ଆଉ ଇଚ୍ଛା ଅନୁସାରେ କିଣିପାରିବେନି iPhone! ଆସିଲା ନୂଆ ନିୟମ, ଜଣେ ଗ୍ରାହକ କିଣିପାରିବେ ମାତ୍ର….
ନୂଆଦିଲ୍ଲୀ,୨୧ା୧୦: ଆଇଫୋନ୍ କିଣୁଥିବା ଗ୍ରାହକଙ୍କ ପାଇଁ ନୂଆ ନିୟମ ଆଣିଛି ଆପଲ୍ । ଏଣିକି ଭାରତରେ କମ୍ପାନୀର ଅନଲାଇନ୍ ଷ୍ଟୋର୍ରୁ ଜଣେ ଗ୍ରାହକ ସର୍ବାଧିକ ୨ଟି ଆଇଫୋନ୍ କିଣିପାରିବେ । ଏହି ନିୟମ କେବଳ ନୂଆ ମଡେଲ୍ ପାଇଁ ନୁହେଁ, ବରଂ…
CHSEର କଡ଼ା ନିର୍ଦ୍ଦେଶ: ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ବାଧ୍ୟତାମୂଳକ, ନଚେତ୍…
ଭୁବନେଶ୍ୱର,୨୧ା୧୦: ଆଗାମୀ ଯୁକ୍ତ ୨ ପରୀକ୍ଷାକୁ ଅଧିକ ସ୍ବଚ୍ଛ, ଶୃଙ୍ଖଳିତ ଏବଂ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୨୦୨୭ ବର୍ଷର ଯୁକ୍ତ ୨ ପରୀକ୍ଷା ପରିଚାଳନା ନେଇ ପରିଷଦ…
ସୌରଭ-ରାଙ୍କାଙ୍କୁ ଜାମିନ୍ ପରେ ମୁହଁ ଖୋଲିଲେ ଦୀପକେ, “ମୋ ଭାଇ…”
ନୂଆଦିଲ୍ଲୀ, ୨୧।୧୦: CJP ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ SEM କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କୋର୍ଟ ସେମାନଙ୍କୁ ଜାମିନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁହେଁ ଦିଲ୍ଲୀର ତିହାର ଜେଲରେ ୭ ଦିନ ରହିଥିଲେ ।…
କିଛି ଦିନ… ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ପରେ ବିଗବିଙ୍କ ପୋଷ୍ଟ, ପ୍ରଶଂସକ ଚିନ୍ତିତ!
ମୁମ୍ବାଇ,୨୧ା୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣା ପରେ ଏବେ ଚର୍ଚ୍ଚାରେ ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ । ରବିବାର ରାତିରେ ଟାଇଗରଙ୍କ ଉପରେ ୭ ରାଉଣ୍ଡ ଗୁଳି ଚଳାଯାଇଥିବା ଖବର ସାମ୍ନାକୁ ଆସିଥିଲା।…
Chanakya Niti: ସଫଳ ନେତା ହେବାକୁ ଏହି ୩ ଗୁଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେବେ ବିଶ୍ୱ ଚିହ୍ନିବ ଆପଣଙ୍କ ଶକ୍ତି
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜଣେ ମହାନ ନେତା ହେବା ପାଇଁ, ଆପଣଙ୍କ ପାଖରେ କିଛି ଗୁଣ ରହିବା ଆବଶ୍ୟକ। ଉଦାହରଣ ସ୍ବରୂପ, ଜଣେ ଭଲ ନେତାଙ୍କୁ ସେମାନଙ୍କ ଦଳର ସମ୍ମାନ ପାଇବା ପାଇଁ ସର୍ବଦା ଶୃଙ୍ଖଳିତ ହେବା ଆବଶ୍ୟକ, କାରଣ ଯଦି…
ଭାରତର ଶତ୍ରୁ କିଏ? ବଡ଼ କଥା କହିଦେଲେ ସମ୍ବିତ ପାତ୍ର, ଚାରିଆଡ଼େ ଚର୍ଚ୍ଚା
ନୂଆଦିଲ୍ଲୀ, ୨୧।୧୦: ଦଶହରା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବିରୋଧରେ କାମ କରୁଥିବା ତିନୋଟି ଶକ୍ତିର କଥା କହିବା ପରେ ଏବେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର । ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀରେ ସେ ପ୍ରଶ୍ନ…
ମା’ ଦୁର୍ଗାଙ୍କୁ ମେଲାଣି ଦେଲେ ମହିଳା, ପରସ୍ପରକୁ ସିନ୍ଦୂର ଲଗାଇ…
ସମ୍ବଲପୁର,୨୧ା୧୦(ପ୍ରମୋଦ ବହିଦାର): ପବିତ୍ର ବିଜୟାଦଶମୀ ଅବସରରେ ସମ୍ବଲପୁରର ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ଭବ୍ୟ ବିଦାୟ ଦିଆଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ କାଳୀବାଡ଼ିରେ ପାରମ୍ପରିକ ‘ସିନ୍ଦୂର ଖେଳ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଏଥିରେ ବହୁସଂଖ୍ୟାରେ…
ଭାଜପାକୁ ଲଗାତାର ଝଟକା, ଧର୍ମେନ୍ଦ୍ରଙ୍କ ସହ ଦଳ ଛାଡିଲେ ଏହି ନେତା, ରାଜନୀତିରେ ହଇଚଇ!
ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶ ରାଜନୀତିରେ ନିର୍ବାଚନୀ ଉଷ୍ମତା ମଧ୍ୟରେ ଭାଜପାକୁ ଆଉ ଏକ ଝଟ୍କା ଲାଗିଛି । ବଦାୟୁଁ ଜିଲାର ବିସୌଲି ବିଧାନସଭା ଆସନର ପୂର୍ବତନ ବିଧାୟକ କୁଶାଗ୍ର ସାଗର ଭାଜପା ଛାଡ଼ିଛନ୍ତି । ଅକ୍ଟୋବର ୨୧ ତାରିଖରେ ସେ ଦଳର ପ୍ରାଥମିକ…
ଗାଧୋଇବାବେଳେ ନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଗଲା
ଡେରାବିଶ,୨୧ା୧୦(ବେବର୍ତ୍ତା ଅଜୟ ଦାସ): ଲୁଣାନଦୀରେ ଗାଧୋଇବାବେଳେ ୩ ଜଣ ଛାତ୍ର ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଜାନପୁର ପଞ୍ଚାୟତ ଗହଣା ଗ୍ରାମରେ ଘଟିଛି। ମଙ୍ଗଳବାର ମଧ୍ୟାହ୍ନରେ ଗ୍ରାମର…
ସ୍ତ୍ରୀଙ୍କ ଭୟଙ୍କର କାଣ୍ଡ! ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ଦ୍ୱିତୀୟ ସ୍ୱାମୀଙ୍କୁ ହତ୍ୟା, ଟ୍ରଙ୍କ୍ରେ ଭରି ହାଇୱେରେ ଫିଙ୍ଗିଦେଲେ
ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶର ଉନ୍ନାଓରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ନିଜ ଦ୍ୱିତୀୟ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ଟ୍ରଙ୍କ୍ରେ ଭର୍ତ୍ତି କରି ହାଇୱେ କଡ଼ରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ମାତ୍ର ୧୨ ଘଣ୍ଟା…
ଯାଜପୁର ରୋଡ୍ ଅଞ୍ଚଳର ଅପରାଧୀ କେନ୍ଦୁଝରରେ ପ୍ରବେଶ, ହାଇଆଲର୍ଟ ଜାରି କରି…
ହାଟଡିହୀ/ଛେନାପଦୀ,୨୧ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାକୁ ଯାଜପୁର ରୋଡ୍ ଅଞ୍ଚଳର ଅପରାଧୀମାନେ ବୁଧବାର ପ୍ରବେଶ କରିଛନ୍ତି। ପରେ ଆନନ୍ଦପୁର ଉପଖଣ୍ଡ ଅଧୀନ ନନ୍ଦିପଦା, ସୋସୋ, ଆନନ୍ଦପୁର, ରାମଚନ୍ଦ୍ରପୁର, ଘସିପୁରା ପ୍ରମୁଖ ଥାନାର ପୋଲିସ ବିଶେଷ କରି ଏବେ ପାର୍ବଣ ସମୟକୁ ନଜର…
ଦୁଃଖଦ…୯ ଦିନ ଛାତିରେ କଳସ ରଖି କରିଥିଲେ ପୂଜା, ନବରାତ୍ର ପରଦିନ ଚାଲିଗଲା ମହିଳାଙ୍କ ଜୀବନ
ପାଟନା,୨୧।୧୦: ନବରାତ୍ରରେ ଦୀର୍ଘ ୯ ଦିନ ଧରି ଛାତି ଉପରେ କଳସ ରଖି ମା’ ଦୁର୍ଗାଙ୍କ ଆରାଧନା କରୁଥିବା ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ବିହାରର ସୁପୌଲ୍ ଜିଲାର ତ୍ରିବେଣୀଗଞ୍ଜ ବଜାରସ୍ଥିତ ଦୁର୍ଗା ମନ୍ଦିର ପରିସରରେ ସେ…

