ମୋବାଇଲ ଫାଟି ଶ୍ରମିକ ମୃତ
ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ୍ ଥାନା ଅଧୀନ ଅଠରବାଙ୍କି ଲକ୍ଫଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମୋବାଇଲ ଫାଟିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ରଣପୁର ଅଞ୍ଚଳର ମୁନା ପ୍ରଧାନ(୩୫)। ସେ ସଂଘ କାର୍ଯ୍ୟାଳୟ ପରିସରରେ ଥିବା…
ଉପନିର୍ଦ୍ଦେଶକ, ପ୍ରାଣୀଧନ ନିରୀକ୍ଷକ ପଦ ଖାଲି
ସୋନପୁର,୧୨।୧୧(ନି.ପ୍ର.) କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ଅଧିବାସୀଙ୍କ ଦ୍ୱିତୀୟ ମୁଖ୍ୟ ଜୀବିକା ପ୍ରାଣୀ ସମ୍ପଦ ପାଳନ। ସଂଖ୍ୟାଧିକ ଲୋକ ଗାଇ, ବଳଦ, ମଇଁଷି, ମେଣ୍ଡା, ଛେଳି ଓ କୁକୁଡା ଆଦି ପାଳନ କରି ଏବଂ ସେଗୁଡିକୁ ଆବଶ୍ୟକ ସ୍ଥଳେ ବିକ୍ରି କରି…
ଶ୍ରୀ ଲିଙ୍ଗରାଜ ମନ୍ଦିର ପୂର୍ଣ୍ଣମୀ ପାଇଁ ଫୁଲ ସଜାଇଲେ ଭକ୍ତ
ପୁରୁଣା ଭୁବନେଶ୍ୱର,୧୨ା୧୧(ଡି.ଏନ୍.ଏ.): କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏକମାସ ଧରି ବ୍ରତ ରଖିଥିବା ହବିଷ୍ୟାଳିମାନେ ଶ୍ରୀ ଲିଙ୍ଗରାଜଙ୍କ ରାଇ ଦାମୋଦର ବେଶ ଦର୍ଶନ ସହ ବ୍ରତ ସମାପନ କରିଥାନ୍ତି। ଏହି ଅବସରରେ ପ୍ରଥମଥର…
ହାର୍ଟଆଟାକ୍ରୁ ଦୂରେଇ ରଖେ ଏହି ରସ…
ସକାଳେ ଅଧାକପ୍ କାକୁଡ଼ି ଜୁସ୍ ପିଇଲେ ଶରୀରର ବହୁ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳ, ଶ୍ୱେତସାର,ସ୍ନେହସାର, ପୁଷ୍ଟିସାର, ତନ୍ତୁଜ ରହିଥାଏ। ଏହାଛଡ଼ା ଏଥିରେ ଫସଫରସ୍, କ୍ୟାଲସିୟମ, ଲୌହ ଆଦି ରହିଛି। ନିୟମିତ ଏହାକୁ ପିଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ…
ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ : ଗଣପର୍ବରେ ପରଣିତ ହୋଇଛି କଳିଙ୍ଗ ବାଲିଯାତ୍ରା
ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି ବିଜୁ ମଇଦାନଠାରେ ସୋମବାର ସନ୍ଧ୍ୟାରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା…
ଜେଟ୍ ବିରୋଧରେ ହେବ ଏସ୍ଏଫ୍ଆଇଓ ତଦନ୍ତ
ନୂଆଦିଲ୍ଲୀ,୧୨-୧୧: ନରେଶ ଗୋଏଲଙ୍କ ଦ୍ୱାରା ପ୍ରତିଷ୍ଠିତ ଜେଟ୍ ଏୟାରଓ୍ବେଜ ବିମାନ କମ୍ପାନୀ ଲାଗି ଅଡୁଆ ବଢିଛି। ବିଭିନ୍ନ କାରଣ ଲାଗି ଏହି ବିମାନ କମ୍ପାନୀ ବର୍ତ୍ତମାନ ବନ୍ଦ ହୋଇ ପଡିଛି। ବିମାନ କମ୍ପାନୀର ଜେନେରାଲ ସେଲ୍ସ ଏଜେଣ୍ଟ (ଜିଏସ୍ଏ) ମଡେଲ ଦ୍ୱାରା…
ଏହି ଚା’ ପିଅନ୍ତୁ, ଓଜନ କମ୍ କରନ୍ତୁ
ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଔଷଧ ମିଳୁଥିବାବେଳେ ତାହା କାମ ମଧ୍ୟ ଦେଉନାହିଁ। ତେବେ ପ୍ରାକୃତିକ ଉପାୟରେ କେମିତି ଓଜନ କମାଇବେ…
ଡାଏପର୍ ପିନ୍ଧିଥିବା ଶିଶୁର ବ୍ୟାଟିଂ ଷ୍ଟାଇଲ୍ ଦେଖି ଆଶ୍ଚର୍ଯ୍ୟ ହେଲେ ପ୍ରସିଦ୍ଧ କ୍ରିକେଟର
ଲଣ୍ଡନ,୧୨।୧୧: ଆଜିକାଲି ଶିଶୁଟିଏ ଜନ୍ମ ହେବାମାତ୍ରେ ତାକୁ ନେଇ ମାତାପିତା ଅନେକ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ଛୋଟ ବେଳୁ ଶିଶୁଟିକୁ ଟ୍ରେନିଂ ଦେବା ଆରମ୍ଭ କରିଦେଇଥାନ୍ତି। ଖାସ୍ ଭାବେ ଆଜିକାଲି ଅନେକ ମାତାପିତା ପିଲାଙ୍କୁ ଜଣେ ଖେଳାଳି ଭାବେ ଗଢି ତୋଳିବା…
ରାଜଧାନୀ ରାସ୍ତା ମରଣଯନ୍ତା: ଓଏଚ୍ଆର୍ସିରେ ପିଟିଶନ
ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ) ରାଜଧାନୀର ଅନେକ ରାସ୍ତା ଏବେ ମରଣାଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଆବର୍ଜନା ପାଣି ଜମି ରହୁଛି। ସେହିଭଳି ରାସ୍ତା ପାର୍ଶ୍ୱରେ ବେଆଇ ପାର୍କିଂ ହେଉଥିବାରୁ ସହରବାସୀ ହଟହଟା ହେବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ନେଇ…
ରାଜଧାନୀରେ ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା
ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ) ମଞ୍ଚେଶ୍ୱର ଥାନା ଅଧୀନ ଜରିପାଟଣା ଗ୍ରାମ ପାର୍ଶ୍ୱରେ ଥିବା କୁଆଖାଇ ନଦୀପଠାରେ ମଙ୍ଗଳବାରଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରା ଅନୁଷ୍ଠିତ ହେବ। ଏନେଇ ଅପରାହ୍ନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଟ୍ରାଫିକ୍ ନିୟନ୍ତ୍ରଣ ଓ ସର୍ବସାଧାରଣଙ୍କ ଯାତାୟାତ…
ବାଇକ ମୁହାଁମୁହିଁ, ଜଣେ ମୃତ
ଶେରଗଡ଼,୧୧ା୧୧(ଡି.ଏନ୍.ଏ.)- ଶେରଗଡ଼ ବ୍ଲକ ଧବଳପୁର ଷୋଳଶଳା ଗ୍ରାମ ରାସ୍ତାରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୨ ବାଇକ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଗଡ଼ ଥାନା ଖାରିପଲ୍ଲି ଗ୍ରାମର ସରୋଜ କୁମାର ସ୍ବାଇଁ। ଅନ୍ୟଜଣେ…
୧୦୦ ଅଭିଯୋଗ ଶୁଣିଲେ ଜିଲାପାଳ
ବାଲିଅନ୍ତା,୧୧ା୧୧(ଡି.ଏନ୍.ଏ.): ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସୀତାଂଶୁ କୁମାର ରାଉତ ଯୋଗଦେଇ ୧୦୦ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ । ଏଥିରେ ୯୭ଟି ବ୍ୟକ୍ତିଗତ ଓ…
Archives


