Home

‘ସ୍ବତଃ ମିଳିବନି ଭାରତୀୟ ନାଗରିକତ୍ୱ’

ନୂଆଦିଲ୍ଲୀ,୧୭ା୧୨(ପି.ଟି.): ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଶରଣ ନେଇଥିବା ହିନ୍ଦୁ, ବୌଦ୍ଧ, ଶିଖ୍‌, ପାର୍ସୀ, ଜୈନ ଓ ଖ୍ରୀଷ୍ଟିଆନମାନଙ୍କୁ ଆପଣାଛାଏଁ ଭାରତୀୟ ନାଗରିକତ୍ୱ ମିଳିଯିବ ନାହିଁ। ସିଏଏରେ ଏଥିପାଇଁ ସେମାନଙ୍କୁ କେତେଗୁଡ଼ିଏ ଜରୁରୀ ଆବଶ୍ୟକତା…

ଝାଡ଼ଖଣ୍ଡ: ୪ର୍ଥ ପର୍ଯ୍ୟାୟରେ ୬୨% ମତଦାନ

ରାଞ୍ଚତ୍,୧୭ା୧୨(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡରେ ସୋମବାର ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ଭୋଟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ଦେଓଘର, ଗିରିଡିହ, ବୋକାରୋ ଏବଂ ଧାନବାଦ ଜିଲାର ୧୫ ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। ପ୍ରବଳ ଥଣ୍ଡା ସାଙ୍ଗକୁ ମାଓବାଦୀମାନଙ୍କ ଭୋଟ ବର୍ଜନ…

ମନୋଜ ମୁକୁନ୍ଦ ହେବେ ସେନାମୁଖ୍ୟ

ନୂଆଦିଲ୍ଲୀ,୧୭ା୧୨-ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଭନେ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ସେ ଏବେ ସୈନ୍ୟବାହିନୀରେ ଉପମୁଖ୍ୟ ଅଛନ୍ତି। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ ରାଓ୍ବତ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ସେନା ଉପମୁଖ୍ୟ ଭାବେ ଗତ ସେପ୍ଟେମ୍ବରରେ…

ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବ୍ୟାପିଲା ଛାତ୍ର ଆନ୍ଦୋଳନ

ନୂଆଦିଲ୍ଲୀ,୧୭ା୧୨(ପି.ଟି.): ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଏବଂ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ) ପରିସରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧିକାଂଶ ପିଲା ସୋମବାର ପରୀକ୍ଷା ବର୍ଜନ କରିବା ସହ…

ଥମୁନି ସିଏଏ, ଏନ୍‌ଆର୍‌ସି ତାତି

ନୂଆଦିଲ୍ଲୀ/କୋଲକାତା, ୧୭ା୧୨(ପି.ଟି.): ଦେଶରେ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ଆନ୍ଦୋଳନ ଥମିବାର ନାଁ ନେଉନି। ଉତ୍ତରପୂର୍ବାଞ୍ଚଳ ପରେ ଏହି ଆନ୍ଦୋଳନ ପଶ୍ଚିମବଙ୍ଗ, ଦିଲ୍ଲୀ ପ୍ରଭୃତିରେ ଉଗ୍ର ରୂପ ନେଇଥିବାବେଳେ ଅନ୍ୟ କେତେକ ରାଜ୍ୟକୁ…

ମାଷ୍ଟର୍ସ ସେଫ୍‌ରେ ଅନୁଗୋଳର ଲଳନା ସ୍ମୃତିଶ୍ରୀ:ବିଚାରକଙ୍କ ମନ ଜିଣିଲା ‘କୁଟ୍ଟୁ-ଏ-ପାସ୍ତା’

ଅନୁଗୋଳ ଅଫିସ, ୧୭।୧୨ ଷ୍ଟାର ପ୍ଲସର ରିଏଲିଟି ଶୋ’ ମାଷ୍ଟର୍ସ ସେଫ୍‌ର ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅନୁଗୋଳର ଲଳନା ସ୍ମୃତିଶ୍ରୀ ସିଂହ (୨୬)। ଭୁବନେଶ୍ୱରରେ ଅନୁଷ୍ଠିତ ‘ମାଷ୍ଟର୍ସ ସେଫ୍‌ ସିଜନ୍‌-୬’ର ଅଡିସନରେ ସ୍ମୃତିଶ୍ରୀ ୫୦ ପ୍ରତିଯୋଗୀ ବିଶିଷ୍ଟ…

ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା

ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଜୁ ଅଥରିଟି ଅଫ୍‌ ଇଣ୍ଡିଆ ଗତ ନଭେମ୍ବରରେ ବନ ବିଭାଗକୁ ପତ୍ର ମାଧ୍ୟମରେ…

ଓଜନ କମାଇବ କମଳା ଚୋପା

ଆଜିକାଲି ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। କିନ୍ତୁ କମଳା ଚୋପା ଓଜନ କମ୍‌ କରିବାରେ ସହାୟକ ହେବ ବୋଲଇ ଏକ…

ଭାରତ-ଓ୍ବେଷ୍ଟଇଣ୍ଡିଜ ସ୍ପିନରଙ୍କ ଅଲୋଡ଼ା ରେକର୍ଡ

ଚେନ୍ନାଇ, ୧୭।୧୨- ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମର ପିଚ୍‌ ସାଧରଣତଃ ସ୍ପିନ ଅନୁକୂଳ। ତିନିଥର ଆଇପିଏଲ୍‌ ଚାମ୍ପିୟନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସେଥିପାଇଁ ଘରୋଇ ମ୍ୟାଚ୍‌ରେ ସଫଳତା ପାଇବା ଲାଗି ଏହାର ଦଳରେ ସ୍ପିନରଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ। କିନ୍ତୁ ରବିବାର…

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ଲାଭ ହୋଇଥାଏ

ଦିନସାରା ବ୍ୟସ୍ତଜୀବନରୁ ଆରାମ ପାଇବା ପାଇଁ ରାତିରେ ସୁଖନିଦ୍ରା ଇଚ୍ଛା କରିଥାନ୍ତି। କିନ୍ତୁ ଏହା ସମ୍ଭବ ହୋଇ ନ ଥାଏ। ଫଳରେ ମାନସିକ ଅବସାଦ, ମେଦବହୁଳତା, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ଜୀବନନାଶକ ରୋଗ ଦେଖାଦେଇଥାଏ। ଡାକ୍ତରମାନଙ୍କ ମତରେ ସୁସ୍ଥ ବା…

ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର

ବୁଗୁଡ଼ା,୧୬ା୧୨(ଡି.ଏନ.ଏ.)-ବୁଗୁଡ଼ା ସହର ଚଢ଼ିଆପଲ୍ଲୀ ମୁଖ୍ୟରାସ୍ତାରେ ସୋମବାର ଏକ ଅଟୋ ଓଲଟି ପଡ଼ିବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ବଗୁଡ଼ା ଥାନା ତାକରଡ଼ା ଗ୍ରାମର ପୂର୍ବତନ ସମିତିସଭ୍ୟ ମୁକୁନ୍ଦ ନାୟକ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଅଳିୟ ନାୟକ,…

ନିଜ ଭୁଲ ପାଇଁ ପଶ୍ଚାତାପ କଲେ ଅକ୍ଷୟ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ରବିବାର ଜାମିଆ ନଗର ଓ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଉକ୍ତ ୨ ସ୍ଥାନରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri