Home

୩ ହଜାର ୬ ଶହ ବର୍ଷ ତଳେ ବ୍ୟବହୃତ ହେଉଥିଲା ସିଙ୍ଗଲ୍‌ ୟୁଜଡ୍‌ ମାଟିପାତ୍ର: କରାଯାଉଥିଲା ମଦ୍ୟପାନ

ଲଣ୍ଡନ,୧୭।୧୨: ଲଣ୍ଡନ ମ୍ୟୁଜିୟମ୍‌ରେ ୩ ହଜାର ୬ ଶହ ବର୍ଷ ପୁରୁଣା ଏକ ଅଧାଭଙ୍ଗା ମାଟିପାତ୍ର ରହିଛି। ଏହା ଖ୍ରୀଷ୍ଟପୂର୍ବ ୨୭୦୦ରୁ ୧୪୫୦ ମଧ୍ୟରେ ନିର୍ମାଣ କରାଯାଇଥିବା କୁହାଯାଉଛି। ଏଭଳି ମାଟିପାତ୍ର ଗ୍ରୀସ୍‌ର ମିନୋଅନ ସଭ୍ୟତା ସମୟରେ କ୍ରେତେ ଦ୍ୱୀପରେ ଲୋକେ…

କାର୍ଟୁନ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା ଅଫିସ,୧୭।୧୨: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାସ୍ଥିତ ଏକ କାର୍ଟୁନ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡି ଆସି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ପୋଡି ଯାଇଥିବା…

ସିଏଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ: ମାୟାବତୀ

ଲକ୍ଷ୍ନୌ,୧୭।୧୨: ସିଟିଜେନଶିପ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ବା ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାକୁ ନେଇ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଏହି…

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ଧାମନଗର, ୧୭।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ସୋମବାର ଅପରାହ୍ନରେ ଏକ ବିଦ୍ୟାଳୟ ପଛପଟରେ ଜଣେ ଯୁବକ ବଳାତ୍କାର କରିଥିବା ଜଣାପଡିଛି। ଖବର ପାଇ ପୋଲିସ ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ…

ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ମୋଦି ସରକାରଙ୍କୁ ପରାମର୍ଶ ଦେଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୭।୧୨: ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପରାମର୍ଶ ଦେଇଛନ୍ତି। ଏହା ସହିତ ବହୁସଂଖ୍ୟକବାଦଠାରୁ ଦଳକୁ ଦୂରେଇ ରଖିବାକୁ ସେ କହିଛନ୍ତି। ଜନତାଙ୍କ ଦ୍ୱାରା ବହୁମତରେ କ୍ଷମତାକୁ ଆସିବା ପରେ…

ସେଲଫି ହେଲା କାଳ: ନଦୀରେ ଭାସିଯାଇଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ,୧୭।୧୨: ତନ୍ତୀଘାଇ ନଦୀରେ ସେଲଫି ଉଠାଉଥିବାବେଳେ ଭାସିଯାଇଥିବା ଯାଜପୁର ଜିଲା ଏରବାଙ୍କ ଗ୍ରାମର ଛାତ୍ରୀ ସାଇତା ବେଗମ(୧୭)ଙ୍କ ମୃତଦେହକୁ ମଙ୍ଗଳବାର ସକାଳ ୮ଟାରେ ଉଦ୍ଧାର କରାଯାଇଛି। ବରୀ ବ୍ଲକ ବିଞ୍ଝାରପୁର ଥାନା ଅନ୍ତର୍ଗତ ଏରଡା ଗ୍ରାମର ଏକ ପୋଲ ତଳେ…

ଚାଇନା କୋଇଲା ଖଣି ବିସ୍ଫୋରଣ: ୧୪ ମୃତ

ବେଜିଂ,୧୭।୧୨: ଚାଇନାରେ ଏକ କୋଇଲା ଖଣିରେ ବିସ୍ଫୋରଣ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖଣିରେ ପାଖାପାଖି ୩୪୬ ଶ୍ରମିକ କାମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା କହିଛି ଚାଇନାର ଗଣମାଧ୍ୟମ ସିନୁଆ ନ୍ୟୁଜ। ଏମାନଙ୍କ ସହ…

ଋଷଭ ପନ୍ତଙ୍କ ସଫଳ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍‌ କହିଲେ ଏମିତି…

ଚେନ୍ନାଇ, ୧୭।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟ ଚାଲିଥିବା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଯଦିଓ ଭାରତ ଭ୍ରମଣକାରୀ ଦଳଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ବ୍ୟାଟିଂ ଚର୍ଚ୍ଚାରେ ଥିଲା। ଗତ କିଛି ମ୍ୟାଚ୍‌ରେ ଖରାପ ଫର୍ମ…

ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହି ମଧ୍ୟମ ଦୂରଗାମୀ ସୁପରସୋନିକ କ୍ରୁଜ୍‌ ମିଶାଇଲ୍‌ ବ୍ରହ୍ମୋସ ପରୀକ୍ଷଣ କରାଯାଇଛି। ଏଥିରେ…

ପାଟନାରେ ଲାଗିଲା ବିହାର ମୁଖ୍ୟମନ୍ତ୍ରୀଙ୍କ ‘ନିଖୋଜ’ ପୋଷ୍ଟର

ପାଟନା,୧୭।୧୨: ବିହାରର ରାଜଧାନୀ ପାଟନାରେ ଏମିତି ଏକ ପୋଷ୍ଟର ଲାଗିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉକ୍ତ ପୋଷ୍ଟରରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଫଟୋ ସହ ସେ ନିଖୋଜ ହୋଇ ଯାଇଥିବା ଉଲ୍ଲେଖ କରାଯାଇଛି। ପାଟନାର ବିଭିନ୍ନ ସ୍ଥାନରେ…

ଜାମିଆ ହିଂସା ମାମଲା: ୧୦ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହେଲେ ନାହାନ୍ତି ଛାତ୍ର

ନୂଆଦିଲ୍ଲୀ,୧୭।୧୨: ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ହିଂସା ପରିସ୍ଥିତି ଏପର୍ଯ୍ୟନ୍ତ ଥମି ନାହିଁ। ଏହା ଦେଶର ଅନ୍ୟ ଭାଗକୁ ବ୍ୟାପିଥିବା ଲକ୍ଷ୍ୟ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ…

ପେଟ୍ରୋଲ ପମ୍ପରେ ବସି ଝଗଡା କଲେ ଧୋନୀ-ସାକ୍ଷୀ, ଫ୍ୟାନ୍‌ କଲେ ପ୍ରଶଂସା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍‌ ପରେ କିଛି କ୍ରିକେଟରୁ ଦୂରେଇ ରହିଛି। ଏହି ସମୟରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ମାହି। ନିକଟରେ ସେ ଏକ ପ୍ରେଟୋଲ ପମ୍ପ ପାଖରେ ବସିଥିବାର ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri