ନ୍ୟୁଜିଲାଣ୍ଡ କ୍ରୀଡ଼ାମନ୍ତ୍ରୀଙ୍କ ଟୁଇଟ୍କୁ ନେଇ ଚର୍ଚ୍ଚା: ସୁପର ଓଭର ବ୍ୟାନ୍ ପାଇଁ ଆସିବ ବିଲ୍
ହାମିଲଟନ,୩୦।୧: ହାମିଲଟନର ଶେଡନ ପାର୍କରେ ଟିମ ଇଣ୍ଡିଆ ସୁପର୍ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତି ଇତିହାସ ରଚିଛି। ସୁପର୍ ଓଭରରେ ନ୍ୟୁଜିଲାଣ୍ଡ ପରାସ୍ତ ହେବା ପରେ ଦେଶର କ୍ରୀଡ଼ା ମନ୍ତ୍ରୀ ଗ୍ରାଣ୍ଟ…
ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚାଇବାକୁ ଆବେଦନ କଲେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ
ନୂଆଦିଲ୍ଲୀ,୩୦।୧: ବେଳକୁ ବେଳ ନିର୍ଭୟା ଗଣବଳାତ୍କାର ମାମଲା ଭିନ୍ନ ମୋଡ ନେଉଛି ବୋଲି ଆଲୋଚନା ହେଲାଣି। ଫେବୃୟାରୀ ୧ରେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଏହାକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ଗୁରୁବାର…
ଘର ସଂସାର କରିବେ ଅର୍ଦ୍ଧେନ୍ଦୁ
ବଡ଼ ପରଦାରେ ମିଛିମିଛିକା ବର ସାଜିଛନ୍ତି ସେ। ହେଲେ ଏଥର ସତସତିକା ବରବେଶରେ ଯିବେ। ହଁ, ଓଲିଉଡ୍ର ଅନ୍ୟତମ ନାୟକ ଅର୍ଦ୍ଧେନ୍ଦୁ ଘର ସଂସାର କରିବାକୁ ଯାଉଛନ୍ତି। ନିକଟରେ ତାଙ୍କର ରିଂ ସେରିମନି ସମ୍ପନ୍ନ ହୋଇଛି। ହେଲେ ସେ କାହାକୁ ପତ୍ନୀ…
ସ୍ପେସ୍ ହୋମ ଦେବ ସୁଖଦ ଅନୁଭୂତି
ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ ଏକଥା ସତ ଯେ, କେବଳ ଦୁଃସାହସିକ କାର୍ଯ୍ୟ ଏବଂ ମହାକାଶ ଉପରେ ରୁଚି ରଖୁଥିବା…
କରୋନା ଭୂତାଣୁ ସଂକ୍ରମଣରେ ତ୍ରିପୁରାର ଜଣଙ୍କର ମୃତ୍ୟୁ
ସେପାହିଜାଲା,୩୦।୧: ତ୍ରିପୁରା ମଧୁପୁର ଥାନା ଅନ୍ତର୍ଗତ ପୁରାଥଲ ରାଜନଗର ଗାଁର ଜଣେ ଯୁବକଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ମନିର ହୋସେନ ନାମକ ଜଣେ ୨୩ ବର୍ଷୀୟ ଯୁବକ ମାଲେସିୟାରେ କାମ କରୁଥିବା ବେଳେ…
ଶେଷରେ ଅନନ୍ୟା
ଯାହାହେଉ ଶେଷରେ କରନ୍ ଟେନସନରୁ ମୁକ୍ତ ହେଲେ। କଥା କ’ଣ କି ତାଙ୍କର ଆଗାମୀ ଫିଲ୍ମ ‘ଫାଇଟର’ର ନାୟିକା କିଏ ହେବ ସେ ନେଇ ଅଡୁଆରେ ପଡିଥିଲେ ସେ। ପ୍ରଥମେ ଏଥିପାଇଁ ଆଲିୟା ଭଟ୍ଟଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ନିଜର ବ୍ୟସ୍ତବହୁଳ…
ପରିବା ବୋଝେଇ ପିକ୍ଅପ୍କୁ ପିଟିଲା ଟ୍ରକ: ଦୁଇ ମୃତ, ଜଣେ ଗୁରୁତର
କେନ୍ଦୁଝର,୩୦।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେକଡାଘର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପରିବା ବୋଝେଇ ପିକ୍ଅପ୍ ଗାଡି ଖରାପ ଥିବାରୁ ଛିଡ଼ା ହୋଇ ସଜାଡୁ ଥିବା ସମୟରେ ପଛରୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ…
ଲଣ୍ଡନ ରାସ୍ତାରେ ନୋରାଙ୍କ ଡ୍ୟାନ୍ସ
ମୁମ୍ବାଇ: ଫ୍ୟାନ୍ମାନଙ୍କୁ କିଭଳି ଏଣ୍ଟରଟେନ୍ କରିବାକୁ ହୁଏ ସେ କଳା ନୋରା ଫତେହିଙ୍କୁ ଭଲ ଭାବେ ଜଣା। ଆକର୍ଷଣୀୟ ବ୍ୟକ୍ତିତ୍ୱ ସାଙ୍ଗକୁ ଉଚ୍ଚକୋଟୀର ନୃତ୍ୟରେ ସେ ଫ୍ୟାନ୍ମାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିସାରିଲେଣି। ଏହାସହ ସୋସିଆଲ ମିିଡିଆରେ ମଧ୍ୟ ନୋରାଙ୍କ…
ସାମାଜିକ ବାସନ୍ଦ ନୁହେଁ, ସହଯୋଗ ଲୋଡ଼ା
ବିଶ୍ୱରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୩୦ ଜାନୁୟାରୀରେ ବିଶ୍ୱ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି। । ଏହି ଦିବସରେ ଗାନ୍ଧିଜୀଙ୍କୁ ମଧ୍ୟ ସ୍ମରଣ କରାଯାଏ। ଗାନ୍ଧିଜୀ ଏହି ରୋଗକୁ ଭଲ ଭାବେ ବୁଝିଥିଲେ ଓ ରୋଗୀଙ୍କ…
ବିନା ଟେଣ୍ଡରରେ କାମ ହାତେଇଛି ଦିଲୀପ କନ୍ଷ୍ଟ୍ରକଶନ
ପୁରୀ ଅଫିସ, ୩୦ା୧: ଗତ ୨୪ତାରିଖରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଠିକା ସଂସ୍ଥା ଦିଲୀପ କନ୍ଷ୍ଟ୍ରକଶନର ମୁଖ୍ୟ ଦିଲୀପ ଖଟେଇଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଥିଲା।…
ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇବା ଦାବି ନେଇ ଫେବୃୟାରୀ ୧ରେ କଂଗ୍ରେସର ଅନଶନ
ବରଗଡ଼ ଅଫିସ,୩୦।୧: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି)କୁ ସ୍ଥାନାନ୍ତର ପ୍ରତିବାଦରେ ଆସନ୍ତା ଫେବୃୟାରୀ ୧ତାରିଖ ସ୍ଥାନୀୟ ଗାନ୍ଧୀଛକରେ କଂଗ୍ରେସ ୨୪ ଘଣ୍ଟିଆ ଅନଶନ କରିବ। ଅନଶନରେ କଂଗ୍ରେସ ନେତା ନିପନ କୁମାର ଦାଶ, ବ୍ରହ୍ମାନନ୍ଦ…
‘ଖଣ୍ଡୁଆ’ର ଇତିହାସ ୮୦୦ବର୍ଷ ପୁରୁଣା
ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ସମ୍ବଲପୁରୀ ଇକତ୍, ସୋନପୁର ଓ ବୌଦ୍ଧର ବମକାଇ, ନୂଆପାଟଣାର ଖଣ୍ଡୁଆ, କୋରାପୁଟର କୋଟପାଡ଼, ଗୋପାଳପୁର, ଫକିରପୁର ଓ ମାଙ୍କିଡ଼ିଆର ଟସର ବସ୍ତ୍ର। ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶାର ଏହି ହସ୍ତତନ୍ତ ବସ୍ତ୍ର ବେଶ୍ ଆଦୃତ ହୋଇପାରିଛି। ନିଖୁଣ…
Archives


