ଉଦ୍ୟୋଗିକ ଉତ୍ପାଦନ,ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି
ନୂଆଦିଲ୍ଲୀ,୧୩-୯: ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଆଣିଛିି ଖୁସିଖବର। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩%କୁ ବୃଦ୍ଧି ପାଇଛି, ଯାହାକି ଜୁନ୍ରେ ଏହା ମାତ୍ର ୧.୨% ରହିଥିଲା। ଏହାକୁ ଦୃଷ୍ଟିରେ ରଖିଲେ…
ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ଗୋୟଲ
ନୂଆଦିଲ୍ଲୀ,୧୩-୯: ମହାନ୍ ବୈଜ୍ଞାନିକ ସାର୍ ଆଇଜାକ୍ ନ୍ୟୁଟନ୍ ମାଧ୍ୟାକର୍ଷଣ ଶକ୍ତିକୁ ଖୋଜି ବାହାର କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏହାର ଆବିଷ୍କାରକ ଆଇନ୍ଷ୍ଟାଇନ୍ ବୋଲି ଅଭିହିତ କରିଛନ୍ତି। ଗୋୟଲଙ୍କ ଏହି…
ବ୍ୟାଙ୍କ ମିଶ୍ରଣକୁ ବିରୋଧ;୨୬ରୁ ଦୁଇଦିନିଆ ବ୍ୟାଙ୍କ ୟୁନିୟନ ଧର୍ମଘଟ
ନୂଆଦିଲ୍ଲୀ,୧୩-୯: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଧିକାରୀଙ୍କ ୟୁନିୟନ ପକ୍ଷରୁ ଚଳିତ ମାସ ୨୬ରୁ ଦୁଇଦିିନିଆ ବ୍ୟାଙ୍କ ଧର୍ମଘଟ ଆହ୍ବାନ ଦିଆଯାଇଛି। ସରକାର ୧୦ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ ଗଠନ କରିବାକୁ ନିକଟରେ ଘୋଷଣା କରିଥିଲେ।…
ଅଜିମ ପ୍ରେମଜୀଙ୍କ ବଦାନ୍ୟତା;ପରୋପକାର ଲାଗି ବିକିଲେ ୭,୩୦୦ କୋଟିର ଶେୟାର
ନୂଆଦିଲ୍ଲୀ, ୧୩-୯: ନିଜ ସମ୍ପତ୍ତିର ଏକ ବୃହତ୍ ଅଂଶକୁ ପରୋପକାର କାର୍ଯ୍ୟ ଲାଗି ଖର୍ଚ୍ଚ କରିବାକୁ ବିଶିଷ୍ଟ ଶିଳ୍ପପତି ଅଜିମ ପ୍ରେମଜୀ ଚଳିତ ବର୍ଷ ଘୋଷଣା କରିଥିଲେ। ଏହି ଧାରାରେ ସେ ଓ୍ବିପ୍ରୋର ୭,୩୦୦ କୋଟି ଟଙ୍କାର ଅଂଶଧନକୁ ବିକ୍ରି କରିଥିବା…
ପ୍ରଥମଦେଖାରେ ଅନୁଷ୍କାଙ୍କୁ ଏମିତି କହିଦେଇଥିଲେ କୋହଲି, ଏବେ ଭାବି ପଶ୍ଚାତ୍ତାପ କରୁଛନ୍ତି
ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ବିବାହ ପରେ ମଧ୍ୟ ଉଭୟଙ୍କୁ ନେଇ ଚର୍ଚ୍ଚା ଥମୁନି। ସମସ୍ତେ ଜାଣନ୍ତି ଦୀର୍ଘ ୫ବର୍ଷର ପ୍ରେମ ସମ୍ପର୍କ ପରେ ବିରୁଷ୍କା ୨୦୧୭ ଡିସେମ୍ବର ମାସରେ ଇଟାଲୀରେ ବିବାହ…
ଚାଲିଲେ ବଢେ ଆୟୁ
ୟୁନିଭରସିଟି ଅଫ୍ ସିଡ୍ନୀର ଗବେଷକମାନେ ଏବେ ଏକ ନୂଆ ତଥ୍ୟ ପ୍ରଦାନ କରିଛନ୍ତି। ଯେଉଁମାନେ ଯେତେ ଦ୍ରୁତ ଗତିରେ ଚାଲିଥାଆନ୍ତି ସେମାନେ ସେତେ ଦୀର୍ଘାୟୁ ହୋଇଥାଆନ୍ତି। ଦ୍ରୁତ ଗତିରେ ଚାଲିଲେ ମୃତ୍ୟୁ ଆଶଙ୍କା ୨୦ ପ୍ରତିଶତ କମ୍ ହୋଇଥାଏ ବୋଲି ଏମାନେ…
