Home

ସବୁ କଶ୍ମୀରବାସୀ ଦେଶଦ୍ରୋହୀ ନୁହନ୍ତି: ରାମ ମାଧବ

ନୂଆଦିଲ୍ଲୀ,୫।୧୦: ଭାରତୀୟ ଜନତା ପାର୍ଟି(ଭାଜପାର)ର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ କହିଛନ୍ତି ଏବେ ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଏହା ଏବେ ଅନ୍ୟ ରାଜ୍ୟଙ୍କ ସହ ସମାନ। ତେଣୁ ଏହାକୁ ନେଇ ଲଦ୍ଦାଖ ନିବାସୀ କେନ୍ଦ୍ର ସରକାରଙ୍କ ଉପରେ…

୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ରେ ଦେବାକୁ ପଡ଼ିପାରେ ୨୫ ଗୁଣା ଅଧିକ ଫି

ନୂଆଦିଲ୍ଲୀ,୫।୧୦: ଏଣିକି ୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ ପାଇଁ ୨୫ ଗୁଣା ଅଧିକ ଫି ଦେବାକୁ ପଡ଼ିପାରେ। ଏନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବିତ ଭଲ୍ୟୁଣ୍ଟାରୀ ସ୍କେପିଙ୍ଗ୍‌ ଅଫର ଅନ୍ତର୍ଗତ ୧୫ ବର୍ଷ ପୁରୁଣା…

ଅନନ୍ତନାଗରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଶ୍ରୀନଗର,୫।୧୦: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଡିସି ଅଫିସ୍‌ ସମ୍ମୁଖରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବା କୁହାଯାଉଛି। ଜଣେ ଆତଙ୍କବାଦୀ ଗ୍ରେନେଡ୍‌ ଫିଙ୍ଗିବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ୧୦…

ସିଆଚେନ ହସ୍ପିଟାଲକୁ ଉପହାରରେ ମିଳିଲା ଅକ୍ସିଜେନ ପ୍ଲାଣ୍ଟ

ଜମ୍ମୁ,୫।୧୦: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ଯବାନ ଜୀବନକୁ ବାଜି ଲଗାଇ ମାତୃଭୂମୀର ରକ୍ଷା କରିଥାଆନ୍ତି। ପ୍ରାୟ ୨୨ହଜାର ଫୁଟ ଉପରେ ଥିବା ସିଆଚେନ ଗ୍ଲାସିୟରରେ ଅକ୍ସିଜେନର ପରିମାଣ କମ୍‌ ରହିଥାଏ। ଫଳରେ ବେଳେବେଳେ ଯବାନମାନେ ଶୋଇଥିବା…

ସ୍ବାଧୀନତାର ୭୨ ବର୍ଷ ପରେ ଜମ୍ମୁ-କଶ୍ମୀର ରାଜୌରିକୁ ବିଦ୍ୟୁତ୍‌ ଯୋଗାଣ

ଶ୍ରୀନଗର,୫।୧୦: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ରାଜୌରି ଅଞ୍ଚଳରେ ସ୍ବାଧୀନତାର ୭୨ ବର୍ଷ ପରେ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ସୌଭାଗ୍ୟ ବିଦ୍ୟୁତ୍‌ ଯୋଜନା ଅନ୍ତର୍ଗତ ଏଠାକାର ୨୦ ହଜାର ପରିବାରଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଏହି ଯୋଜନା ଅନୁସାରେ…

ପୋଲିସ୍‌ ଏନ୍‌କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍‌.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍‌ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର ବିଳମ୍ବିତ ରାତିରେ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ୍‌ ଭେଲୁ…

ଭାଙ୍ଗିଲା ୫୨୫ ବର୍ଷର ପରମ୍ପରା: ବନ୍ଦ ହେଲା ପଶୁ, ପକ୍ଷୀ ବଳି

ଅଗରତାଲା: ଦୀର୍ଘ ୫୨୫ ବର୍ଷ ପରେ ବଦଳିଲା କୁପ୍ରଥା। ଶାରଦୀୟ ଦୁର୍ଗାପୂଜା ଅବସରରେ ତ୍ରିପୁରାସ୍ଥିତ ଲୋକପ୍ରିୟ ଦୁର୍ଗାବାଡ଼ି ମନ୍ଦିରରେ ଆଉ ବଳି ପଡ଼ିବେନି ନିରୀହ ପଶୁ, ପକ୍ଷୀ। ତ୍ରିପୁରା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶହ ଶହ ବର୍ଷରୁ ପ୍ରଚଳିତ ବଳି ପ୍ରଥା…

ଜେଓ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ: ସରକାରୀ କ୍ଷତିପୂରଣ ନେଇ ଚାଷୀ ଅମଙ୍ଗ; ୪୧ ଗିରଫ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶ ଜେଓ୍ବରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥାନୀୟ ଚାଷୀ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଜମି ଅଧିଗ୍ରହଣରେ ନିଜର ଜମି ହରାଉଥିବା ଚାଷୀ ୪ ଗୁଣା ଦାମ ନେବାନକୁ ଅଡ଼ି ବସିଛନ୍ତି। ଏହା ସହିତ ପ୍ରତି କ୍ଷତିଗ୍ରସ୍ତ…

ମାଟି ଖୋଳିଲେ କରୀନା

ନୂଆଦିଲ୍ଲୀ: କପୁର ପରିବାରର ଝିଅ, ନଓ୍ବାବ୍‌ ପରିବାରର ବୋହୂ ତଥା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଜମିରେ ମାଟି ଖୋଳୁଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଦର୍ଶକେ କରୀନାଙ୍କୁ ରେଡ୍‌ କାର୍ପେଟ୍‌ ବା ସିଲଭର୍‌ ସ୍କ୍ରିନ୍‌ରେ ଦେଖିଥିବେ।…

ଶୋଇଲେ ବି କମେ ମୋଟାପଣ

ନୂଆଦିଲ୍ଲୀ: ଶରୀରରୁ ମୋଟାପଣ କମାଇବ ପାଇଁ କିଏ କେତେ ପ୍ରକାର ଉପାୟ ଆପଣେଇଥାନ୍ତି। ବିଶେଷକରି ଓ୍ବାକ୍‌ଆଉଟ୍‌, ଦୌଡ଼ିବା ବା ପହଁରିବା ଆଦି କଲେ ଓଜନ ହ୍ରାସ ପାଏ। କିନ୍ତୁ କିଛି କାମ ନ କରି ମୋଟାପଣ ଘଟାଇବା ଅସମ୍ଭବ ମନେ ହେଉଥିଲେ…

ପ୍ରଧାନମନ୍ତ୍ରୀଙ୍କୁ ଖୋଲାଚିଠି ଲେଖି: ଫସିଲେ ୫୦ ସେଲିବ୍ରିଟି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ଭିଡ଼ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସେଲିବ୍ରିଟିମାନଙ୍କୁ ମହଙ୍ଗା ପଡ଼ିଛି। ବିହାରର ମୁଜାଫରପୁର ଜିଲାରେ ଏକ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫୦ ସେଲିବ୍ରିଟିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ପରେ ବିବାଦ ମୁଣ୍ଡ ଟେକିଛି।…

ଆଧାର ନ ଥିଲେ କୃଷି ଋଣ ନାହିଁ

ଭୁବନେଶ୍ୱର, ୫ା୧୦ (ବ୍ୟୁରୋ): ଧାନ ବିକ୍ରି କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଖରିଫ ଋଣ ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀମାନେ କୃଷି ଋଣ ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କୁ ଆଧାର କାର୍ଡ ଦେବାକୁ ହେବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri