା: ବାଜିମାତ୍‌ କଲା ଏବିଭିପି

ଭୁବନେଶ୍ୱର,୧୬/୧୦: ବହୁ ବିଳମ୍ବରେ ହେଲେ ମଧ୍ୟ ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI ମଧ୍ୟ ବିଭିନ୍ନ ପଦପଦବୀ ହାତେଇବାରେ ସଫଳ…

ଧୀରେ ଧୀରେ ସଙ୍କୁଚିତ ହେଉଛି ଚନ୍ଦ୍ର

ଏହା ସତ ଯେ, ଚନ୍ଦ୍ର ସଙ୍କୁଚିତ ହେଉଛି ଏବଂ ଜ୍ୟୋତର୍ବିଦମାନେ ବର୍ତ୍ତମାନ ଜାଣିଛନ୍ତି ଯେ ଏହା କେତେ ଦ୍ରୁତଗତିରେ ସଙ୍କୁଚିତ ହେଉଛି। ଉପଗ୍ରହର ପର୍ଯ୍ୟବେକ୍ଷଣ ଏବଂ ସବୁଠାରୁ ସୂକ୍ଷ୍ମ ଯନ୍ତ୍ରପାତିଗୁଡ଼ିକ ଏହି ପରିବର୍ତ୍ତନଗୁଡ଼ିକୁ ଚିହ୍ନଟ କରିପାରିବ। ଏହି ସଙ୍କୋଚନ ଯୋଗୁ ଯେକୌଣସି…

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ଫାଉଣ୍ଡେସନ: ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ

କେସିଙ୍ଗା, ୧୬।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଓଡ଼ିଶା ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ନିର୍ମାଣାଧୀନ ଚାରି ମହଲା କୋଠା କାମ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ନିୟମିତ ପାଣି ସିଞ୍ଚନ…

ଜ୍ଞାନେଶଙ୍କ ପାଇଁ ଦେଶବାସୀଙ୍କ ବିରୋଧରେ ଲଢ଼ୁଛନ୍ତି ମୋଦି-ଶାହା: ଦୀପ୍‌କେ

ନୂଆଦିଲ୍ଲୀ, ୧୬।୧୦: ମୁଖ୍ୟ ନିର୍ବାଚନ କମିଶନର(ସିଇସିି) ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି ବୋଲି କକ୍‌ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ…

ପ୍ରତିବାଦ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ୧୭ ରାଜ୍ୟରେ ହେବ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ

ନୂଆଦିଲ୍ଲୀ, ୧୫ା୧୦: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ମିଶାଇ ମୋଟ ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଏସ୍‌ଆର) କରାଯିବ ବୋଲି ନିର୍ବାଚନ ଆୟୋଗ ଗୁରୁବାର ଘୋଷଣା କରିଛନ୍ତି।…

ଖବରଦାତାଙ୍କୁ କଲେଜ ଭିତରକୁ ମନା, ନିଷିଦ୍ଧାଞ୍ଚଳରେ ବୁଲୁଥିଲେ ମାଜିଷ୍ଟ୍ରେଟଙ୍କ ଘରୋଇ ଡ୍ରାଇଭର

ପାଟଣା, ୧୫।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ଖବରଦାତାଙ୍କୁ କଲେଜ ପରିସରକୁ ପ୍ରବେଶ ଓ ଭୋଟଗ୍ରହଣ କେନ୍ଦ୍ର ସମ୍ମୁଖରେ ଫଟୋ,…

ଅଚାନକ କ୍ରିକେଟକୁ ବାଏ ବାଏ କହି ସମସ୍ତଙ୍କୁ ଚମକାଇଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୧୫ା୧୦: ପୁନମ୍‌ ରାଉତ ଅନ୍ତର୍ଜାତୀୟ କ୍ରିକେଟରୁ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କର ଦଶନ୍ଧି ଲମ୍ବା କ୍ୟାରିୟରର ଅନ୍ତ ଘଟିଛି। ୨୦୦୯ରେ ପଦାର୍ପଣ କରିଥିବା ଏହି ଡାହାଣହାତୀ ବ୍ୟାଟର ୨୦୨୧ରେ ଭାରତ ପାଇଁ ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ସେ ୭୩…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ପଦବୀ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ

ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ଦୀର୍ଘ ୮ ବର୍ଷ ପରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ହୋଇଛି। ବିଳମ୍ବିତ ସନ୍ଧ୍ୟାରେ କଲେଜ ପ୍ରଶାସନ ପକ୍ଷରୁ ବିଜୟୀ ପ୍ରାର୍ଥୀମାନଙ୍କ ନାମ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ…

ମା’ମାଣିକେଶରୀ ବିଶ୍ୱବିଦ୍ୟାଳୟରେ AVBPର ବାଜିମାତ: ଆରିୟା ସଭାନେତ୍ରୀ, ଓମକାର ସମ୍ପାଦକ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ବାଜିମାତ ଦେଖିବାକୁ ମିଳିଛି। ସଭାପତି, ଉପସଭାପତି ଓ ସମ୍ପାଦକ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟୀ ହାସଲ କରିଛି ଏବିଭିପି। ଏବିଭିପିର ସଭାନେତ୍ରୀ ପ୍ରାର୍ଥିନି ଆରିୟା ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?