Home

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର, ୫।୧୧(ବ୍ୟୁରୋ) : ଉତ୍ତର ଆଣ୍ଡାମାନରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ଉପକୂଳ ଓଡ଼ିଶାରେ ବାତ୍ୟା ମାଡ଼ ହେବ ବୋଲି ଖବର ପ୍ରକାଶ ପାଉଛି। ଏହାକୁ ନେଇ ସାଧାରଣ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ…

ଶଗଡ଼ରେ ନମ୍ବର ପ୍ଲେଟ୍‌: ମାଲିକଙ୍କ ନାମ ସହିତ ଲେଖାଯାଉଛି ନମ୍ବର

ବିଜାପୁର,୫।୧୧: ଗାଡ଼ିରେ ନମ୍ବର ପ୍ଲେଟ୍‌ ରହିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥାଏ। ତେବେ ଛତିଶଗଡ଼ ବିଜାପୁରରେ ପ୍ରତି ଶଗଡ଼ରେ ନମ୍ବର ପ୍ଲେଟ୍‌ ରହିଛି। ଏଥିରେ ମାଲିକଙ୍କ ନାମ ସହିତ ନମ୍ବର, ଫୋନ୍‌ ନମ୍ବର, ଠିକଣା ଆଦି ରହିଛି।…

ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ: ସେବାୟତ-ପ୍ରଶାସନ ମୁହାଁମୁହିଁ, ୩୦ ମିନିଟ ଦର୍ଶନ ବନ୍ଦ

ସାକ୍ଷୀଗୋପାଳ, ୫।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ଅଁଳାନବମୀ ଉପଲକ୍ଷେ ରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଛି। ରାତ୍ର ୧ଟାରୁ ଦ୍ୱାର ଫିଟାଯାଇ ଭୋରସୁଦ୍ଧା ଦେବ ନୀତି ସମାପନ ହୋଇଥିଲା। ସାକ୍ଷୀଗୋପାଳ ଠାକୁରଙ୍କ ଆକର୍ଷଣୀୟ ନଟବର ବେଶ…

୧କୋଟି ଟଙ୍କାର ସିଗାରେଟ ଭର୍ତ୍ତି କଣ୍ଟେନର ଲୁଟ୍‌: ଚାଳକଙ୍କୁ ବାନ୍ଧି ଜଙ୍ଗଲରେ ଫିଙ୍ଗିଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ, ୫।୧୧: ଖୋର୍ଦ୍ଧା ଜିଲା କୋଲକାତା- ମାଡ୍ରାସ ୧୬ ନଂ. ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ବାଇପାସ୍‌ରୁ ସୋମବାର ରାତିରେ ୧କୋଟି ଟଙ୍କାର ସିଗାରେଟ ଭର୍ତ୍ତି ଏକ କଣ୍ଟେନର ଗାଡି ଲୁଟ୍‌ ହୋଇଛି। ଆଇଟିସି କମ୍ପାନୀର ଦାମୀ…

ମହାରାଷ୍ଟ୍ରରେ ପୁଣିଥରେ ବିଧାନସଭା ନିର୍ବାଚନ ହେବା ଆବଶ୍ୟକ:ଭାଜପା ମନ୍ତ୍ରୀ

ପୁଣେ,୫।୧୧: ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓ୍ବଲ ପୁଣିଥରେ ବିଧାନସଭା ନିର୍ବାଚନ କରିବା ପାଇଁ ମତ ଦେଇଛନ୍ତି। ସେ କହିଛନ୍ତି ଭାଜପାର କିଛି…

