Home

ଏଇ ଭାରତରେ

ଅସହାୟ ପିଲାଙ୍କ ସାହାରା ପାଲଟିଛନ୍ତି ମହାରାଷ୍ଟ୍ରର ଶଙ୍କରବାବା ପାପଲକର। ସେ ୨୫ ଏକର ପରିମିତ ଜାଗାରେ ୧୨୫ ଜଣ ଅସହାୟ ପିଲାଙ୍କ ସେବା ଯତ୍ନ ନେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି। ପାପଲକର ୩୫ ବର୍ଷ ମଧ୍ୟରେ ଏଭଳି ଅନେକ…

ତ୍ରିଶକ୍ତି ଚିନ୍ତାରେ ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘାରିଛି ଭାରତ, ରୁଷିଆ, ଚାଇନା ଡର। ବିଶ୍ବରେ ଏହି ତିନି ଶକ୍ତିର ପ୍ରଭାବ ବୃଦ୍ଧି ଦେଖି ଆମେରିକା ଛାନିଆ। ଆମେରିକା ଡଲାରକୁ ପ୍ରତିହତ କରିବାକୁ ଏହି ୩ ରାଷ୍ଟ୍ର ଆଞ୍ଚଳିକ ମୁଦ୍ରାରେ କାରବାର କରିବାକୁ ରଣନୀତି…

ଶିକ୍ଷା କ୍ଷେତ୍ରର ଦାୟବଦ୍ଧତା

ଆଜିର ସମୟରେ ଦେଶର ସାମୂହିକ ବିକାଶଧାରାକୁ ତ୍ୱରାନ୍ବିତ କରିବା ପାଇଁ ଯୁବଶକ୍ତି ଏକ ବଳିଷ୍ଠ ଉପାଦାନ। ଯେଉଁ ଦେଶର ଯୁବଶକ୍ତି ଯେତେ ସୁଦୃଢ଼ ସେ ଦେଶ ସେତେ ଉନ୍ନତ। ଦେଶର ବୟସ୍କଙ୍କ ପ୍ରଜ୍ଞା, ଧୀଶକ୍ତି, ପ୍ରଚଣ୍ଡ ଅନୁଭୂତି ଓ ସର୍ବୋପରି ଉପଦେଶ…

ଅଧିକାରରେ ହସ୍ତକ୍ଷେପ

ଆମ ପାଖରେ ଭୋଟ, ନ୍ୟାୟାଳୟ ଏବଂ ପ୍ରତିବାଦ ଭଳି ତିନୋଟି ଗଣତାନ୍ତ୍ରିକ ସାଧନ ରହିଛି। ଏଥିମଧ୍ୟରୁ କେବଳ ପ୍ରତିବାଦ ଉପରେ ଭାରତୀୟଙ୍କର ପ୍ରକୃତ ନିୟନ୍ତ୍ରଣ ରହିଛି। ଅନ୍ୟପକ୍ଷରେ ଭୋଟ ଦେବାର ଗଣତାନ୍ତ୍ରିକ ଅଧିକାର ନିର୍ବାଚନ ମଧ୍ୟବର୍ତ୍ତୀ ସମୟରେ ଅଦୃଶ୍ୟ ହୋଇଯାଉଛି। ଅନେକ…

ଆଜି ମା’ ସମଲେଶ୍ୱରୀଙ୍କ ମହାଗୌରୀ ବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ବରଗଡ଼,୧୮ା୧୦(ପ୍ରେମାନନ୍ଦ ଖମାରୀ): ଶାରଦୀୟ ନବରାତ୍ର ପୂଜା ଅବସରରେ ରବିବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଧୂପ, ଦୀପ ପୁଷ୍ପ…

ପୂଜାରେ ଭଲ ରହିବ ପାଗ, ବୁଲାବୁଲିର ମଜା ନେଇପାରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଆସନ୍ତା ୭ଦିନ ପର୍ଯ୍ୟନ୍ତ ଦିନ ଓ ରାତି ତାପମାତ୍ରାରେ ସେଭଳି କିଛି ବିଶେଷ ପରିବର୍ତ୍ତନ ନାହିଁ। ତେଣୁ ଦଶହରାରେ ପାଗ ପ୍ରାୟତଃ ଭଲ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ…

ବାଧକ ସାଜିଲା ବର୍ଷା: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବାତିଲ

ବେଙ୍ଗାଲୁରୁ,୧୭ା୧୦: ସ୍ଥାନୀୟ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯାଇଛି। ଫଳରେ ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୨-୨ରେ ବରାବର ଭାବେ ଶେଷ ହୋଇଛି। ଲଗାଣ…

ଫସିଗଲେ ରାଖୀ, ଯେକୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତ୍ରୀ ରାଖୀ ସାୱନ୍ତ ପୁଣିଥରେ ଏକ ବଡ଼ ଆଇନଗତ ସମସ୍ୟାରେ ଫସିଛନ୍ତି। ତାଙ୍କର ୧୬ ବର୍ଷ ପୁରଣା ଏକ ମାମଲା ପୁଣି ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଝାନ୍ସି କୋର୍ଟ…

ଦୂର୍ଗା ସପ୍ତମୀ ସନ୍ଧ୍ୟାରେ ବଡ଼ ଅଘଟଣ: ଭୁଷୁଡ଼ି ପଡ଼ିଲା ପେଣ୍ଡାଲ; ଦଳାଚକଟାରେ ୧୭ ମୃତ, ଅନେକ…

କୋଲକାତା,୧୭।୧୦: ମହାସପ୍ତମୀ ସନ୍ଧ୍ୟାରେ କୋଲକାତାର ପ୍ରସିଦ୍ଧ ‘ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତି’ ପୂଜା ପଣ୍ଡାଲରେ ଏକ ବଡ଼ଧରଣର ଅଘଟଣ ଘଟିଛି। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରବଳ ଜନଗହଳି ହୋଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା କାରଣରୁ ଲୋକେ ଏକାଠି ପଣ୍ଡାଲ…

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ: ରାଜ୍ୟ ସରକାରଙ୍କ ନୀରବତାକୁ ବିରୋଧ କଲା କଂଗ୍ରେସ

ପଟ୍ଟାଙ୍ଗି,୧୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ୩ଟି ରାଜସ୍ୱ ଗ୍ରାମରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯାଉଥିବା ବେଳେ ରାଜ୍ୟ ସରକାର ନୀରବତା ଅବଲମ୍ବନ କରିବାକୁ କଂଗ୍ରେସ ଦଳ ଘୋର ନିନ୍ଦା ଓ ବିରୋଧ…

ଟିମ୍‌ ଇଣ୍ଡିଆକୁ ଆଉ ଫେରିବେନି ଜାଡେଜା! ବିଶ୍ୱକପ୍‌ ପ୍ଲାନ୍‌କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ମହମ୍ମଦ ଶାମି ଏବଂ ଯଶସ୍ବୀ ଜୟସ୍ବାଲଙ୍କ ବ୍ୟତୀତ ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦିନିକିଆ ଦଳରୁ ବାଦ…

ପ୍ରସିଦ୍ଧ ଶକ୍ତିପୀଠ ମା’ ବୀରସିଂହିରେ ଶାରଦୀୟ ପୂଜା

ଛତ୍ରପୁର,୧୭ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ବିରସିଂହିଠାରେ ୩ ଦିନ ବ୍ୟାପୀ ଶାରଦୀୟ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି। ପୂଜକ ପଣ୍ଡିତ ଶ୍ରୀ ନରସିଂହ ଦାଶ ଶର୍ମାଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?