Home

କାଜୁ ଜଙ୍ଗଲରେ ଜୁଆଆଡ୍ଡା ସାଙ୍ଗକୁ ଜମୁଛି ଧଳା ଜହରର ଆସର, ଅନ୍ଧାରରେ ଯୁବପିଢ଼ିଙ୍କ ଭବିଷ୍ୟତ

ମହାକାଳପଡ଼ା,୨୨ା୧୦(ପ୍ରତାପ ଚଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ମୌଜାରେ ଉଦ୍ୟାନ କୃଷି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୧୯୭୨/୭୩ରେ କାଜୁ ଚାରା ରୋପଣ କରାଯଇଥିଲା। ଏହି ଜଙ୍ଗଲରେ ୩୫୪ ଏକର ବାଲିଆ ଜମିରେ ଦଶ ହଜାର…

ଦଶହରା ଶୋଭାଯାତ୍ରାରେ ଉତ୍ତେଜନା! ହଠାତ୍ ଉଗ୍ର ହେଲା ହାତୀ, ଦୌଡିଦୌଡି….

ବେଙ୍ଗାଲୁରୁ,୨୨ା୧୦: କର୍ନାଟକର ଶିବମୋଗାରେ ଦଶହରା ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣକୁ ନେଇ ଆତଙ୍କ ଖେଳିଯାଇଛି । ଶୋଭାଯାତ୍ରା ସମୟରେ ‘ସୋମନ୍ନା’ ନାମକ ଏକ ହାତୀ ହଠାତ୍ ଉଗ୍ର ହୋଇ ଦୌଡ଼ିବାକୁ ଲାଗିଥିଲା। ଏହା ଦେଖି ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ…

ବଲାଙ୍ଗୀର ହସ୍ପିଟାଲରେ ଅଘଟଣ: ଶିଶୁ ସହ ମା’ର ମୃତ୍ୟୁ ପରେ ସ୍ବାମୀଙ୍କୁ ମାଡ଼ ଅଭିଯୋଗ

ବଲାଙ୍ଗୀର,୨୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଶିଶୁ ଓ ମାତୃ ହସ୍ପିଟାଲରେ ଗୁରୁବାର ଶିଶୁ ଓ ମା’ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତ ରବିବାର କଣ୍ଟାବାଞ୍ଜି ଆଶ୍ରମପଡ଼ାର ଅନୀଲ ବେହେରାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ଗର୍ଭରେ…

ବିରିବାଟି-କନ୍ଦରପୁର ରାସ୍ତାରେ ଦିନକୁ ଦିନ ବଢୁଛି ଦୁର୍ଘଟଣା: ରାଜ୍ୟ ମାନବାଧିକାର କମିଶନରେ ମାମଲା

କଟକ ସଦର,୨୨ା୧୦(ସୁଶାନ୍ତ କୁମାର ଜେନା): ଜାତୀୟ ରାଜପଥ ନଂ ୫୫ର ବିରିବାଟି -କନ୍ଦରପୁର ମଧ୍ୟରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାରାଦୀପ ବନ୍ଦର ଅଭିମୁଖେ ଯାଉଥିବା ଶହଶହ ଟ୍ରକ୍‌, ବସ୍‌ ଦ୍ରୁତ ଚାଳନା ଯୋଗୁ ପ୍ରତ୍ୟେକ ଦିନ ଆହତଙ୍କ ସଂଖ୍ୟା ବୃଦ୍ଧି…

ଅମାପ ସମ୍ପତ୍ତି ଠୁଳ କରିଛନ୍ତି ଯନ୍ତ୍ରୀ, ଏକାବେଳକେ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ

କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି (ଡିସ୍‌ପ୍ରୋପୋର୍ସନେଟ ଆସେଟ୍ସ) ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ…

ସରକାରଙ୍କ ବଡ଼ ନିଷ୍ପତ୍ତି! ବିନା ଅନୁମତିରେ ସ୍କୁଲ୍‌ରେ ପଶିପାରିବେନି ବାହାର ଲୋକ, ଫଟୋ-ଭିଡିଓ କଲେ….

ନୂଆଦିଲ୍ଲୀ,୨୧ା୧୦: ସ୍କୁଲ୍‌ର ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗୁଜରାଟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ବିନା ଅନୁମତିରେ ସ୍କୁଲ୍ ପରିସରରେ କୌଣସି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ଅଭିଭାବକଙ୍କ ବ୍ୟତୀତ ଅନ୍ୟ କୌଣସି…

ଶାବର ଶ୍ରୀକ୍ଷେତ୍ରରେ ଲାଠିଯାତ୍ରା: ପାରମ୍ପରିକ ବାଦ୍ୟର ତାଳେତାଳେ ନାଚିଲେ ଶତାଧିକ ଆଦିବାସୀ

କୋରାପୁଟ,୨୧ା୧୦(ଅମିତାଭ ବେହେରା): ବିଜୟାଦଶମୀ ଅବସରରେ ବୁଧବାର କୋରାପୁଟ ଜଗନ୍ନାଥ ମନ୍ଦିର ପରିସରରେ ପାରମ୍ପରିକ ଲାଠିଯାତ୍ରା ସମ୍ପନ୍ନ ହୋଇଛି। କୋରାପୁଟ ସହର ଆଖପାଖ ଗ୍ରାମରୁ ଗ୍ରାମଦେବୀଙ୍କ ପ୍ରତିନିଧି ସ୍ବରୂପ ଲାଠି ଧରି ଶହଶହ ଆଦିବାସୀ ପରିବାର ଏହି ଯାତ୍ରାରେ ସାମିଲ ହୋଇଥିଲେ। ରାଜାରାଜୁଡ଼ା…

ହେବକି ବାତ୍ୟା?, ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ, ଏହି ସ୍ଥାନରେ ଲ୍ୟାଣ୍ଡଫଲ….

ଭୁବନେଶ୍ବର,୨୧ା୧୦: ବାତ୍ୟା ଆଶଙ୍କା ଭିତରେ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ । ଥାଇଲାଣ୍ଡ ଉପସାଗର ସଂଲଗ୍ନ ମିଆଁମାର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା…

ଟିଭି ଚ୍ୟାନେଲକୁ ସତର୍କ କରାଇଲେ କେନ୍ଦ୍ର ସରକାର, ଏହା ବ୍ୟବହାର କରୁଥିଲେ….

ନୂଆଦିଲ୍ଲୀ,୨୧ା୧୦: ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍‌ଗୁଡ଼ିକ ପାଇଁ ନୂଆ ପରାମର୍ଶ ଜାରି କରିଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ସମୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରୁଥିବା ଘରୋଇ ସାଟେଲାଇଟ୍‌ ଟିଭି ଚ୍ୟାନେଲଗୁଡ଼ିକୁ ବୁଧବାର…

ଟିମ୍ ଇଣ୍ଡିଆକୁ ରବି ଶାସ୍ତ୍ରୀଙ୍କ ବଡ଼ ପରାମର୍ଶ; କେବଳ ନାଁରେ ସିରିଜ୍ ଜିତି ହେବନି, ଭାରତକୁ…

ନୂଆଦିଲ୍ଲୀ, ୨୧।୧୦: ଭାରତୀୟ କ୍ରିକେଟ୍ ଟିମ୍ ଗୁରୁବାରରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଶ୍ରେୟସ ଆୟରଙ୍କ ନେତୃତ୍ୱରେ, ଭାରତୀୟ ଦଳ ଏହି ସିରିଜରେ ବିଜୟ ପାଇଁ ପ୍ରମୁଖ ଦାବିଦାର ଭାବେ ପଡ଼ିଆକୁ ଓହ୍ଲାଇବ । କିନ୍ତୁ…

୭ ହଜାର ଟଙ୍କାର ପେଟ୍ରୋଲରୁ ବୁଝିଲେ ଟଙ୍କାର ମୂଲ୍ୟ! ପୁଅମାନଙ୍କୁ ନେଇ ଏମିତି କଥା କହିଲେ ସେହ୍ବାଗ

ନୂଆଦିଲ୍ଲୀ, ୨୧।୧୦: ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ମଧ୍ୟ ବାପାଙ୍କ ପରି ଜଣେ ବଡ଼ କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଆର୍ଯ୍ୟବୀର ବର୍ତ୍ତମାନ ଅଣ୍ଡର-୧୯ କ୍ରିକେଟ୍ ଖେଳୁଥିବା ବେଳେ ତାଙ୍କ ସାନ ଭାଇ ଅଣ୍ଡର-୧୬…

କଲେଜ ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ପ୍ରସଙ୍ଗ: ସିସିଟିଭି ଯାଞ୍ଚ କଲା ସ୍ବତନ୍ତ୍ର ଟିମ୍‌

ଗଞ୍ଜାମ,୨୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଗତ ଶନିବାର ଛତ୍ରପୁର ଉପଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଡଃ ଶିବାଶିଷ ବରାଳଙ୍କୁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥତ୍ମାନେ ଲିଖିତ ଦାବିପତ୍ର ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?