Home

ବାଇକ ମୁହାଁମୁହିଁ, ଜଣେ ମୃତ

ଶେରଗଡ଼,୧୧ା୧୧(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଧବଳପୁର ଷୋଳଶଳା ଗ୍ରାମ ରାସ୍ତାରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୨ ବାଇକ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଗଡ଼ ଥାନା ଖାରିପଲ୍ଲି ଗ୍ରାମର ସରୋଜ କୁମାର ସ୍ବାଇଁ। ଅନ୍ୟଜଣେ…

୧୦୦ ଅଭିଯୋଗ ଶୁଣିଲେ ଜିଲାପାଳ

ବାଲିଅନ୍ତା,୧୧ା୧୧(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସୀତାଂଶୁ କୁମାର ରାଉତ ଯୋଗଦେଇ ୧୦୦ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ । ଏଥିରେ ୯୭ଟି ବ୍ୟକ୍ତିଗତ ଓ…

ସୁସ୍ଥ ସ୍ବାସ୍ଥ୍ୟ, ସୁନ୍ଦର ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ଶରୀର ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଆଲୋଭେରାକୁ ଆୟୁର୍ବେଦ ଭାଷାରେ ଘି କୁଆଁରୀ କୁହାଯାଏ। ଆଲୋଭେରା ବ୍ୟବହାର କଲେ ଅନେକ ରୋଗରୁ ମୁକ୍ତି ମିଳିପାରିବ। ପ୍ରାକୃତିକ ଔଷଧୀୟ ଗୁଣରେ ଭରପୁର ଥିବା ଆଲୋଭେରା ଶରୀର…

ମାଧୁରୀଙ୍କ ଭାଗ୍ୟ ବଦଳାଇଥିଲା ଫିଲ୍ମ ‘ତେଜାବ’, ପୂରଣ କଲା ୩୧ ବର୍ଷ

ଅଭିନେତା ଅନୀଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅନେକ ସଫଳ ସିନେମାରେ ଏକତ୍ର କାମ କରିଛନ୍ତି। ଏମିତି ଏକ ସଫଳ ସିନେମା ହେଲା ‘ତେଜାବ’। ଏହି ଫିଲ୍ମ ପରେ ମାଧୁରୀଙ୍କୁ ଷ୍ଟାରଡମ୍‌ ମିଳିଥିଲା। ଲୋକେ ତାଙ୍କୁ ମାଧୁରୀ ପରିବର୍ତ୍ତେ ମୋହିନୀ ନାମରେ…

ସୋନିଆଙ୍କ ସହ ଫୋନରେ କଥା ହେଲେ ଉଦ୍ଧବ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ରାଜନୀତି ଡ୍ରାମା ସୋମବାର ସନ୍ଧ୍ୟାରେ ଶେଷ ହୋଇପାରେ। ଶିବସେନାକୁ ସମର୍ଥନ କରିବାକୁ ଯାଇ ଏନ୍‌ସିପି ନିଜର ମତ ସ୍ପଷ୍ଟ କରିସାରିଛି। ହେଲେ କଂଗ୍ରେସର ମତାମତକୁ ଅପେକ୍ଷା କରାଯାଇଛି। ଏନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ…

ରଣବୀରଙ୍କୁ ବାଃ ବାଃ କଲେ କପିଳ ଦେବ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ କ୍ରିକେଟର କପିଳ ଦେବ। କାରଣ ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। ଫିଲ୍ମର ଏକ ଫଟୋ ରଣବୀର ନିଜ ସୋସିଆଲ ଆକାଉଣ୍ଟରେ…

ଅଭିନୟରେ ଟ୍ୟାଲେଣ୍ଟ୍‌ ଦେଖାଇଲେ ଧାଓ୍ବନ

ଭାରତୀୟ ଦଳର ଓପନର ଶିଖର ଧାଓ୍ବନ ଜଣେ ମଜାକିଆ କ୍ରିକେଟର ଭାବେ ଜଣାଶୁଣା। ପଡିଆରେ ଆକ୍ରମଣାତ୍ମକ ଅନ୍ଦାଜ ଏବଂ ପଡିଆ ବାହାରେ ବିନ୍ଦାସ୍‌ ନଜର ଆସନ୍ତି ଧାଓ୍ବନ। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ଖେଳୁଥିବାବେଳେ ଧାଓ୍ବନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ…

ଲତା ମଙ୍ଗେସକର ଅସୁସ୍ଥ

ମୁମ୍ବାଇ,୧୧।୧୧: ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ ମୁମ୍ବାଇର ବିଚ୍‌ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା…

ପ୍ରଥମ ଟେଷ୍ଟ: ଇନ୍ଦୋରରେ ପହଞ୍ଚିଲେ ଭାରତ, ବାଂଲାଦେଶ ଦଳ

ଇନ୍ଦୋର,୧୧।୧୧(ପି.ଟି.)- ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ସୋମବାର ଇନ୍ଦୋରରେ ପହଞ୍ଚିଛନ୍ତି। ନାଗପୁରରୁ ଆସି ସ୍ବତନ୍ତ୍ର ବିମାନ ଯୋଗେ ଦେବୀ ଅହଲ୍ୟାବାଇ ହୋଲକାର ବିମାନବନ୍ଦରରେ ଦୁଇ ଦଳ…

ସଞ୍ଜୟ କରୋଲ ହେଲେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି

ପାଟନା,୧୧।୧୧: ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସଞ୍ଜୟ କରୋଲ ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ସମାରୋହରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର,…

ଆକାଶ ମାର୍ଗରୁ ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ମମତା

କୋଲକାତା,୧୧।୧୧: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଛନ୍ତି। ଏହାସହ ହେକ୍ଟର ହେକ୍ଟର ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ଚର୍ଚ୍ଚାରେ ଟାଇଗରଙ୍କ ସେଲ୍‌ଫି

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଶୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏମିତିରେ ଏବେ ତାଙ୍କର ଏକ ଫଟୋ ଭାଇରାଲ ହେବା ସହ ତାକୁ ଚର୍ଚ୍ଚା ହେଉଛି। ଏହି ଫଟୋରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri