ସୋସିଆଲ ମିଡିଆରେ ଆନନ୍ଦବଜାର ଫଟୋ ଭାଇରାଲ
ପୁରୀ ଅଫିସ,୭ା୧୦ : ସୋସିଆଲ ମିଡିଆରେ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ। ଆନନ୍ଦବଜାର ପରିସରରେ ମହାପ୍ରାସଦ ସେବନ କରୁଥିବା କେଜେଜଣ ଭକ୍ତଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ…
ସ୍ବଚ୍ଛତା କର୍ମୀଙ୍କ ହାଜତ ମୃତ୍ୟୁ
ବାର୍ମେର,୭ା୧୦(ପି.ଟି.): ରାଜସ୍ଥାନର ବାର୍ମେର ଜିଲା ଅନ୍ତର୍ଗତ ବାଲୋତ୍ରାରେ ରବିବାର ଜଣେ ସ୍ବଚ୍ଛତା କର୍ମୀଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଗଣ୍ଡଗୋଳରୁ ଜଗଦୀଶ ଗୋଲିୟାର ଓ ଅନ୍ୟ ଦୁଇଜଣଙ୍କୁ ପଚପଦ୍ର ଥାନା ପୋଲିସ ଗିରଫ କରିଥିଲା। ହାଜତ…
୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍ଏଫ୍ର ଫ୍ରିଡମ୍ ମାର୍ଚ୍ଚ : ଏଲ୍ଓସି ଅଭିମୁଖେ ପିଓକେବାସୀ
ଇସ୍ଲାମାବାଦ,୭ା୧୦ (ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍ଦାର ବିରୋଧ କରାଯାଉଛି। ଏହିକ୍ରମରେ ନିୟନ୍ତ୍ରଣରେଖା (ଏଲ୍ଓସି) ଅତିକ୍ରମ କରିବା ପାଇଁ ପାକ୍-ଅଧିକୃତ କଶ୍ମୀର (ପିଓକେ)ର…
ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ
ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ମା’ଙ୍କ ଅନିନ୍ଦ୍ୟ ସୁନାବେଶ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସାରାଦିନ ମନ୍ଦିର ପରିସରରେ…
କଖାରୁବଳି, ଝୁଣାହାଣ୍ଡି ପରମ୍ପରା
ଭଦ୍ରକ ଅଫିସ, ୭।୧୦ – ମା’ ଦଶଭୁଜାଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ପୂଜା କରାଯାଏ। ଭଦ୍ରକରେ ବିଭିନ୍ନ ପୂଜା ମଣ୍ଡପରେ ପରମ୍ପରା ଅନୁଯାୟୀ ମା’ଙ୍କ ପୂଜା ପାଳିତ ହୋଇଅସୁଛି। ଚରମ୍ପା ଏରେଇଁସ୍ଥିତ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ଦ୍ୱାରା ବାସନ୍ତୀ…
ଆଜି ମହାନବମୀ : ଧରାପୃଷ୍ଠରେ ମହାମାୟା
ଭୁବନେଶ୍ୱର,୭ା୧୦(ବ୍ୟୁରୋ): ଅନ୍ୟାୟ ଓ ଅତ୍ୟାଚାରକୁ ନାଶ କରିବା ପାଇଁ ଧରାବତରଣ କରିଛନ୍ତି ମା’ ମହିଷା ମର୍ଦ୍ଦିନୀ। ମହାମାୟାଙ୍କ ଆରାଧନାର ମନ୍ତ୍ରପାଠ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ସୋମବାର ମଣ୍ଡପଗୁଡ଼ିକରେ ମା’ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସହରୀ ପୂଜା…
ମହଙ୍ଗା ପଡିଲା ପ୍ରେମ ସମ୍ପର୍କ : ପ୍ରେମିକାଙ୍କ ମାଡ଼ରେ ପ୍ରେମିକ ଗୁରୁତର, ଯୁବକଙ୍କୁ ମୃତ ଭାବି ଫୋପାଡ଼ି ଦେଲେ
ରଣପୁର,୭ା୧୦ (ସ୍ବ.ପ୍ର.): ପ୍ରେମ ସମ୍ପର୍କ ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ପ୍ରେମିକାଙ୍କ ଘରକୁ ଲୁଚିଛପି ଆସୁଥିଲା ବେଳେ କୌଣସି କାରଣକୁ ନେଇ ଯୁବକଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା। ଏହାକୁ ନେଇ ପ୍ରେମିକାଙ୍କ ସମେତ ତାଙ୍କ ମାଆ ଓ…
ରଣପୁର ରାଜନଅରରେ ମା’ ଖିଲାମୁଣ୍ଡା : କାଠିରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି
ରଣପୁର, ୭ା୧୦(ସ୍ବ.ପ୍ର.): ରଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରାଆଁଳାର ଘଞ୍ଚ ଜଙ୍ଗଲରେ ଥିବା ଆସ୍ଥାନ ଛାଡି ୧୬ଦିନ ହେଲା ରଣପୁର ରାଜନଅରକୁ ଆସି କାଠିରେ ରହି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଦେବୀ ପୀଠମାନଙ୍କରେ ଷୋଡଶ ଉପଚାର ପୂଜା ଆରମ୍ଭ…
ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ
ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ୧ ନମ୍ବର ୱାର୍ଡରେ ଥିବା ଏହି ଗାଁ…
ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ
ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍ ଭାବେ ଗଜା ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଫନୀ ବାତ୍ୟା। ଏସବୁ ବାଧା ଅତିକ୍ରମ…
ଭୂତଳ ଜଳସ୍ତର ହ୍ରାସ ଅଣାୟତ୍ତ : ନିଷ୍ପତ୍ତି ପତ୍ରରେ ସୀମିତ ଭୂତଳ ଜଳ ପୁନଃଭରଣ
ଯାଜପୁର ଅଫିସ,୭ା୧୦: ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାମାସରେ ଚାରିଆଡେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ମାଟି ସାମାନ୍ୟ ଲାଲ ରଙ୍ଗର ଏବଂ ବାଲିଆ ଫସଫସିଆ ହୋଇଥିବାରୁ ଭୂତଳ…
ଅବହେଳିତ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ : ପାଉଁଶ ଯୋଗାଇଦେବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ଆରଆଇସିଙ୍କ ପତ୍ର
ଯାଜପୁର ଅଫିସ,୭ା୧୦: ଯାଜପୁର ଜିଲାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡିକ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଛନ୍ତି। ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବାରେ ଜିଲାର ବ୍ୟାଙ୍କଗୁଡ଼ିକ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଅଗଷ୍ଟ ଶେଷ ସୁଦ୍ଧା ଜିଲା…

