Home

ଜନ୍ମଦିନରେ ନିଜକୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜ ଟୁଇଟରରେ ଏକ ହାତ ଲେଖା ହୃଦୟସ୍ପର୍ଶୀ ଚିଠି ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସବୁଠୁ ରୋଚକ…

ତାରପୁର ମହାନଦୀ ବ୍ରିଜ୍‌ରୁ ଡେଇଁ ବ୍ୟକ୍ତି ନିଖୋଜ

ରଘୁନାଥପୁର, ୫।୧୧(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ତାରପୁର ବାଇପାସ୍‌ ନିକଟ ମହାନଦୀ ବ୍ରିଜ୍‌ରୁ ପାଣିକୁ ଡେଇଁ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କୁ ପ୍ରାୟ ୫୦ ବର୍ଷ ହେବ…

ଫଡ଼ନବିଶଙ୍କୁ ସାମ୍‌ନାରେ ସମାଲୋଚନା: ମହାରାଷ୍ଟ୍ରରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ଜିରୋ ଭିଜିବିଲିଟିରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ସଦୃଶ

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଛି। ରାଜ୍ୟ ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସୋମବାର ଭେଟିଥିଲେ। ଏହାକୁ ନେଇ ଶିବସେନା ମୁଖପତ୍ର ସାମ୍‌ନାରେ ମଙ୍ଗଳବାର ଫଡ଼ନବିଶଙ୍କୁ କଡ଼ା…

ଓକିଲଙ୍କ ବିରୋଧରେ ତାତିଲେ ପୋଲିସ: ହେଡ୍‌କ୍ୱାଟର ସମ୍ମୁଖରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୫।୧୧: ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ବାହାରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ମାମଲା ଏବେ ଉଗ୍ରରୂପ ଧାରଣ କରିଛି। ମଙ୍ଗଳବାର ସକାଳେ ଦିଲ୍ଲୀର ପୋଲିସ ହେଡ୍‌କ୍ୱାଟର ସମ୍ମୁଖରେ ବହୁ ମାତ୍ରାରେ ପୋଲିସ ଯବାନ ଏକତ୍ରିତ ହୋଇ ବିରୋଧ…

ନିର୍ଭୟା ଗଣ ବଳାତ୍କାର ମାମଲା: ରାଜକ୍ଷମା ପାଇଁ ମନା କଲେ ଦୋଷୀ; ଏବେ ଫାଶିକୁ ଅପେକ୍ଷା !

ନୂଆଦିଲ୍ଲୀ,୫।୧୧: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଥିଲା। ସେହିପରି ସେମାନେ ସୁପ୍ରିମ୍‌କୋର୍ଟରେ ସୋମବାର ପୁନର୍ବିଚାର ଓ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରିବାର ଥିଲା। ମାତ୍ର ଦୋଷୀମାନେ ରାଜକ୍ଷମା କିମ୍ବା ପୁନର୍ବିଚାର ଓ…

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌ ବିଦ୍ୟା ପୁରସ୍କାର ନାମ ଦିଆଯାଇଛି। ୨୦୧୯ରୁ ରାଜ୍ୟ ସରକାର ଏହି ନାଁରେ ପୁରସ୍କାର ପ୍ରଦାନ…

ନଜରବନ୍ଦୀ ନେତାଙ୍କ ପାଇଁ ହରଡ଼ଘଣାରେ ସରକାର: ୩ ମାସରେ ଖର୍ଚ୍ଚ ହେଲାଣି ୨ କୋଟି ୬୫ ହଜାର

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଶାନ୍ତି ଶୃଙ୍ଖଳା ଏବଂ ଯେକୌଣସି ଅଭାବନୀୟ ସ୍ଥିତିକୁ ଏଡ଼ାଇବା ପାଇଁ ସରକାର କେତେକ ରାଜନେତାଙ୍କୁ ନଜରବନ୍ଦୀ କରିଥିଲେ। ତେବେ ଏହି ପଦକ୍ଷେପ ଏବେ ସରକାରଙ୍କ ପାଇଁ ହରଡ଼ଘଣା ପାଲଟିଛି। ଗତ ୩ ମାସ…

ଇମ୍ଫାଲ୍‌ରେ ଆଇଇଡି ବିସ୍ଫୋରଣ: ଆତଙ୍କବାଦୀ ସଂଗଠନ ହାତ ଥିବା ସନ୍ଦେହ

ଇମ୍ଫାଲ୍‌,୫।୧୧: ମଣିପୁର ଇମ୍ଫାଲ୍‌ରେ ମଙ୍ଗଳବାର ସକାଳେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଥଙ୍ଗଲ ବଜାରରେ…

ଆସୁଛି ବାତ୍ୟା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଆଣ୍ଡାମାନ ନିକଟସ୍ଥ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନରୁ ୫.୮ କିଲୋମିଟର ବ୍ୟାପି ରହିଛି। ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ(ଡିପ୍ରେଶନ)ରେ…

ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି: ରାସ୍ତାରେ ଗଡ଼ିବନି ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ

ପାଟନା,୫।୧୧: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ମଙ୍ଗଳବାରଠାରୁ ଆଉ ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ ରାସ୍ତାରେ ଗଡ଼ିବନି। ସୋମବାର ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟରେ ହୋଇଥିବା ଶୁଣାଣି ପରେ ନୀତୀଶ…

ଗୁଜରାଟ ମୁହାଁ ହେଉଛି ‘ମାହା’

ନୂଆଦିଲ୍ଲୀ,୫।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାହା’ ଏବେ ତା’ର ଦିଗ ପରିବର୍ତ୍ତନ କରୁଛି ବୋଲି କହିଛି ପାଣିପାଗ ବିଭାଗ। ଏବେ ଏହା ଗୁଜରାଟ ମୁହାଁ ହେଉଛି। ଏହାର ପ୍ରଭାବରେ ଗୁଜରାଟରେ ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ର, ଗୁଜରାଟ,…

ବିଦେଶୀ ଗାଈ ଗୋମାତା ନୁହେଁ; ଆଣ୍ଟି: ସେମାନଙ୍କ କ୍ଷୀରରେ ପୂଜା ହେବା ଅନୁଚିତ କହିଲେ ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ

କୋଲକାତା,୫।୧୧: ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ୍‌ ଘୋଷ ଏକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି ଯେ, ବିଦେଶୀ ଗାଈ ଗୋମାତା ନୁହଁନ୍ତି। ବିଦେଶୀ ଗାଈ ଭାରତୀୟ ଗାଈଙ୍କ ଭଉଣୀ। ତେଣୁ ତାଙ୍କୁ ଆଣ୍ଟି ଡକାଯିବା ଆବଶ୍ୟକ। ଜର୍ସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri