Home

ଅସଲ ହିରୋର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୩୧।୧୦: ଉତ୍ତର ପଶ୍ଚିମ ସିରିୟାର ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌)ର ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦି ଶିବିରରେ ଆକ୍ରମଣ କରିବା ସମୟରେ ଆହତ ହୋଇଥିବା ଆମେରିକା ସେନାର ଏକ କକୁର ଏବେ ଠିକ୍‌ ହୋଇଯାଇଥିବା ଜଣାପଡିଛି। ଆମେରିକା ଗଣମାଧ୍ୟମର ସୂଚନା…

‘୫-ଟି’କୁ କଟାକ୍ଷ କଲେ ସୁର: କହିଲେ ‘ଟି ନା ଚା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ସୁଶାସନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଉଛି। ପ୍ରଥମେ ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଏହାକୁ କଟାକ୍ଷ କରିବା ପରେ…

ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କ ଗୀତଶୁଣି ଭାବୁକ ହେଲେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍‌

ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ଗୀତ ଶୁଣି ଭାବୁକ ହୋଇପଡ଼ିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ ସନୀ। ସନୀ ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍‌…

ଲାଭଦାୟକ ପିଆଜ ଚୋପା: ଅନେକ ରୋଗରୁ ଦେଇଥାଏ ମୁକ୍ତି

ପିଆଜ ଆମ ଶରୀର ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ହେବା ସାଙ୍ଗକୁ କେଶ ଲମ୍ବା ଏବଂ ଘନ ହୋଇଥାଏ। ତେଣୁ ପିଆଜ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ। ତେବେ…

ଘୋଡ଼ାହାଡ଼ ଗଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୩୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅଗ୍ନିଶମ ବାହିନୀ ଗୁରୁବାର ମଧ୍ୟାହ୍ନରେ ସାନଖେମୁଣ୍ଡି ବ୍ଲକ ମୌଳାଭଣଜା ପଞ୍ଚାୟତ ବଳଧିଆ ଗ୍ରାମ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେ ହେଲେ ବଳଧିଆ ଗ୍ରାମର ଶ୍ରୀକାନ୍ତ ପ୍ରଧାନଙ୍କ ସ୍ତ୍ରୀ ରୁକ୍ମିଣୀ।…

ପ୍ରଦୂଷଣ ପାଇଁ ଭାରତକୁ ଦାୟୀ କଲା ପାକିସ୍ତାନ

ଇସ୍‌ଲାମାବାଦ,୩୧।୧୦: ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଇମ୍ରାନ ଖାଁଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଫୟାଦ ଚୌଧୂରୀ ଏଥର ବି ଆସିଛନ୍ତି ଚର୍ଚ୍ଚାକୁ। ଏଥର ପାକିସ୍ତାନରେ ବଢୁଥିବା ପ୍ରଦୂଷଣକୁ ନେଇ ସେ ମତ ଦେଇଛନ୍ତି। ସେ କହିଛନ୍ତି ଲାହୋରରେ ହେଉଥିବା ପ୍ରଦୂଷଣ…

ଅପରାଜିତାଙ୍କୁ ଅରୂପଙ୍କ ଜବାବ: ‘ସେ ଟ୍ରେନିଂରେ ‘୫-ଟି’ ଶିଖିଥିବେ, ମୁଁ କେବଳ ପରେଡ୍‌ ଶିଖିଛି’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ସହ ଆଇଏଏସ୍‌ ପ୍ରଶିକ୍ଷଣ ସମୟରେ ଏ ସମ୍ପର୍କରେ ପଢ଼ାଯାଇଥାଏ ବୋଲି ଗୁରୁବାର ମତ ରଖିଥିଲେ ଏମ୍‌ପି ତଥା ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଏହାର ଜବାବ ରଖିଛନ୍ତି ବିଜେଡି ନେତା ତଥା…

ରେଡ୍‌ ଲେଡି : କେଶଠାରୁ ଆରମ୍ଭ କରି ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର

ଜୋରିକା ରିବରନିକ୍‌ଙ୍କୁ ବୋସନିଆର ଲୋକେ ରେଡ୍‌ ଲେଡି ନାମରେ ଜାଣନ୍ତି। କାରଣ ତାଙ୍କ କେଶଠାରୁ ଆରମ୍ଭ କରି ପୋଷାକ ଏପରିକି ଘରର ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର। ଜୋରିକାଙ୍କୁ ଲାଲ୍‌ ରଙ୍ଗ ବହୁ ପସନ୍ଦ। ସେ ଚାହାନ୍ତି ତାଙ୍କର ଆଖପାଖ…

ବାଗ୍‌ଦାଦି ନିଜ ଜୀବନ ବଞ୍ଚାଇବା ପାଇଁ ୬୭ ହଜାର ଡଲାରରେ କିଣିଥିଲେ ଶତ୍ରୁକୁ; ବିଶ୍ୱାସଘାତକତା କଲେ ବିଶ୍ୱସ୍ତ

ଓ୍ବାଶିଂଟନ,୩୧।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ନିଜ ଜୀବନ ବଞ୍ଚାଇବା ପାଇଁ ଶତ୍ରୁ ସଂଗଠନ ହୁର୍ଶସ ଅଲ୍‌ ଦିନ୍‌ ସଦସ୍ୟଙ୍କୁ ୬୭ ହଜାର ଡଲାରରେ କିଣିଥିଲେ। ଏହି ସଂଗଠନ ସଦସ୍ୟ ବାଗ୍‌ଦାଦିଙ୍କ ସମ୍ପର୍କିତ…

‘୫-ଟି’କୁ ପୁଣି ଅପରାଜିତାଙ୍କ କଟାକ୍ଷ: ‘ଏହା ଅଭିନବ ପଦକ୍ଷେପ ନୁହେଁ, ବହୁତ ପୁରୁଣା କଥା’

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘୫-ଟି’ କାର୍ଯ୍ୟକ୍ରମକୁ ପୁଣି ଥରେ ସମାଲୋଚନା କରିଛନ୍ତି ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀ। ଗୁରୁବାର ରେଳବାଇ ଷ୍ଟାଡିୟମରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅପରାଜିତା କଟାକ୍ଷ କରି କହିଛନ୍ତି,…

ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ ଯିବାକୁ ପଡିଛି। ସୂଚନାଯୋଗ୍ୟ, ବୁଧବାର ଆଜୀବନ କାରାଦଣ୍ଡ ଭୋଗୁଥିବା ମନଦୀପ ସିଂଙ୍କ ବିବାହ ଥିଲା।…

ନିର୍ଭୟା ଗଣ ବଳାତ୍କାର: ରାଜକ୍ଷମା ଆବେଦନ ପାଇଁ ଦୋଷୀଙ୍କୁ ୭ ଦିନ ସମୟ; ଏହା ପରେ ଜାରି ହେବ କଳା ପରଓ୍ବାନା

ନୂଆଦିଲ୍ଲୀ,୩୧।୧୦: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ଦୋଷୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରିବେ। ଏହି ନୋଟିସ୍‌ର ସମୟ ସୀମା ନଭେମ୍ବର ୪ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri