Home

ଶଶି ଥରୁରଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ,୧୨।୧୧: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଥରୁର ଦେଇଥିବା ବିବାଦୀୟ ବୟାନ ମାମଲାରେ ଦିଲ୍ଲୀ ରୋଜ ଏଭେନ୍ୟୁ କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଥରୁରଙ୍କ ବିରୋଧରେ କୋର୍ଟ…

ସୁପ୍ରିମକୋର୍ଟ ଗଲା ଶିବସେନା

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମଙ୍ଗଳବାର ସୁପାରିଶ କରିଥିଲେ। ଏହାପରେ ମୋଦି କ୍ୟାବିନେଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକୁ ଅପେକ୍ଷା। ଏବେ ଏହାକୁ ନେଇ ଶିବସେନା…

ଦୀପକ ଚହର ନୁହେଁ, ଏହି ଭାରତୀୟ ଖେଳାଳି ନେଇଥିଲେ ଟି୨୦ରେ ପ୍ରଥମ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୧୨।୧୧:ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଶେଷ ଟି୨୦ ମ୍ୟାଚରେ ହ୍ୟାଟ୍ରିକ୍‌ ସହ ୬ ଉଇକେଟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୀପକ ଚହରଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଚହରଙ୍କୁ ଶୁଭେଚ୍ଛା ଜଣାଇଛି।…

ରାଷ୍ଟ୍ରପତି ଶାସନ ପାଇଁ ମଞ୍ଜୁରୀ ଦେଲା ମୋଦି କ୍ୟାବିନେଟ: କୋବିନ୍ଦଙ୍କ ଅନୁମୋଦନକୁ ଅପେକ୍ଷା

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ତୃତୀୟ ଦଳ ଭାବେ ଏନ୍‌ସିପିକୁ ଆମନ୍ତ୍ରଣ ଦେଇଥିଲେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଯାହାର ସମୟ ସୀମା ଥିଲା ମଙ୍ଗଳବାର ରାତି ୮ଟା ୩୦। ହେଲେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ଜରୁରୀ…

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖ ଅର୍ଥାତ୍‌ ବୁଧବାରରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏ ନେଇ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବି.କେ. ଶର୍ମା। ଏହା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା…

ନିଦ୍ରା ହେଲା ଶେଷନିଦ୍ରା: ଟ୍ରେନ୍‌ ଦୁର୍ଘଟଣାରେ ୧୫ ମୃତ; ୬୦ ଆହତ

ଢ଼ାକା,୧୨।୧୧: ବାଂଲାଦେଶରେ ମଙ୍ଗଳବାର ଭୋର୍‌ ୩ଟାରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୧୫ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଶର ପୂର୍ବ ଅଞ୍ଚଳରେ ଥିବା…

ପଡିଆରେ ମ୍ୟାଚ୍‌ ଖେଳୁଥିଲେ ଏହି ଖେଳାଳି, ଅଚାନକ ଆସିଲା ମା’ଙ୍କ ମୃତ୍ୟୁ ଖବର

ସିଡନୀ,୧୨।୧୧: ଅଷ୍ଟ୍ରେଲିଆ ଏ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା ପାକିସ୍ତାନ ଦଳ ପାଇଁ ଏକ ଦୁଃଖଦ ଖବର ଆସିଛି। ଦଳର ୧୬ ବର୍ଷୀୟ ବୋଲି ନସିମ ଶାହଙ୍କ ମାତୃ ବିୟୋଗ ଘଟିଛି। ଏହି ଘଟଣା ଜଣାପଡିବା ପରେ ପାକିସ୍ତାନ ଦଳର ଖେଳାଳିମାନେ…

ଶୁଟିଂ ସେଟ୍‌ରେ ହାତାହାତି ହେଲେ ଅକ୍ଷୟ-ରୋହିତ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କର ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅକ୍ଷୟ…

ସଞ୍ଜୟ ରାଉତଙ୍କୁ ଭେଟିଲେ ଭାଜପା ନେତା

ମୁମ୍ବାଇ,୧୨।୧୧: ଶିବସେନାର ଏମ୍‌ପି ସଞ୍ଜୟ ରାଉତ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ଭାଜପା ନେତା ଆଶୀଷ ସେଲାର ତାଙ୍କୁ ଭେଟିଛନ୍ତି। ହସ୍ପିଟାଲରେ ତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହା ଏକ ଔପଚାରିକ ସାକ୍ଷାତକାର…

ରାଷ୍ଟ୍ରପତି ଶାସନ ଜାରି ହେଲେ ସୁପ୍ରିମକୋର୍ଟ ଯାଇପାରେ ଶିବସେନା !

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଜାରି କରାଯିବ ବୋଲି ଆଲୋଚନା ହେଲାଣି। ମଙ୍ଗଳବାର ରାତି ସୁଦ୍ଧା ଯଦି କୌଣସି ଦଳ ସରକାର ଗଢିବାକୁ ଅସମର୍ଥ ହୁଅନ୍ତି ତେବେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି କୁହାଯାଉଛି। ରାଜ୍ୟପାଳ ସରକାର…

ମନକୁ ହାଲକା କରେ ଏହି ଥେରାପି…

ସୁଗନ୍ଧର ପ୍ରଭାବ ସିଧାସଳଖ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହାଦ୍ୱାରା ବହୁ ଉପକାର ହୋଇଥାଏ। ଏହି ପଦ୍ଧତିକୁ ଏରୋମା ଥେରାପି କୁହାଯାଏ। ଏହା ମାନସିକ ଅବସାଦ ଦୂର କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଶୋଇବା ସମୟରେ ଶେଯ ପାଖରେ ସୁଗନ୍ଧିତ ଫୁଲ…

୧୩୮ ଦିନରେ ଭଙ୍ଗାଯିବ ୩୨୫ ଫ୍ଲାଟ୍‌: ଖର୍ଚ୍ଚ ହେବ ୨ କୋଟି ୩୦ ଲକ୍ଷ

କୋଚି,୧୨।୧୧: କେରଳରେ ସମୁଦ୍ର କୂଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୩୨୫ ଫ୍ଲାଟ୍‌ ୧୩୮ ଦିନରେ ଭଙ୍ଗାଯିବ। ଏନେଇ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ୨ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସ୍ଥାନୀୟ ଏର୍ନାକୁଲମ୍‌ର ସମୁଦ୍ରକୂଳରେ ପରିବେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri