ସୁରକ୍ଷାକର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ
ଯୋଡ଼ା,୫।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟାଷ୍ଟିଲ ପୂର୍ବଯୋଡ଼ା ଲୌହଖଣିରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ସୁଜିତ କୁମାର ପ୍ରଧାନ ଅଭିଯୋଗରେ କହିଛନ୍ତି ଯେ, ସେ ଉକ୍ତ ଖଣିର…
ଏଣିକି ରାତି ୧୨ଟା ଯାଏ ବାଜିପାରିବ ମେଲୋଡ଼ି: ପୋଲିସ କମିଶନର
ଭୁବନେଶ୍ୱର, ୫।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣର ମାହୋଲ। ଦଶହରା ପାଇଁ ଟ୍ବିନ୍ ସିଟି ଉତ୍ସବମୁଖର। ପୂଜା ଭିତରେ ଟ୍ବିନ୍ ସିଟିର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି। ଏଣିକି ରାତି ୧୨ଟା ଯାଏ ଟ୍ବିନ୍ ସିଟିରେ ମେଲୋଡ଼ି ଓ ଲାଉଡ୍ସ୍ପିକର…
କଳା ପଲ୍ସର ଆତଙ୍କ : ମହିଳାଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ
କେନ୍ଦୁଝର,୫।୧୦(ଡି.ଏନ୍.ଏ.) : କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖାଦେଇଛି। ଟାଉନ ଥାନାଠାରୁ ମାତ୍ର ୫ଶହ ମିଟର ଦୂର ତଥା ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଜଣେ ମହିଳାଙ୍କଠାରୁ ୨ ଲକ୍ଷ…
ବନ୍ୟପ୍ରାଣୀ ସପ୍ତାହ : ଡାବୁଗାଁ ବ୍ଲକର ୩ ଛାତ୍ରୀଛାତ୍ର ପୁରସ୍କୃତ
ଡାବୁଗାଁ,୫।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜଣେ ଛାତ୍ରୀ ଓ ୨ ଜଣ ଛାତ୍ରଙ୍କ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଅଧୀନ ମୃଗ ବିହାର ପରିସରରେ ଜିଲା ବନ ବିଭାଗ ପକ୍ଷରୁ ଶନିବାର…
କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା ଉଦ୍ୟମ କଲେ ବିଚାରପତି
ବ୍ୟାଙ୍କକ,୫।୧୦: ଥାଇଲାଣ୍ଡରେ ଜଣେ ବିଚାରପତି କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି। ତାଙ୍କ ରାୟରେ ଅନ୍ୟ ଜଣେ ଉପରିସ୍ଥ ବିଚାରପତି ହସ୍ତକ୍ଷେପ କରିବାରୁ ସେ ଏଭଳି କରିଥିବା କୁହାଯାଉଛି। ସେ ନ୍ୟାୟିକ ସ୍ବତନ୍ତ୍ରତାର ନିରପେକ୍ଷତା ନେଇ ପ୍ରଶ୍ନ କରି…
ଶହୀଦ୍ ପରିବାରଙ୍କୁ ମିଳିବ ୪ ଗୁଣା ଅଧିକ କ୍ଷତିପୂରଣ: ରାଜନାଥ ସିଂ କଲେ ଘୋଷଣା
ନୂଆଦିଲ୍ଲୀ,୫।୧୦: ଏଣିକି ଶହୀଦ୍ ପରିବାରଙ୍କୁ ୪ ଗୁଣା ଅଧିକ କ୍ଷତିପୂରଣ ମିଳିବ। ପୂର୍ବରୁ ଶହୀଦ୍ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବାବେଳେ ଏବେ ଏହାକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ
ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍ଓଜି ପୋଲିସ ମାଓବାଦୀ କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ…
ପୋଲିସ ଆଖି ଆଗରେ ନିଆଁରେ ୩ ଘଣ୍ଟା ଜଳିଲେ ଯୁବତୀ: ମହିଳା ଅଧିକାରୀ ଆସି ନ ଥିବାରୁ ହୋଇ ପାରିଲାନି ଉଦ୍ଧାର କାର୍ଯ୍ୟ
ଭୋପାଳ,୫।୧୦: ମଧ୍ୟପ୍ରଦେଶ ମନ୍ଦସୌର ଜିଲାରୋ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୨ ବର୍ଷ ବୟସ୍କା ଯୁବତୀ କୌଣସି କାରଣରୁ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ। ତେବେ ମହିଳା ଅଧିକାରୀ ଚନ୍ଦା…
ପିଆଜ ପରେ ଏବେ ଟମାଟୋ ପାଳି : ଦାମ୍ ୮୦ ଟପିଲା
ନୂଆଦିଲ୍ଲୀ,୫।୧୦: ଗତ ସପ୍ତାହରେ ଦେଶରେ ପିଆଜ ଦାମ୍ ଶହେ ଟପିଥିବା ବେଳେ ରପ୍ତାନୀ ନୀତିରେ କେତେକ ପରିବର୍ତ୍ତନ କରାଯାଇଥିଲା। ଫଳରେ ଏବେ ଏହାର ଦାମ ଧୀରେଧୀରେ କମିବାରେ ଲାଗିଛି। ତେବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ନାଟକ ଆଦି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ…
ପ୍ରଥମ ଟେଷ୍ଟ: ୪୩୧ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍; ଦ୍ୱିତୀୟ ଇନିଂସରେ ଭାରତ ୧୦୨/୧
ବିଶାଖାପାଟଣା,୫।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମୁକାବିଲା ସ୍ଥାନୀୟ ଏସିଏ-ବିଡିସିଏ ଷ୍ଟାଡିଏମ୍ରେ ଖେଳାଯାଉଛି। ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୭ ଓ୍ବିକେଟ ହରାଇ ୫୦୨ ରନ୍ ସଂଗ୍ରହ…
ଚେନ୍ନାଇରୁ ଚୋରିକରି ଓଡ଼ିଶାରେ ଗିରଫ ହେଲେ ଯୁବକ
ଆନନ୍ଦପୁର,୫। ୧୦(ସ୍ବ.ପ୍ର.): ଚେନ୍ନାଇରୁ ଚୋରି କରିଥିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ଦରଡ଼ିପାଳ ଗ୍ରାମର ଜଣେ ଯୁବକଙ୍କୁ ଶୁକ୍ରବାର ରାତିରେ ଚେନ୍ନାଇ ପୋଲିସ ଗିରଫ କରିଛି। ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ଘସିପୁରା ଥାନା ତରଡ଼ିପାଳ…
ନକଲି ମୁଣ୍ଡ କେଶରେ ଯୁବକ ଲୁଚାଇ ନେଉଥିଲେ ଏକ କିଲୋ ସୁନା: ଧରିଲେ କଷ୍ଟମ୍ ଅଧିକାରୀ
କୋଚି,୫।୧୦: କେରଳରେ ଜଣେ ଯୁବକ ନକଲି ମୁଣ୍ଡ କେଶରେ ସୁନା ଲୁଚାଇ ନେଉଥିବା ସମୟରେ କଷ୍ଟମ୍ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। କୋଚି ବିମାନ ବନ୍ଦରରେ ଓହ୍ଲାଇଥିବା ନୌଶାଦ୍ ନାମକ ଏହି ଯୁବକ ମଲପ୍ପୁରମ୍ ବାସିନ୍ଦା। ସେ ସୌଦିରୁ ଚୋରା ସୁନା କାରବାର…
Archives