ସକାଳୁ ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି..ମିଳିବ ଅନେକ ଫାଇଦା
ଶରୀର ପାଇଁ ବେଶ୍ ଲାଭଦାୟକ ପଇଡ଼ ପାଣି। ସକାଳେ ଖାଲି ପେଟରେ ପଇଡ ପାଣି ପିଇଲେ ଅଧିକ ଫଳପ୍ରଦ ହୋଇଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ-ସି, ଏନ୍ଜାଇମ, ବି-କମ୍ପ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। କେବଳ ଖରାଦିନ ନୁହେଁ,…
ଯେଉଁଠି ମୋଟା ଯୁବତୀଙ୍କୁ ପସନ୍ଦ କରନ୍ତି ବର…
ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ ପସନ୍ଦ କରନ୍ତି। ଆଫ୍ରିକାରେ ଲୋକଙ୍କ ପସନ୍ଦ ହେଉଛି ମୋଟାଝିଆ । ଏଠାରେ କେତେକ ପତଳା…
କାହିଁକି ଦୁଇ ପିଲାର ମା’ଙ୍କୁ ବିବାହ କରିଥିଲେ ଶିଖର ଧାଓ୍ବନ୍
ଭାରତୀୟ କ୍ରିକେଟ୍ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି ଚର୍ଚ୍ଚାରେ ଥାଆନ୍ତି। ଧାଓ୍ବନଙ୍କ ବିବାହ ୨୦୧୨ ଅକ୍ଟୋବର ୩୦ରେ ଅଷ୍ଟ୍ରେଲିଆର ଆୟେଶା ମୁଖାର୍ଜୀଙ୍କ ସହ…
‘୨୦୨୪ ସୁଦ୍ଧା ପ୍ରତି ଘରେ ପହଞ୍ଚତ୍ବ ପାଇପ ଯୋଗେ ପାନୀୟଜଳ’
ପୁରୀ ଅଫିସ,୧୨ା୯: ବର୍ତ୍ତମାନ ସୁଦ୍ଧା ଭାରତର ସାଢେ ୧୮ ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟଜଳ ପହଞ୍ଚତ୍ ପାରିଛି। ଆଗାମୀ ସାଢେ ୪ ବର୍ଷ ମଧ୍ୟରେ ଏହାକୁ ୪ ଗୁଣା ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ନିଶ୍ଚିତ ଭାବେ ଏକ…
ପିଲାଙ୍କୁ ସ୍ମାର୍ଟଫୋନ୍ ଦେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ
ଛୋଟ ପିଲାଙ୍କର ବର୍ତ୍ତମାନ ପିଢ଼ି ସ୍ମାର୍ଟଫୋନ୍। ଟ୍ୟାବ୍ଲେଟ୍ ଏବଂ ଅନ୍ୟ ଇଣ୍ଟରନେଟ୍ ଯୁକ୍ତ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ସେମାନେ ଆଗକୁ ବଢ଼ି ଚାଲିଛନ୍ତି। ଏହାକୁ ନେଇ ଅନେକ ଅଭିଭାବକ ଚିନ୍ତିତ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଏହି ସ୍ମାର୍ଟଫୋନ୍…
ପଦ୍ମପୁରରେ ବ୍ୟାପୁଛି ଝାଡାବାନ୍ତି: ୨ ଦିନରେ ୩୦ ଆକ୍ରାନ୍ତ
ପଦ୍ମପୁର, ୧୨।୯(ଡି.ଏନ୍.ଏ.)- ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ମାରିଗୁଡ଼ା ଓ ବହୁପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗତ ଦୁଇ ଦିନ ମଧ୍ୟରେ ଉଭୟ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ରୋଗୀ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ…
Archives


