Home

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଳିମାଟି,୫ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ସୋମବାର ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ସାଇାକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୀରଗୋବିନ୍ଦପୁର ଗ୍ରାମର ପଦ୍ମଲୋଚନ ମହାପାତ୍ର (୫୨)। ସୂଚନାନୁଯାୟୀ, ପଦ୍ମଲୋଚନ ଗାଈ…

ପ୍ରଥମ ଦେଖାରେ ଅନୁଷ୍କାଙ୍କୁ ଏମିତି କହିଥିଲେ ବିରାଟ

ଭାରତର ରନ ମେସିନ ବିରାଟ କୋହଲି ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବହୁ ପ୍ରତିଷ୍ଠିତ କ୍ରିକେଟର୍‌ ଓ ବଲିଉଡ କଳକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କୋହଲି ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସହ…

ଆୟୁଷ୍ମାନଙ୍କ ଗଙ୍ଗା ଆଳତୀ

ବାରାଣସୀ: ବଲିଉଡ୍‌ ଅଭିନେତା ତଥା ଅନ୍ଧାଧୂନ ଫେମ୍‌ ଆୟୁଷ୍ମାନ ଖୁରାନା ଏବେ ନିଜର ଅପ୍‌ କମିଂ ଫିଲ୍ମ ବାଲାର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି। ଇତିମଧ୍ୟରେ ସେ ସୋମବାର ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରିଛନ୍ତି। ଆୟୁଷ୍ମାନ ସନ୍ଧ୍ୟାରେ ଦଶ୍ୱମେଧ ଘାଟ ପହଞ୍ଚି ଗଙ୍ଗା…

ଫିଲ୍ମ ‘ପାନିପତ୍‌’ ଟ୍ରେଲର୍‌: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ

ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍‌ ଯୁଦ୍ଧକୁ କେନ୍ଦ୍ର କରି ନିର୍ମିତ ହୋଇଥିବା ଏହି ଫିଲ୍ମକୁ ନେଇ ଏବେ ବଲିଉଡରେ ବେଶ୍‌ ଚର୍ଚ୍ଚା…

ହେଲମେଟ୍‌ ପିନ୍ଧି କାର୍ଯ୍ୟାଳୟରେ କାମ କରୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ

ବାନ୍ଦା,୫।୧୧: ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବାକୁ ନିୟମ ରହିଛି। ତେବେ ଉତ୍ତରପ୍ରଦେଶ ବାନ୍ଦା ସ୍ଥିତ ବିଦ୍ୟୁତ୍‌ ବିଭାଗର ଏକ କାର୍ଯ୍ୟାଳୟରେ କର୍ମଚାରୀ ହେଲମେଟ୍‌ ପିନ୍ଧି କାମ କରୁଛନ୍ତି। ଏହି କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ଏହାର ସିଲିଂରୁ ଖଣ୍ଡ…

ନଭେମ୍ବର ୧୧ରେ ସୂର୍ଯ୍ୟରେ ଦେଖା ଯିବ କଳାଜାଇ

ଓ୍ବାଶିଂଟନ୍‌,୫।୧୧: ନଭେମ୍ବର ୧୧ରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ ସୂର୍ଯ୍ୟ ଉପରେ ଏକ ବଡ଼ କଳାଜାଇ ଗତି କରୁଥିବାର ଦେଖାଯିବ। ଏହା ଗ୍ରୀନିଚ୍‌…

ଚିରାଗ ପାଶଓ୍ବାନ ହେଲେ ଏଲ୍‌ଜେପି ମୁଖ୍ୟ

ନୂଆଦିଲ୍ଲୀ,୫।୧୧: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାବବିଳାସ ପାଶଓ୍ବାନ ନିଜ ରାଜନୈତିକ କମାଣକୁ ପୁଅ ଚିରାଗ ପାଶଓ୍ବାନଙ୍କ ହାତରେ ସମର୍ପି ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ରାମବିଳାସ ଦଳର…

ବ୍ଲାକ୍‌ରୋଜ୍‌ରେ ପିଟିହୋଇ ବୁଡିଗଲା ଟ୍ରଲର

ପାରାଦୀପ, ୫।୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରଠାରୁ ୬ କି.ମି ଦୂରରେ ସୁମଦ୍ରରେ ବୁଡି ରହିଥିବା ବହୁ ଚର୍ଚ୍ଚିତ ବ୍ଲାକରୋଜ୍‌ ଜାହାଜରେ ମଙ୍ଗଳବାର ପ୍ରତ୍ୟୁଷରେ ଦୁର୍ଘଟଣା ଘଟିଛି। ମା’ ଜଗତ୍‌ଜନନୀ ନାମକ ମାଛଧରା ଟ୍ରଲର ମାଛ ଧରି ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ…

ଆଫଗାନିସ୍ତାନରେ ୫ ତାଲିବାନ ଆତଙ୍କବାଦୀ ମୃତ

ବାରାକ୍‌-ଇ-ବାରାକ୍‌,୫।୧୧: ଆଫଗାନିସ୍ତାନର ବାରାକ୍‌-ଇ-ବାରାକ୍‌ ଜିଲାର ଶନା କ୍ୱେଲା ଗାଁରେ ୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମଧ୍ୟ ଲାଗୋର ଅଞ୍ଚଳରେ ସୋମବାର ସ୍ପେଶାଲ ପୋଲିସ ଫୋର୍ସଙ୍କ ଦ୍ୱାରା ଚାଲିଥିବା ଅପରେଶନରେ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ସମୟରେ ଆତଙ୍କବାଦୀମାନେ…

ମହାରାଷ୍ଟ୍ରରେ ସରଗରମ ହେଉଛି ରାଜନୀତି: ରାଜ୍ୟପାଳଙ୍କୁ ଭେଟିବେ କଂଗ୍ରେସ-ଏନ୍‌ସିପି ନେତା

ମୁମ୍ବାଇ,୫।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି(ଭାଜପା) ତା ଜିଦ୍‌ରେ ଅଟଳ ରହିଥିବା ବେଳେ ଅନ୍ୟପଟେ ଶିବସେନା ମଧ୍ୟ ଜିଦ୍‌ରୁ ଓହରିବାକୁ ପ୍ରସ୍ତୁତ ନୁହେଁ। ଏପରି ପରିସ୍ଥିତିରେ ନୂଆ ସରକାର ଗଠନକୁ…

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର, ୫।୧୧(ବ୍ୟୁରୋ) : ଉତ୍ତର ଆଣ୍ଡାମାନରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ଉପକୂଳ ଓଡ଼ିଶାରେ ବାତ୍ୟା ମାଡ଼ ହେବ ବୋଲି ଖବର ପ୍ରକାଶ ପାଉଛି। ଏହାକୁ ନେଇ ସାଧାରଣ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ…

ଶଗଡ଼ରେ ନମ୍ବର ପ୍ଲେଟ୍‌: ମାଲିକଙ୍କ ନାମ ସହିତ ଲେଖାଯାଉଛି ନମ୍ବର

ବିଜାପୁର,୫।୧୧: ଗାଡ଼ିରେ ନମ୍ବର ପ୍ଲେଟ୍‌ ରହିବା ପାଇଁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥାଏ। ତେବେ ଛତିଶଗଡ଼ ବିଜାପୁରରେ ପ୍ରତି ଶଗଡ଼ରେ ନମ୍ବର ପ୍ଲେଟ୍‌ ରହିଛି। ଏଥିରେ ମାଲିକଙ୍କ ନାମ ସହିତ ନମ୍ବର, ଫୋନ୍‌ ନମ୍ବର, ଠିକଣା ଆଦି ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri