Home

ସିଏଏକୁ ବିରୋଧ: ଜାମିଆରେ ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି। ପ୍ରଦର୍ଶନକାରୀମାନେ ବସ୍‌ ଜାଳି ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଦମକଳବାହିନୀ ଘଟଣାସ୍ଥଳରେ…

ଡାକ୍ତରଙ୍କ ଉପରକୁ ଗୁଳିମାଡ

ଖୋର୍ଦ୍ଧା ଅଫିସ୍‌, ୧୫।୧୨: ରବିବାର ଏକ ଘରୋଇ କ୍ଲିନିକର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ବଲାଙ୍ଗୀର-ଖୋର୍ଦ୍ଧା ୫୭ ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ଏକ ଘରୋଇ…

ମ୍ୟାଚ ଚାଲିଥିବାବେଳେ ପଡିଆରେ ପଶିଲା କୁକୁର, ଡରିଗଲେ ଖେଳାଳି

ଚେନ୍ନାଇ, ୧୫।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚେନ୍ନାଇରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ମ୍ୟାଚ୍‌ ମଝିରେ ପଡିଆକୁ…

ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ରାଜନଗର,୧୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାନବଡ଼ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କୁଶାଇଲୋ ଗ୍ରାମର ନରହରି ଦାସଙ୍କ ଝିଅ ନମିତା (୧୪)ଙ୍କ ରବିବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ତାଙ୍କ ମାଉସୀଙ୍କ ଘରକୁ ଆସିଥିବା ବେଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।…

ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବିରୋଧ: ପୋଲିସ-ଜନତା ମୁହାଁମୁହିଁ

ଆନନ୍ଦପୁର,୧୫।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ସିଂଡୋଭ ଗ୍ରାମବାସୀ ବଞ୍ଚୋ ବାଲିଘାଟରୁ ଗ୍ରାମରାସ୍ତାରେ ବେଆଇନ ଭାବେ ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବିରୋଧ କରି ଚଳିତ ମାସ ୧୨ତାରିଖରୁ ରାସ୍ତାକଡ଼ରେ ଧାରଣାରେ ବସି ରହିଛନ୍ତି। ରବିବାର ଚତୁର୍ଥ ଦିନରେ…

ଆଦିବାସୀ ମହାସଂଘ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୫।୧୨: ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀଙ୍କ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ରବିବାର ଆଦିବାସୀ ମହାସଂଘ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାଗୀରଥି ହତ୍ୟାକାଣ୍ଡକୁ ୯ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି…

ମାଇନସ୍‌ ୧୪ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରୁଛନ୍ତି ମହାନାୟକ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦଶନ୍ଧିର ମହାନାୟକ କୁହାଯାଏ। ଅଭିନୟ ପ୍ରତି ତାଙ୍କ ପ୍ରତିଶ୍ରୁତିବଦ୍ଧତା ଦେଖି ତାଙ୍କୁ ଏହି ଆଖ୍ୟା ଦିଆଯାଇଛି। ଅମିତାଭଙ୍କୁ ୭୭ ବର୍ଷ ହୋଇଗଲାଣି। ଗତ କିଛି ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଠିକ୍‌ ରହୁନି। କିନ୍ତୁ…

ଚାଇନା ମହାକାଶକୁ ପଠାଇବ କୃତ୍ରିମ ଚନ୍ଦ୍ର: ଷ୍ଟ୍ରିଟ୍‌ ଲାଇଟ୍‌ ଆଉ ହେବନି ଆବଶ୍ୟକ

ବେଜିଂ,୧୫।୧୨: ଚାଇନା ମହାକାଶକୁ କୃତ୍ରିମ ଚନ୍ଦ୍ର ପଠାଇବ। ଏନେଇ ୨୦୧୮ରେ ଚାଇନା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ଏହି ଯୋଜନା ଅନ୍ତଗର୍ର୍ତ ପ୍ରଥମ ଉପଗ୍ରହ ୨୦୨୦ରେ ମହାକାଶକୁ ପ୍ରେରଣ କରାଯିବ। ୨୦୨୨ ସୁଦ୍ଧା ଚାଇନା ଅନ୍ୟ ୩ଟି ଉପଗ୍ରହ…

ଆକ୍ଟିଭାକୁ ଧକ୍କାଦେଲା ଟ୍ରଲର: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗୁରୁତର

ଅନୁଗୋଳ ଅଫିସ,୧୫।୧୨: ଅନୁଗୋଳ ଟ୍ରାଫିକ ଛକଠାରେ ଟ୍ରଲର ଓ ଆକ୍ଟିଭା ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଚାଲିଯାଇଛି। ରବିବାର ସମ୍ବଲପୁରରୁ କଟକ ଅଭିମୁଖେ ଏକ ଟ୍ରଲର ଯାଉଥିବାବେଳେ ଆକ୍ଟିିଭାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ…

୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାରେ ଯୋଡ଼ି ହେବେ ୨ ଶହ କୋଟି: ଭାରତ ଛୁଇଁବ ୧୬୭ କୋଟି

ଜେନେଭା,୧୫।୧୨: ପୃଥିବୀର ଜନସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାରେ ଅଧିକ ୨ କୋଟି ଯୋଡ଼ି ହେବେ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ‘ ଦ ଓ୍ବାଲ୍ଡ ପପୁଲେଶନ ପ୍ରସପେକ୍ଟସ୍‌-୨୦୧୯’ ରିପୋର୍ଟରେ ଏହା…

ବିନା କଂଗ୍ରେସରେ ସରକାର ଚଳାନ୍ତୁ ଉଦ୍ଧବ, ଭାଜପା ଦେବ ସହଯୋଗ: ରଞ୍ଜିତ ସଭରକର

ନୂଆଦିଲ୍ଲୀ,୧୫।୧୨: ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଲାଣି। ବୀର ସଭରକରଙ୍କ ନାତି ରଞ୍ଜିତ ସଭରକର ଏବେ ମହାରାଷ୍ଟ୍ରର ମେଣ୍ଟ ସରକାରରୁ କଂଗ୍ରେସକୁ ବାହାର କରି ଦେବାକୁ କହିଲେଣି। ଏମିତି କଲେ ଭାରତୀୟ ଜନତା ପାର୍ଟି(ଭାଜପା)କେବେ ତାଙ୍କ…

ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଏହି କ୍ରିକେଟର୍‌, କହିଲେ ଗର୍ଲଫ୍ରେଣ୍ଡ୍‌ ନ ଥିଲେ…

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଗତ ୪ରୁ ୫ ବର୍ଷ ଲଗାତାର କ୍ରିକେଟ ଖେଳିବା ପରେ ମାନସିକ ଏବଂ ଶାରୀରିକ ଭାବେ ଥକି ପଡିଛନ୍ତି। ଏହି କାରଣରୁ ଗତ ଅକ୍ଟୋବର ମାସରୁ କ୍ରିକେଟରୁ କିଛି ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି। ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri