Home

ଗୋଦାବରୀରେ ବୁଡିଲା ପର୍ଯ୍ୟଟକଙ୍କ ବୋଟ୍‌

ପୂର୍ବ ଗୋଦାବରୀ,୧୫।୯: ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲା ଦେବୀପାଟନମଠାରେ ଗୋଦାବରୀ ନଦୀରେ ପର୍ଯ୍ୟଟକଙ୍କର ଏକ ବୋଟ୍‌ ବୁଡିଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୬୦ଜଣ ଯାତ୍ରୀ ଥିବା କୁହାଯାଉଛି। ତୁରନ୍ତ ଉଦ୍ଧାର କାର୍ଯ୍ୟପାଇଁ ଦୁଇଟି ଏନ୍‌ଡିଆର୍‌ସ୍‌ଏଫ୍‌ ଟିମ୍‌ ଘଟଣା ସ୍ଥଳରେ…

ଶରୀର କଳାଜାଇରେ ଭରା, ତଥାପି ହେଲେ ମଡେଲ

ବ୍ରିଙ୍ଗହାମ୍‌ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଶରୀର ସାରା ବଡ ବଡ କଳା ଜାଇ ହୋଇଯାଇଥିଲା। ସେଥିପାଇଁ ପିଲାଦିନୁ ସେ ସମାଜର ଅନେକ ଗଞ୍ଜଣା ଶୁଣିଛନ୍ତି। କିଏ ତାଙ୍କୁ ‘ଡାଲମେସିଆନ୍‌’…

ବାୟୋନିକ ହାତ ଦେଇଛି ନୂଆ ଜୀବନ

ଆଠ ବର୍ଷ ବୟସର ଫ୍ରେଡି ପେନ୍‌। ଜନ୍ମରୁ ତାଙ୍କର ଡାହାଣ ହାତ ନ ଥିଲା। ତେଣୁ ବିଭିନ୍ନ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ନା ପ୍ରିୟ ସ୍କୁଟର ଚଳାଇପାରୁ ଥିଲେ ନା ଦୁଇ ହାତରେ ପ୍ରିୟ…

ଭାଲୁକୁ କାବୁକଲା ବନ ବିଭାଗ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମଠାରୁ ମନ୍ତ୍ରୀପୁଟ ବୁଲାଣି ଘାଟିରାସ୍ତାରେ ଗତ ଦୁଇଦିନ ହେଲା ଏକ ଭାଲୁ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଚିତ୍ରକୋଣ୍ଡା ବନ ବିଭାଗ ଉକ୍ତ ସ୍ଥାନକୁ ଯାଇ ଯନ୍ତା…

ଡାକ୍ତରଙ୍କ ମୃତ୍ୟୁ ପରେ ଘରୁ ମିଳିଲା ୨ହଜାରରୁ ଅଧିକ ଭ୍ରୁଣ

ଓ୍ବାଶିଂଟନ,୧୫।୯: ଓ୍ବିଲ କାଉଣ୍ଟି ଶୋରିଫ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ସୂଚନା ଅନୁଯାୟୀ, ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ପ୍ରାୟ ୨ହଜାର ୨ଶହ ସଂରକ୍ଷିତ ଭ୍ରୁଣ ଉଦ୍ଧାର କରାଯାଇଛି। ଡାକ୍ତର ଜଣକ ଗର୍ଭପାତ କରାଉଥିବା ବେଳେ ତାଙ୍କ ମୃତ୍ୟୁ…

ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ : ପାପରମେଟଲା ଥାନା ଘେରିଲେ ଆଦିବାସୀ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଶତାଧିକ ଆଦିବାସୀ ପାପରମେଟଲା ଥାନା ତଥା ବିଏସ୍‌ଏଫ୍‌ କ୍ୟାମ୍ପ ଘେରାଉ କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ…

ଚାକିରି ଅଛି ହେଲେ ଯୋଗ୍ୟତାର ଅଭାବ ରହିଛି

ବରେଲି,୧୫।୯: କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର କହିଛନ୍ତି ଦେଶରେ ଚାକିରିର ଅଭାବ ନାହିଁ ହେଲେ ଉତ୍ତର ଭାରତରେ ଯୋଗ୍ୟତା ନାହିଁ। କାରଣ ଯେଉଁମାନେ ଏଠାକୁ ଚାକିରି ଦେବାକୁ ଆସୁଛନ୍ତି ସେମାନଙ୍କ କହିବା କଥା ହେଲା ପଦବୀ ଅନୁଯାୟୀ ଯୋଗ୍ୟତା ନାହିଁ।…

୨୦୫୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ,୧୫।୯: ସୀମାରେ ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପାକିସ୍ତାନ ଦ୍ୱାରା ମଧ୍ୟ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି ପାକିସ୍ତାନ ସୀମାରେ ୨୦୫୦ରୁ ଅଧିକ ଥର ଅସ୍ତ୍ରବିରତି…

ଚୋରି ହେଲା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌

ଲଣ୍ଡନ,୧୫।୯:ବ୍ରିଟେନର ଅକ୍ସଫୋର୍ଡଶାୟରରେ ଥିବା ବ୍ଲେନହେମ୍‌ ପ୍ୟାଲେସ୍‌ରେ ଥିବା ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ସୁନା ନିର୍ମିତ ଟଏଲେଟ୍‌ଟି ଚୋରି ହୋଇଯାଇଛି। ୧୮ କ୍ୟାରେଟ୍‌ ସୁନାରେ ନିର୍ମିତ ଏହି ଟଏଲେଟଟି ଇଟାଲୀର ଜଣେ କଳାକାର ମ୍ୟାରିଜିଓ କ୍ୟାଟେଲେନ୍‌ ନିର୍ମାଣ କରିଥିଲେ। ଶନିବାର ଭୋର ୪ଟା…

ବର୍ଷା ନେଲାଣି ୨ଶହରୁ ଊର୍ଦ୍ଧ୍ୱ ଜୀବନ

ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ଚଳିତ ଥର ବର୍ଷାରେ ଏପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି। ଘରଠାରୁ ବାହାର ହସ୍ପିଟାଲ ଠାରୁ ରେଲଓ୍ବେ ଷ୍ଟେଶନ ସବୁଠି ପାଣି ଆଉ ପାଣି। ଏହା…

ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ୍‌,୧୫।୯:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଏକ ପୋଷା କୁକୁରର ମୃତ୍ୟୁ ଘଟିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ପୋଲିସ କୁକୁରକୁ ଚିକିତ୍ସା କରୁଥିବା ପଶୁ ଚିକିତ୍ସକଙ୍କ ନାଁରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ୧୧ ମାସର ପୋଷା କୁକୁର ହସ୍କିର…

ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ଲମ୍ବିଛି ଆତଙ୍କବାଦୀଙ୍କ ଚେର

ଶ୍ରୀନଗର,୧୫।୯: କଠୁଆରୁ ଧରାପଡିଥିବା ଆତଙ୍କବାଦୀଙ୍କୁ ପଚରା ଉଚରା ପରେ ବଡ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏମାନେ ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। କାରଣ ବିଶେଷ ସୂତ୍ରରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri