Home

ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା। ସେ ନିଜ ଟୁଇଟର ଫଲୋଅର୍ସଙ୍କୁ ଖୁସି କରିବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ…

କାହାଣୀର ସଠିକ ଉପସ୍ଥାପନା ଉପରେ ଗୁରୁତ୍ୱ ଦିଏ

ନିର୍ଦ୍ଦେଶନା ଏକ ଗୁରୁ ଦାୟିତ୍ୱ। ପୁଣି ମଞ୍ଚରେ ତ କଟ୍‌ ଓକେ ନାହିଁ। ଲାଇଭ ଆକ୍ଟିଂ। ତେଣୁ ଅଭିନୟ କିପରି ଜୀବନ୍ତ ହେବ, କାହାଣୀରେ ଯାହା ଦର୍ଶାଯାଇଛି ତାହା କିପରି ସଠିକ ଭାବରେ କଳାକାରଙ୍କ ଦ୍ୱାରା ପରିବେଷିତ ହୋଇପାରିବ ତାହା ଉପରେ…

ପୃଥିବୀଠାରୁ ବଡ଼ ଗ୍ରହର ମିଳିଲା ସନ୍ଧାନ: ମାତ୍ର ୩୭ ଦିନରେ ହେଉଛି ଏକ ବର୍ଷ

ଓ୍ବାଶିଂଟନ୍‌, ୯।୧: ପୃଥିବୀଠାରୁ ଏକ ବଡ଼ ଗ୍ରହର ସନ୍ଧାନ ମିଳିଛି। ଏଲିଅନ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସ୍ପେସକ୍ରାଫ୍ଟର ଟେଲିସ୍କୋପ୍‌ ଦ୍ୱାରା ଏହି ଗ୍ରହର ଉପସ୍ଥିତି ବିଷୟରେ ଜଣାପଡ଼ିଛି। ଏହା ପୃଥିବୀଠାରୁ ଶହେ ଆଲୋକ ବର୍ଷ ଦୂରରେ ରହିଛି। ଗ୍ରହର ଆକାର…

ସିଆଚେନ୍‌ରେ ସେନାମୁଖ୍ୟ ନରାଓ୍ବଣେ: ଯବାନଙ୍କୁ କଲେ ପ୍ରଶଂସା

ଲେହ,୯।୧: ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁବାର ସିଆଚେନ୍‌ରେ ପହଞ୍ଚିଛନ୍ତି। ସେଠାରେ ମୁତୟନ ଥିବା ଯବାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖରାପ ପାଗ ସତ୍ତ୍ୱେ ଭାରତୀୟ ଯବାନ ସେଠାରୁ ମୁତୟନ ଥିବାରୁ…

ପୁରୁଣା ଜିନିଷ ନୂଆ ରୂପ

ଛୋଟ ହେଉ କିମ୍ବା ବଡ଼, ଏଠାରେ ପ୍ରତି ସାମଗ୍ରୀରେ ଝଲସୁଛି କାରିଗରଙ୍କ ହସ୍ତକଳାର ନୈପୁଣ୍ୟତା। ସାଧାରଣ ମଣିଷର କଳ୍ପନା ବାହାରେ ଏମାନେ ସୃଷ୍ଟି କରିଛନ୍ତି ଗୋଟିଏକୁ ବଳି ଆଉ ଗୋଟିଏ ଜିନିଷ। ଘର ସଜ୍ଜା ସାମଗ୍ରୀ ହେଉ କି ଘରକରଣା ସାମଗ୍ରୀ,…

ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌: ଚଳନ୍ତା ବାଇକ୍‌ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା ଦୁର୍ବୃତ୍ତ ଚଳନ୍ତା ବାଇକ୍‌ରୁ ମହିଳାଙ୍କ ବ୍ୟାଗ୍‌ ଟାଣି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।…

ଆଉ ଦେଖିବାକୁ ମିଳିବନି ଲାଲ୍‌ରଙ୍ଗର ସେଓ

ସାଧାରଣତଃ ବଜାରରେ ଲାଲ୍‌ରଙ୍ଗର ସେଓ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ମାତ୍ର ଏବେ ଆଉ ଏହି ସେଓ ଦେଖିବାକୁ ମିଳିବନି। ଏଥିପାଇଁ ପରିବର୍ତ୍ତିତ ଜଳବାୟୁ ହିଁ ଦାୟୀ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଆଜିକାଲି ବଜାରରେ ଯେଉଁ ସେଓ ଦେଖିବାକୁ ମିଳୁଛି ଏହା…

କ୍ୟାଟ୍ରିନାଙ୍କ ଫିଟ୍‌ନେସ୍‌ ମନ୍ତ୍ର

କ୍ୟାଟ୍ରିନା ଏବେ ବୁଲିବୁଲି ଫିଟ୍‌ନେସ ମନ୍ତ୍ର ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ, ନିଜ ଫିଗରକୁ ଆହୁରି ଆଟ୍ରାକ୍ଟିଭ କରିବାକୁ ସେ ଜିମ୍‌ରେ ଅଧିକ ସମୟ କଟାଇବା ସହ ଡାଏଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି। ଏ ସମ୍ପର୍କରେ କ୍ୟାଟ୍ରିନା କହନ୍ତି, ‘ଆକ୍ଟିଂ ପାଇଁ…

ସଙ୍କଟ ସ୍ଥିତି ଦେଇ ଗତି କରୁଛି ଦେଶ; ସିଏଏ ନୁହେଁ ଶାନ୍ତି ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ବିଚାର କରି ଗୁରୁବାର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଦେ କହିଛନ୍ତି ଯେ, ଦେଶ ସମ୍ପ୍ରତି ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏପରିସ୍ଥଳେ ସିଏଏ ପାଇଁ…

କ୍ୟାଟ୍ରିନାଙ୍କୁ ଅଫର୍‌ ମିଳିବାରୁ ରାଗିଲେ ଶ୍ରଦ୍ଧା

ମୁମ୍ବାଇ: ଯେମିତି ସାଧାରଣ ଲୋକଙ୍କ ଜୀବନରେ ରାଗ, ରୁଷା, ଅଭିମାନ ଲାଗି ରହିଥାଏ, ବଲିଉଡ୍‌ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ। କେତେବେଳେ ଫିଲ୍ମ ନ ମିଳିବାରୁ ଅଭିମାନ ତ କେତେବେଳେ କ୍ୟାଟ୍‌ ଫାଇଟ୍‌। ବି-ଟାଉନ୍‌ ତାରକାମାନେ ପରସ୍ପରକୁ ନେଇ ଈର୍ଷାପରାୟଣ…

ଦାଉଦ୍‌ ଇବ୍ରାହିମ୍‌ଙ୍କ ନିକଟତମ ସହଯୋଗୀ ଇଜାଜ୍‌ ଲକଡ଼ଓ୍ବାଲା ପୋଲିସ ହେପାଜତରେ

ପାଟନା, ୯।୧: ଦାଉଦ୍‌ ଇବ୍ରାହିମ୍‌ଙ୍କ ନିକଟତମ ସହଯୋଗୀ ଇଜାଜ୍‌ ଲକଡ଼ଓ୍ବାଲାଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ପୋଲିସ ଗିରଫ କରିଛି। ତାଙ୍କୁ ବିହାରର ପାଟନାଠାରୁ ଗିରଫ କରାଯିବା ପରେ ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ପୋଲିସ ହେପାଜତରେ…

ବନ୍ଦ କୋଠରିରେ ମହିଳାଙ୍କ ମୃତଦେହ ଥିବା ସନ୍ଦେହ: ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ବାହାଲପଡ଼ାସ୍ଥିତ ଏକ ବନ୍ଦ କୋଠରିରୁ ମହିଳାଙ୍କ ମୃତଦେହ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଏନେଇ ପୋଲିସ ପାଖରେ ମଧ୍ୟ ଅଭିଯୋଗ ପହଞ୍ଚତ୍ଥିଲା । ଗୁରୁବାର ସକାଳେ ଧନୁପାଲି ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?