Home

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଦୁର୍ନୀତି: ୫୭୦ କୋଟି ଜବତ;ପ୍ରଥମଥର ଚାର୍ଜଶିଟ୍‌ ଫାଇଲ କଲା ଇଡି

ନୂଆଦିଲ୍ଲୀ,୧୮-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲାରେ ପ୍ରଥମଥର ଚାର୍ଜଶିଟ୍‌ ଦାଖଲ କରିଛି। ଏହି ମାମଲାରେ ଇଡି ୫୭୦ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଥିବା ଶନିବାର ପ୍ରକାଶ କରିଛି। ଯାଞ୍ଚ ଏଜେନ୍ସି ପକ୍ଷରୁ ଦାଏର ଚାର୍ଜଶିଟ୍‌ରେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗ୍ରୁପ୍‌ କମ୍ପାନୀଙ୍କ କେତେକ…

କାମରେ ଲାଗୁନି କ୍ରସ ବନ୍ଧ

କେନ୍ଦୁଝର, ୧୮ା୮ (ସ୍ବ.ପ୍ର.) କୃଷିର ବିକାଶ ପାଇଁ ଜଳସେଚନର ବିକାଶ କରାଯାଉଛି ା ତେବେ ଜଳସେଚନ ପାଇଁ ବହୁ ଟଙ୍କା ବ୍ୟୟରେ ବିଭିନ୍ନ ନାଳ ଓ ନଦୀରେ କ୍ରସ ବନ୍ଧ ନିର୍ମାଣ କରାଯାଉଥିଲେ ହେଁ ସେସବୁ କାମରେ ଲାଗୁ ନ ଥିବାରୁ…

ରାଜ୍ୟର ଗୌରବ ପ୍ରମୋଦ

ଭୁବନେଶ୍ୱର,୧୮।୮(ସ୍ପୋଟର୍‌ସ ବ୍ୟୁରୋ)- ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସେ ଅର୍ଜୁନ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ରାଜ୍ୟ ଲାଗି ପୂର୍ବରୁ ଏକାଧିକ ଖେଳାଳି ଅର୍ଜୁନ ପୁରସ୍କାର ପାଇଛନ୍ତି। ତେବେ ପାରା ଆଥଲେଟ ହିସାବରେ…

ଅଭ୍ୟାସ ମ୍ୟାଚ୍‌: ପୂଜାରାଙ୍କ ଶତକ

ଆଣ୍ଟିଗୁଆ,୧୮।୮(ପି.ଟି.)- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ଏ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଏକ ୩ ଦିନିକିଆ ଅଭ୍ୟାସ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଛି। ଟସ୍‌ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିବସ ଚା’ପାନ ବିରତି…

ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ହୁଅନ୍ତୁ ସାବଧାନ…

କେତେକଙ୍କର ଚା’ ପିଇବା ଅଭ୍ୟାସ ଥାଏ। ତେବେ ବାହାରେ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାରଣ ଏହା ମଧ୍ୟରେ ଥିବା ପ୍ଲାଷ୍ଟିକ୍‌ କୋଟିଂ ତାପମାତ୍ରା ଯୋଗୁ ଏକ ପ୍ରକାର ପ୍ରତିକ୍ରିୟା କରିଥାଏ। ଏଥିରୁ ସୃଷ୍ଟି ହେଉଥିବା…

ତ୍ୱଚାରେ ରହିଛି ପେନ୍‌ ରାଡାର୍‌

ସ୍ବିଡେନର କାରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଶରୀରର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ତ୍ୱଚାର ଏକ ସୂକ୍ଷ୍ମ ଉପାଦାନ ଠାବ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ପେନ୍‌ ରାଡାର । ନେଟ୍‌(ଜାଲ) ଆକାରରେ ତ୍ୱଚା ମଧ୍ୟରେ ରହିଥିବା ଏହି ଉପାଦାନ ଗ୍ଲିଆଲ ସେଲ୍‌…

ନାବାଳିକାଙ୍କୁ ଅସଦାଚରଣ ମାମଲା : ଗିରଫ ଅଭିଯୁକ୍ତ କୋର୍ଟରୁ ଫେରାର

ରୂପ୍‌ସା, ୧୭ା୮(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଏକ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ନିମାଇଁ ଦଳାଇ ନାମକ ଯୁବକ ଶନିବାର କୋର୍ଟ ପରିସରରେ ପୋଲିସ ହେପାଜତ୍‌ରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି…

ରୋବୋଡଗ୍‌ ଆଷ୍ଟ୍ରୋ

ଫ୍ଲେ।ରିଡା ଆଟ୍‌ଲାଣ୍ଟିକ ୟୁନିଭର୍ସିଟିର ଗବେଷକମାନେ ଏକ ରୋବୋଡଗ୍‌ ବିକାଶ କରିଛନ୍ତି। ଏହାର ନାମ ରଖାଯାଇଛି ଆଷ୍ଟ୍ରୋ। ଡୋବରମ୍ୟାନ୍‌ ମୁଣ୍ଡ ଆକାରର ୩ଡି ପ୍ରିଣ୍ଟେଡ ମୁଣ୍ଡ ଥିବା ଆଷ୍ଟ୍ରୋ ଆମର ଏକ ବିଶ୍ୱସ୍ତ ବନ୍ଧୁ ହୋଇପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍‌ନୋଲୋଜିରେ ନିର୍ମିତ ଏହି…

ଡୋମିଙ୍ଗୋ ବାଂଲାଦେଶର ନୂଆ କ୍ରିକେଟ କୋଚ୍‌

ଢାକା, ୧୭ା୮ (ଏଏଫ୍‌ପି): ଦକ୍ଷିଣ ଆଫ୍ରିକାର ରସେଲ ଡୋମିଙ୍ଗୋ ବାଂଲାଦେଶ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ଏହି ପଦବୀରେ ଇଂଲଣ୍ଡର ଷ୍ଟିଭ୍‌ ରୋଡ୍‌ସ କାର୍ଯ୍ୟ କରୁଥିଲେ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଶନିବାର ଏହି ସୂଚନା…

ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୧୭।୮(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦେଶର ଅନ୍ୟ ୧୮ଜଣ କ୍ରୀଡ଼ାବିତ୍‌ଙ୍କ ସମେତ ପ୍ରମୋଦଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଶନିବାର ମନୋନୀତ କରାଯାଇଛି। ଜାତୀୟ ତଥା ଅନ୍ତର୍ଜାତୀୟ…

ଅସିତଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଉନ୍ନୟନ କମିଶନର ଥିବା ଅସିତ କୁମାର ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ଶାସନ ସଚିବ ହୋଇଥିବାରୁ ଅସିତ ରାଜ୍ୟ ମୁଖ୍ୟ ଉନ୍ନୟନ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୭।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିବାହ କରିଥିବା ପ୍ରିୟତମା ପ୍ରଧାନ (୨୩)। ମୃତଦେହକୁ ପୋଲିସ ଜବତ କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri