୬ ବର୍ଷ ପ୍ରେମ ପରେ ବିମାନକୁ ବିବାହ କରିବେ ଯୁବତୀ
ବର୍ଲିନ୍: ସାଧାରଣତଃ ଝିଅଟିର ବିବାହ ଏକ ପୁଅ ସହ ହୋଇଥାଏ। ମାତ୍ର କେବେ ଶୁଣିଛନ୍ତି କି ଜଣେ ଝିଇର ବିବାହ ନିର୍ଜୀବ ବସ୍ତୁ ତଥା ଏକ ବିମାନ ସହ ହୋଇଥାଏ ବୋଲି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ…
ନିର୍ଭୟା ମାମଲା: ଖାରଜ ହେଲା ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନ
ନୂଆଦିଲ୍ଲୀ,୩୦।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁରଙ୍କୁ ଲାଗିଛି ଆଉ ଏକ ଝଟକା। ଗୁରୁବାର ସୁପ୍ରିମକୋର୍ଟ ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିଶ ଏନ୍ଭି ରମଣ, ଅରୁଣ ମିଶ୍ର, ଆର୍ଏଫ୍ ନରିମନ, ଆର୍. ବାନୁମଥି ଓ…
ଏହି ଯୁବତୀଙ୍କୁ ବିବାହ କରୁଛନ୍ତି ‘ଗୁଙ୍ଗା ପେହେଲବାନ୍’
ଚଣ୍ଡିଗଡ଼, ୩୦ା୧: ଦେଶର ସଫଳ ରେସ୍ଲରମାନଙ୍କ ମଧ୍ୟରେ ଅନ୍ୟତମ ବୀରେନ୍ଦ୍ର ସିଂ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହରିୟାଣା ଝଝରର ବୀରେନ୍ଦ୍ର ‘ଗୁଙ୍ଗା ପେହେଲବାନ୍’ ଭାବେ ଜଣାଶୁଣା। ବୀରେନ୍ଦ୍ର ନାଗପୁରର ଜଣେ ମୂକ ବଧିର ଯୁବତୀ ଅଞ୍ଜଳିଙ୍କୁ ବିବାହ…
ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟିଲା ଗୁଳି
ନୂଆଦିଲ୍ଲୀ,୩୦।୧: କିଛିଦିନ ହେବ ଆଶନ୍ତ ଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପରିସର ପୁଣିଥରେ ଅଶାନ୍ତ ହୋଇ ପଡିଛି। ଗୁରୁବାର ଏଠାରେ ଜଣେ ଯୁବକ ଗୁଳି କରୁଥିବା ଦେଖିବାକୁ ମିଳିଛି। ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ…
ଚାଇନିଜ୍ ଡିଶ୍ ହନିି ପ୍ରନ୍
ପର୍ଯ୍ୟଟନର ସହର ପୁରୀ। ଏଠାକୁ ଦୈନିକ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଏବଂ ରେସ୍ତୋରଁାରେ ପ୍ରସ୍ତୁତ କରାଯାଏ ସ୍ବାଦିଷ୍ଠ ଖାଦ୍ୟ। ହୋଟେଲଗୁଡ଼ିକ ମଧ୍ୟରୁ ସିଟି ରୋଡ୍ (ସି ବିଚ୍)ରେ ଥିବା ହୋଟେଲ ବିଜୟ ଇଣ୍ଟରନ୍ୟାଶ୍ନାଲ…
ପିଲାଙ୍କ ପାଠପଢ଼ା ଶେଷ ପରେ ୫୫ ବର୍ଷରେ ଆଇନରେ ଡିଗ୍ରୀ ସହ ୪ ଗୋଲ୍ଡ ମେଡାଲ ହାସଲ କଲେ ମହିଳା
ଗାନ୍ଧିନଗର,୩୦।୧: ପାଠପଢ଼ାର କୌଣସି ବୟସ ନ ଥାଏ। ଯେ କୌଣସି ବୟସରେ ମଧ୍ୟ ଜଣେ ପାଠପଢ଼ି ପାରିବ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଗୁଜରାଟର ୫୫ ବର୍ଷ ବୟସ୍କା ନୀତି ରାଓ୍ବଲ। ଗୃହିଣୀ ଭାବେ ୩୦ ବର୍ଷ ଘରକାମରେ ବ୍ୟସ୍ତ ରହି…
୪ ବର୍ଷ ଶିଶୁର କାନ୍ଦ ସହି ନ ପାରି ଜେଲ୍ରେ ବନ୍ଦ ଥିବା ମା’ ସହ ରାତିରେ ଭେଟ କରାଇଲେ ପ୍ରଶାସନ
ସାଗର,୩୦।୧: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଲ୍ରେ ବନ୍ଦ ଥିବା ମା’କୁ ଦେଖିବା ପାଇଁ ୪ ବର୍ଷର ଶିଶୁ ରାତିରେ ରାହା ଧରି କାନ୍ଦିଥିଲା। ଏଥିରେ ଜେଲ୍ ପ୍ରଶାସନଙ୍କ ହୃଦୟ ତରଳି ଯାଇଥିଲା। ପରେ ଜିଲାର ଅତିରିକ୍ତ ସ୍ବତନ୍ତ୍ର ବିଚାରପତି…
ବାପା ପଡ଼ିଯିବା ଖବର ପାଇ ବି ଶୁଟିଂସେଟ୍ ଛାଡ଼ିପାରି ନ ଥିଲି
ସମ୍ବଲପୁରୀ ଆଲବମର ଜଣେ ଆଗଧାଡ଼ିର ଅଭିନେତା ଭାରତଗୌରବ ଦାଶ। ମାଆ ଗୀତାଞ୍ଜଳି ଓ ବାପା ଭିକାରିଚରଣ ଦାଶଙ୍କ ସୁଯୋଗ୍ୟ ସନ୍ତାନ ଭାରତଗୌରବ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର କୋଣ ଅନୁକୋଣରେ ନିଜସ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସମ୍ବଲପୁର ଜିଲା ରେଢ଼ାଖୋଲରେ…
କରୋନା ଆତଙ୍କରେ ଲୋକ ପିନ୍ଧୁଛନ୍ତି ପ୍ଲାଷ୍ଟିକ୍ ବ୍ୟାଗ୍: ଫଟୋ ଭାଇରାଲ
ବେଜିଂ,୩୦।୧: ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିମାନ, ଟ୍ରେନ୍ ଅବା ବସ୍ରେ ଯାତ୍ରା କରିବା ସମୟରେ ଯାତ୍ରୀ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ତିଆରି ବ୍ୟାଗ୍ ଏବଂ କଣ୍ଟେନର ପିନ୍ଧୁଛନ୍ତି। ଏବେ ଏହାର ଫଟୋ ସୋସିଆଲ୍…
ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ
କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କଲେଣି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଏବେ ବି ଏହି କୁପ୍ରଥା ସମାଜରେ ଚାଲିଛି।…
ମୋବାଇଲ୍ ଲାଇଟ୍ରେ ବ୍ରେନ୍ ଅପରେଶନ୍ କଲେ ଡାକ୍ତର
ସେନ୍ ମେଗୁଏଲ୍,୩୦।୧: ଚିଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ହସ୍ପିଟାଲରେ ଜଣେ ଲୋକଙ୍କ ବ୍ରେନ୍ ଅପରେଶନ୍ ସମୟରେ ପାଓ୍ବାର କଟ୍ ହେବାରୁ ଡାକ୍ତରୀ ଦଳ ବାଧ୍ୟ ହୋଇ ମୋବାଇଲ୍ ଲାଇଟ୍ରେ ଅପରେଶନ୍ ଶେଷ କରିଛନ୍ତି। ଏବେ ଏହା ସୋସିଆଲ୍ ମିଡ଼ିଆରେ…
ଆଲମଙ୍କଠାରୁ ଅଲଗା ହେଲେ ଶ୍ରଦ୍ଧା !
ବମ୍ବେ: ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର଼୍ୟା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ରିଆଲିଟି ଶୋ’ ‘ନଚ ବଲିୟେ’ରେ ପ୍ରେମିକ ଆଲମ ମକ୍କଡ଼ଙ୍କୁ ସମସ୍ତଙ୍କ ସହ ପରିଚିତ କରିଥିଲେ ଶ୍ରଦ୍ଧା। ସେତେବେଳେ ସେ ୯ ମାସ ଧରି ଉଭୟଙ୍କୁ ଡେଟ୍ କରି…
Archives