ଷ୍ଟାଚ୍ୟୁ ଅଫ୍‌ ୟୁନିଟି ତାଜମହଲଠାରୁ ଅଧିକ ଆୟ କରିଛି

ନୂଆଦିଲ୍ଲୀ,୫।୧୧: ଷ୍ଟାଚ୍ୟୁ ଅଫ୍‌ ୟୁନିଟି ସପ୍ତାଶ୍ଚର୍ଯ୍ୟ ତାଜମହଲଠାରୁ ଅଧିକ ଆୟ କରି ରେକର୍ଡ କରିଛି। ଅକ୍ଟୋବର ୩୧ ସୁଦ୍ଧା ତାଜମହଲ ୫୬ କୋଟି ଟଙ୍କା ଆୟ କରିଛି। ତେବେ ଏହି ସମୟ ମଧ୍ୟରେ ଗୋଟିଏ ବର୍ଷରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ୬୩…

ଡ୍ରିମ୍‌ ଓ୍ବେଡିଂ ଚାହୁଁଛନ୍ତି ମଲାଇକା

ମୁମ୍ବାଇ: ବି-ଟାଉନର ଲଭ୍‌ ବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ବହୁଥର ଏହି ଲଭ୍‌ ବାର୍ଡଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳିଛି। ନିକଟରେ ଦୁହିଁଙ୍କର ମାଲଦ୍ୱୀପ ଓ ନ୍ୟୁୟର୍କରେ ଛୁଟି କଟାଇଥିବାର କିଛି ଫଟୋ ଭାଇରାଲ…

ସୁଷମା ସ୍ବରାଜଙ୍କୁ ମନେପକାଇଲେ ସ୍ବାମୀ: କହିଲେ ବିଦେଶରେ ନୁହେଁ, ନିଜ ଦେଶରେ ହିଁ ସର୍ଜରୀ କରିବାକୁ ଚାହୁଁଥିଲେ

ନୂଆଦିଲ୍ଲୀ, ୫।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଚଳିତବର୍ଷ ଅଗଷ୍ଟରେ ନିଧନ ହୋଇଯାଇଥିଲା। ତାଙ୍କ ବିୟୋଗର ୩ମାସ ପରେ ସ୍ବାମୀ ସ୍ବରାଜ କୌଶଳ ଏକ ଭାବପ୍ରବଣ ଟୁଇଟ କରିଛନ୍ତି। ସେ ଟୁଇଟରେ…

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରକୁ ନେଇ ପୁଣି ମତ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଥିଲେ ବୋଲି ପ୍ରଥମେ ସୂଚନା ମିଳିଥିଲା। ହେଲେ ଏବେ ଏହି ଆଦେଶକୁ ତୁରନ୍ତ ପରିବର୍ତ୍ତନ କରିବାକୁ ସେ ନିର୍ଦ୍ଦେଶ…

ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ ଉତ୍ପାଦ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ବର୍ଷର ଦୀର୍ଘ ଗବେଷଣା ପରେ ଚାଇନା…

ଦିଲ୍ଲୀର ପ୍ରଦୂଷଣକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନନ୍ଦ କିଶୋର

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ବେଳକୁ ବେଳ ବଢିଯାଉଥିବା ବେଳେ ଏବେ ଏହାକୁ ନେଇ ସମସ୍ତେ ଚିନ୍ତାରେ। ତେବେ ଗାଜିଆବାଦ ଲୋନିର ଭାଜପା ବିଧାୟକ ନନ୍ଦ କିଶୋର ଗୁରଜର ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର…

ଦେଶର ସର୍ବାଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ନୁହେଁ ବରଂ ଉତ୍ତର ପ୍ରଦେଶର ୮, ହରିୟାଣାର ୨ ସହର ରହିଛି

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସମଗ୍ର ଦେଶରେ ଚିନ୍ତାର ବିଷୟ ପାଲଟିଛି। ସୋମବାର ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କାରଣ ରାଜଧାନୀର କିଛି ସହରରେ ବାୟୁର ଗୁଣବତ୍ତା ଗମ୍ଭୀରରୁ ଖସି ଖରାପରେ ପହଞ୍ଚିଥିବା ନେଇ AQI ରୁ ଜଣାପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri