ପ୍ରଥମେ ମିଶି କି ରାତ୍ର ଭୋଜନ କଲେ, ପରେ ଟାଙ୍ଗିଆରେ ହାଣି ପୁତୁରାଙ୍କୁ ହତ୍ୟା କରିଦେଲେ ଦାଦା
କୁଆଁରମୁଣ୍ଡା,୨୧ା୧୦(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତ ହାଡ୍ରାଟୋଲିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଦାଦା ଏକ ଟାଙ୍ଗିଆରେ ପୁତୁରାଙ୍କୁ ହତ୍ୟା କରିଛନ୍ତି। ଏ ନେଇ ବୁଧବାର…
ସୌରଭ-ଆଶୁତୋଷଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ, କହିଲେ ଆପଣ Gen-Z…
ନୂଆଦିଲ୍ଲୀ,୨୧।୧୦: କକରୋଚ୍ ଜନତା ପାର୍ଟି (CJP)ର ପ୍ରବକ୍ତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ନ୍ୟାୟିକ ହାଜତ ବିରୋଧରେ ଦାଖଲ ଯାଚିକାର ଶୁଣାଣି ବେଳେ କୋର୍ଟ କହିଛନ୍ତି, “ଆପଣମାନେ ଜେନ୍-ଜି ନୁହନ୍ତି।”…
SIR ବିରୋଧୀ ପ୍ରତିବାଦରେ ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ସ୍ୱାମୀ, ଦିଲ୍ଲୀରେ ଚହଳ
ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ଅର୍ଥନୀତିବିଦ୍ ପରକଳା ପ୍ରଭାକର ଅକ୍ଟୋବର ୨୩ରେ ଆୟୋଜିତ ହେବାକୁ ଥିବା ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେବେ। ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟାକୁ ନେଇ ମୁଖ୍ୟ ନିର୍ବାଚନ…
ଅଞ୍ଚଳରେ ଅପରାଧ ନ ଘଟିବା ପାଇଁ ମା’ ଦୁର୍ଗାଙ୍କୁ ଆରାଧନା କଲେ ପୋଲିସ କର୍ମଚାରୀ
ପଦ୍ମପୁର,୨୧ା୧୦(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାର ପଦ୍ମପୁର ଥାନାରେ ବିଜୟା ଦଶମୀ ଓ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ଥାନାକୁ ବିଭିନ୍ନ ରଙ୍ଗର ରଙ୍ଗୋଲି, ଫୁଲ, ବେଲୁନ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।…
ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ନ୍ୟୁଜିଲାଣ୍ଡ ଭୟଭୀତ: ଅଧିନାୟକ କହିଲେ…
ନୂଆଦିଲ୍ଲୀ,୨୧।୧୦: ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ସତର୍କ ହୋଇପଡ଼ିଛି ନ୍ୟୁଜିଲାଣ୍ଡ ଦଳ। ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ପୂର୍ବରୁ କିୱି ଅଧିନାୟକ ମିଚେଲ ସାଣ୍ଟନର କହିଛନ୍ତି, ୧୫ ବର୍ଷୀୟ ବୈଭବ ଯଦି ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି,…
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ ବୈଭବ ସୂର୍ଯ୍ୟବଂଶୀ ଖେଳିବେ ନା ନାହିଁ: ସ୍ପଷ୍ଟ କଲେ ଶ୍ରେୟସ ଆୟର
ନୂଆଦିଲ୍ଲୀ,୨୧।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଗୁରୁବାର ଅକ୍ଟୋବର ୨୨ରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଯୁବ କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ଲେଇଂ ଇଲେଭେନ୍ରେ ସ୍ଥାନକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତୀୟ ଅଧିନାୟକ ଶ୍ରେୟସ ଆୟର। ବୈଭବଙ୍କୁ…
ସ୍ତ୍ରୀଙ୍କ ଗଳା କାଟି ବଳି ଦେଲେ ସ୍ବାମୀ: ବାପାଙ୍କୁ ବି ଛାଡ଼ିଲେନି, ଖେଳିଗଲା ଆତଙ୍କ
ବାଙ୍କୁଡ଼ା,୨୧।୧୦: ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲାରୁ ଏକ ଲୋମହର୍ଷକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଗୋଟିଏ ଘର ଭିତରେ ପତ୍ନୀ ଓ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ପ୍ରଥମେ ନିଜ ପତ୍ନୀଙ୍କୁ…
ଅଡ଼ବା ପୋଲିସକୁ ବଡ଼ ସଫଳତା: ୭୫ କେଜି ଗଞ୍ଜେଇ ଜବତ, ୬ ଗିରଫ
ମୋହନା,୨୧।୧୦(ମନ୍ମଥ ମିଶ୍ର): ଗଞ୍ଜେଇର ବେଆଇନ ପରିବହନ ବିରୋଧରେ ଅଡ଼ବା ପୋଲିସକୁ ବଡ଼ ସଫଳତା ମିଳିଛି। ଗାଡ଼ି ଯାଞ୍ଚ ସମୟରେ ୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଗଞ୍ଜେଇ ପରିବହନରେ ବ୍ୟବହୃତ…
ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ୩ ଘଣ୍ଟା ଅଟକ: ୫୦ ହଜାର ଟଙ୍କା କଟିଲା ଚାଲାଣ, ଆସିଲା ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ,୨୧।୧୦:ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପ୍ୟାରିସରୁ ଫେରୁଥିବା ସମୟରେ ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ପ୍ରାୟ ୩ ଘଣ୍ଟା ଅଟକାଇ ରଖାଯାଇଛି। ଏହା ସହ ତାଙ୍କ ଉପରେ ୫୦ ହଜାର ଟଙ୍କାର ଚାଲାଣ କଟାଯାଇଥିବା ଆମ ଆଦମୀ ପାର୍ଟି (ଆପ) ଦଳର ନେତାମାନେ…
ତହସିଲଦାରଙ୍କ ଅସହଯୋଗରୁ ହୋଇପାରିଲାନି ଯୁଗ୍ମ ସର୍ଭେ: ବେଆଇନ ଜବରଦଖଲରେ କାଠଯୋଡ଼ି ନଦୀପଠା
କଟକ ସଦର, ୨୧।୧୦ (ସୁଶାନ୍ତ କୁମାର ଜେନା):କଟକ ସଦର ତହସିଲ ଅନ୍ତର୍ଗତ କାଠଯୋଡ଼ି ନଦୀପଠା ଏବେ ଜବରଦଖଲକାରୀଙ୍କ କବ୍ଜାକୁ ଯାଉଛି। ନଦୀର ଜଳଧାର ନିକଟରେ ଥିବା ପଠା ଜମିରେ ସୁନ୍ଦର ସୁନ୍ଦର କୋଠା ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ୪୨…
ଭାରତ-ଆମେରିକା ମଧ୍ୟରେ ହେବ ବଡ଼ ଡିଲ୍: ଟ୍ରମ୍ପ କହିଲେ, ଖୁବ୍ଶୀଘ୍ର…
ନୂଆଦିଲ୍ଲୀ,୨୧।୧୦: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା କହିଛନ୍ତି।…
ଦ୍ୱିତୀୟ ଝିଅର ପ୍ରଥମ ଝଲକ ଦେଖାଇଲେ ଦୀପ୍ବୀର: ନାଁ ରଖିଲେ…
ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ ଷ୍ଟାର୍ ଦମ୍ପତି ଦୀପିକା ପାଦୁକୋଣ ଓ ରଣବୀର ସିଂହ ଦଶହରା ଅବସରରେ ନିଜର ଦ୍ୱିତୀୟ ଝିଅର ପ୍ରଥମ ଫଟୋ ଶେୟାର କରିଛନ୍ତି। ଏହା ସହ ନିଜର ସାନ ଝିଅର ନାଁ ମଧ୍ୟ ଘୋଷଣା କରିଛନ୍ତି। ଝିଅର ନାଁ…

