Home

ପୁଅଙ୍କ ଶାବଳ ମାଡ଼ରେ ଆହତ ବାପାଙ୍କ ଜୀବନଗଲା

ଧାମନଗର,୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଅସୁରାଳୀ ହଂସପୁର ଗ୍ରାମରେ ପୁଅଙ୍କ ଶାବଳ ମାଡ଼ରେ ଆହତ ବାପାଙ୍କର ରବିବାର ସକାଳେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,ଅକ୍ଟୋବର ୨୨ ତାରିଖରେ ଜମିଜମାକୁ କେନ୍ଦ୍ରକରି ବାପାପୁଅଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ପୁଅ ବିଚିତ୍ର କବି ଏକ…

ନିର୍ଭୟା ଗଣ ବଳାତ୍କାର ମାମଲା: ସୋମବାର ପୁନର୍ବିଚାର ଓ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରିବେ ୩ ଦୋଷୀ

ନୂଆଦିଲ୍ଲୀ,୩।୧୧: ନିର୍ଭୟା ଗଣ ବଳାତ୍କାର ମାମଲାରେ ଫାଶିଦଣ୍ଡାଦେଶ କରାଯାଇଥିବା ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସୋମବାର ସୁପ୍ରିମ୍‌କୋର୍ଟ ଯିବେ। ସେମାନଙ୍କ ମଧ୍ୟରୁ ଜଣେ ପୁନର୍ବିଚାର ଆବେଦନ ଦାଖଲ କରିବେ ଓ ୨ ଜଣ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରିବେ। ଦୋଷୀଙ୍କ…

ଦେଶର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୟୁପିର ୬: ସବୁଠୁ ଆଗରେ ଗାଜିଆବାଦ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ସ୍ଥାନରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି। ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହରିୟାଣାରେ ମଧ୍ୟ ପ୍ରଦୂଷଣର ମାତ୍ରା ସାଘାଂତିକ ସ୍ତରରେ ପହଞ୍ଚିଲାଣି। ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। କେନ୍ଦ୍ରୀୟ…

୧୦ ଦିନରେ ଆସିବ ୪ ଗୁରୁତ୍ୱପୂର୍ଣ୍ଣ ରାୟ: ନଭେମ୍ବର ୧୭ରେ ରଞ୍ଜନ ଗୋଗୋଇ ନେବେ ଅବସର

ନୂଆଦିଲ୍ଲୀ,୩।୧୧: ଆସନ୍ତା ୧୦ ଦିନ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ରାୟ ସୁପ୍ରିମ୍‌କୋର୍ଟ ଦେବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସବୁ ମାମଲାରେ ରାୟ ଦେବେ। ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବେ। ଏହା ପୂର୍ବରୁ…

ଅପରିଷ୍କାର ପରିବେଶ ପାଇଁ ଅବିବାହିତ ରହୁଛନ୍ତି ଯୁବକ

ଲକ୍ଷ୍ନୌ,୩।୧୧: ସ୍ବଚ୍ଛ ଭାରତ ଅଭିଯାନରେ ଏବେ ଗାଁ ଠାରୁ ସହର ସମସ୍ତେ ସାମିଲ ହୋଇଛନ୍ତି ସତ। ହେଲେ ଏବେ ଉତ୍ତର ପ୍ରଦେଶର କାନପୁର ଜିଲା ନିକଟରେ ଥିବା କିଛି ଗାଁ ଏପରି ଅପରିଷ୍କାର ହୋଇ ରହିଛି ଯେ ଏଠାରେ ରୋଗ ବଢିବା…

ଏସ୍‌ସିବି ମେଡିକାଲ: ୫୦୦ରୁ ୨୫୦ ପ୍ରକାର ଔଷଧ ମିଳୁଛି

କଟକ ଅଫିସ, ୩।୧୧: ନିରାମୟ ଯୋଜନାରେ ସରକାର ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏବେ ଏସ୍‌ସିବି ମେଡିକାଲରେ ୨୦୦ରୁ ୨୫୦ ପ୍ରକାରର ଔଷଧ ମହଜୁଦ ରହୁଛି। ଜୀବନରକ୍ଷାକାରୀ ଏଆର୍‌ଭି ଇଞ୍ଜେକଶନ (କୁକୁର କାମୁଡ଼ା), ଏଏସ୍‌ଭି…

ଛଟ୍‌ ପୂଜା ସମୟରେ ଅଘଟଣ: ମନ୍ଦିର ପ୍ରାଚୀର ଭୁଷୁଡି ୨ ମୃତ

ପାଟନା,୩।୧୧: ବିହାର ସମସ୍ତିପୁରର ହସନପୁରରେ ରବିବାର ଘଟିଛି ଏକ ଅଘଟଣ। ଏଠାରେ ଥିବା ଏକ ମନ୍ଦିରର ପ୍ରାଚୀର ଭୁଷୁଡି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମହିଳାମାନେ ଛଟ୍‌ ପୂଜା ପାଇଁ ବାଳ ସୂର୍ଯ୍ୟଙ୍କୁ ପୂଜା…

ମ୍ୟାଜିକ୍‌ ନମ୍ବର ପାଇଁ ଛିଡୁନି ଅଙ୍କକଷା: ମହାରାଷ୍ଟ୍ରରେ ସଙ୍କଟମୋଚନ ସାଜିବ କିଏ ?

ମୁମ୍ବାଇ,୩।୧୧: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁ ନ ଥିବାରୁ କଂଗ୍ରେସ, ଏନସିପି ସହିତ ଅନ୍ୟ ଛୋଟ ଛୋଟ ଦଳ କିଙ୍ଗ୍‌ମେକର ହେବାକୁ ଅପେକ୍ଷା କରିଛନ୍ତି। ଏପରିସ୍ଥଳେ ସଙ୍କଟମୋଚନ କିଏ ସାଜିବ…

ବର୍ଷା ପରେ ବି କମୁନି ରାଜଧାନୀରେ ପ୍ରଦୂଷଣର ସ୍ତର

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବର୍ଷା ପରେ ବି କମୁନି ପ୍ରଦୂଷଣର ମାତ୍ରା। ଶନିବାର ରାତିରେ ଦିଲ୍ଲୀର କିଛି ଅଂଶରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଏବେବି ସେଠାରେ ବାୟୂ ପ୍ରଦୂଷରର ସ୍ତର ସାଂଘାତିକ ଅବସ୍ଥାରେ ରହିଛି। ରବିବାର ସକାଳେ ଏଠାକାର ପ୍ରଦୂଷଣର…

ପ୍ରଦୂଷଣକୁ ଅଣଦେଖା: ଧୂଆଁ, ଧୂଳି ବଳୟରେ ଉପକୂଳ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ସହରାଞ୍ଚଳ ଓ ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ଯାନବାହନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି। ଦେଶର ରାଜଧାନୀ ଦିଲ୍ଲୀ ପ୍ରଦୂଷଣ ବଳୟରେ ଅଣନିଃଶ୍ୱାସୀ ହେଉଛି। ଖୋଲା ନିଃଶ୍ୱାସପ୍ରଶ୍ୱାସ ନେବା ଏକପ୍ରକାର…

ଲଟା ମଧ୍ୟରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାଟଣା,୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମ ମାନପୁର ଡେଣୁଆ ରାସ୍ତା ପାର୍ଶ୍ୱରେ ଥିବା ଏକ ବଗିଚାରୁ ରବିବାର ସକାଳେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟି ସୁସ୍ଥ ଥିବା ବେଳେ ଆମ୍ବୁଲାନ୍ସ ଯୋଗେ ତାକୁ…

ୟୁଏନ୍‌ଏସ୍‌ସିରେ ଉଠିବନି କଶ୍ମୀର ପ୍ରସଙ୍ଗ

ଜାତିସଂଘ,୩ା୧୧: ଚଳିତ ମାସରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକ ଅନୁଷ୍ଠିତ ହେବାକୁ ଥିଲାବେଳେ ସେଥିରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବନାହିଁ। ନଭେମ୍ବର ମାସ ପାଇଁ ୟୁଏନ୍‌ଏସ୍‌ସିରେ ଅଧ୍ୟକ୍ଷତା କରିବାକୁ ଥିବା ବ୍ରିଟେନର ସ୍ଥାୟୀ ପ୍ରତିନିଧି କରେନ ପିର୍ସି ଏହି ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri