Home

ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣାକୁ ଆଇନ୍‌ ମନ୍ତ୍ରୀଙ୍କ ସମର୍ଥନ: କହିଲେ ‘ଯାହା ହୋଇଛି ଉଚିତ୍‌ ହୋଇଛି’

ଭୁବନେଶ୍ୱର,୬।୧୨(ବ୍ୟୁରୋ): ନଭେମ୍ବର ୨୭ରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଶୁକ୍ରବାର ଏହି ଘଟଣା ଜଣାପଡ଼ିବା ପରେ ସାଧାରଣ ଜନତାଙ୍କ ସହ ବହୁ…

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ ଏବେ ସେମାନଙ୍କୁ ଅଧିକ ୫୦ ଟଙ୍କା ଓ ପୁଷ୍ଟିକର ଖାଦ୍ୟ ପାଇଁ ଅଧିକ ୧୫୦…

ହ୍ବାଟ୍‌ସଆପ୍‌ ଜରିଆରେ ପ୍ରେମରେ ପଡିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୮ ମସିହା ଡିସେମ୍ବର ୬ରେ ସେ ସୌରାଷ୍ଟ୍ର୍ୟର ନଓ୍ବାଗାଓଁରେ ଜନ୍ମଗ୍ରହଣ କରିଥିଲେ। ଜାଡେଜାଙ୍କ ପିତା ଅନିରୁଦ୍ଧ ଏକ ପ୍ରାଇଭେଟ କମ୍ପାନୀରେ ଚୌକିଦାର ଭାବେ କାର୍ଯ୍ୟ କରୁଥିଲେ।…

ଉନ୍ନାଓ ପୀଡିତାଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୧୨: ଉତ୍ତର ପ୍ରଦେଶ ଉନ୍ନାଓର ଜଣେ ବଳାତ୍କାର ପୀଡିତା ଗୁରୁବାର କୋର୍ଟକୁ ଯାଉଥିବା ସମୟରେ ତାଙ୍କୁ ଅଭିଯୁକ୍ତମାନେ ପୋଡି ମାରି ଦେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣା ସମ୍ପର୍କରେ ଜାଣି ପୀଡିତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ଶରୀରର ୯୦ ପ୍ରତିଶତ…

ଆଖିକୁ ଭଲ ନ ଦିଶିବା ସତ୍ତ୍ୱେ ୭ ଘଣ୍ଟାରେ ଚଢ଼ିଲେ ୪୫୦ ଫୁଟ ଉଚ୍ଚର ପାହାଡ଼

ଏଡିନ୍‌ବର୍ଗ: ମନରେ ଦୃଢ଼ ଇଚ୍ଛାଶକ୍ତି ଆଉ ବିଶ୍ୱାସ ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେ। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବ୍ରିଟେନ୍‌ର ଜେସି ଡଫ୍ଟନ। ଯାହାଙ୍କ ଆଖିକୁ ଭଲ ଦିଶେ ନାହିଁ। କହିବାକୁ ଗଲେ ତାଙ୍କର ଆଖିକୁ ମାତ୍ର…

ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ ମାମୁଁ ଅଭିଷେକ ବଚ୍ଚନ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ଶୁଭେଚ୍ଛା…

ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୬।୧୨: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡିସେମ୍ବରରେ ପ୍ରଶଂସା ସାଉଁଟି ଚାଲିଛନ୍ତି। ୟୁନିସେଫ୍‌ ଦ୍ୱାରା ଗତ ମଙ୍ଗଳବାର ଡାନି କାୟେ ହ୍ୟୁମାନିଟାରିୟାନ ଆଓ୍ବାର୍ଡ ପାଇଥିବା ପ୍ରିୟଙ୍କା ପୁଣିଥରେ ଗୁରୁବାର ୨୦୧୯ର ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ହୋଇଛନ୍ତି। ଚଳଚ୍ଚିତ୍ରରେ ଅତୁଳନୀୟ…

ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଯାଇପାରେ ଚାକିରି: ମନ୍ତ୍ରୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍‌(ସିସିଏ ରୁଲ୍‌ସ)୧୯୬୨ ରୁଲ-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ଭବିଷ୍ୟତ ସହ ଖେଳୁଥିବା ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପଙ୍କୁ ବରଦାସ୍ତ କରାଯିବ ନାହିଁ। କ୍ୟାମ୍ପସ୍‌ରେ…

ସରକାରୀ ସମ୍ପତ୍ତି ବିକ୍ରି କରି ପାକିସ୍ତାନକୁ ବଞ୍ଚାଇବେ ଇମ୍ରାନ

ଇସ୍‌ଲାମାବାଦ,୬।୧୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହି ସମସ୍ୟାରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ପିଏମ୍‌ଓରେ ରହୁଥିବା କାର ଓ ମଇଁଷିଗୁଡିକୁ ବିକ୍ରି କରିସାରିଥିବା ବେଳେ ଏବେ ଦେଶର ବହୁ ମୂଲ୍ୟ…

ସ୍କୁଟିକୁ ପଛରୁ ଧକ୍କାଦେଲା ଟ୍ରକ୍‌

ବଅଁରପାଳ,୬।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୫୫ନମ୍ବର ଜାତୀୟ ରାଜପଥ କାଣ୍ଡସର ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି। ତେବେ ଗୁରୁତରଙ୍କ ପରିଚୟ ମିଳିପାରି ନ ଥବା ବେଳେ ତାଙ୍କୁ ଲୋକେ ଉଦ୍ଧାରକରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି…

ଗୋଟିଏ ଘଣ୍ଟା ଲାଇଭ୍‌ ଶୋ’ ପାଇଁ ଉର୍ବଶୀ ନିଅନ୍ତି ଏତିକି ଟଙ୍କା

ଫିଲ୍ମ ‘ପାଗଲପନ୍ଥି’ରେ ଅଭିନୟ କରିଥିବା ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଦାମ୍‌ ଏବେ ଖୁବ୍‌ ବଢ଼ିଯାଇଛି। ବିଦେଶରେ ପ୍ରୋଗ୍ରାମ ପାଇଁ ବି ନୁହଁ। ଭାରତରେ ହିଁ ଉର୍ବଶୀଙ୍କୁ ଏହି ଟଙ୍କା ଗୋଟିଏ ଘଣ୍ଟାର ଲାଇଭ୍‌ ଶୋ’ ପାଇଁ ମିଳିବ। କିନ୍ତୁ ଏହି ପ୍ରୋଗ୍ରାମ…

ବିଜୁ ଯୁବ ବାହିନୀ ଆରମ୍ଭ କରିବ ‘ନନ୍ଦିନୀ’

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ବିରୋଧରେ ସଚେତନତା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ନନ୍ଦିନୀ’ ଆରମ୍ଭ କରାଯିବ। ଯୁବ ବାହିନୀ ସ୍ବେଚ୍ଛାସେବୀମାନେ ୩୧୪ଟି ବ୍ଲକ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଓ ଓ୍ବାର୍ଡରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?