Home

ମେଡ୍‌ ଇନ୍‌ ଓଡ଼ିଶା

‘ମେଡ୍‌ ଇନ୍‌ ଚାଇନା’ ନୁହେଁ କି ‘ମେଡ୍‌ ଇନ୍‌ ୟୁଏସ୍‌ଏ’ ନୁହେଁ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ସମ୍ପୂର୍ଣ୍ଣଭାବେ ‘ମେଡ୍‌ ଇନ୍‌ ଓଡ଼ିଶା’ ପ୍ରଡକ୍ଟ। କୌଣସି ମଲ୍ଟିନ୍ୟାଶନାଲ କମ୍ପାନୀ କି ରୋବୋ ଦ୍ୱାରା ଏହା କରାଯାଇନି। ଜଣେ ସାଧାରଣ ଚାଷୀଙ୍କ ପୁଅ…

୫୦୦୦ ବର୍ଷ ପୁରୁଣା କୁକୁର ଲକେଟ ମିଳିଲା: ଦାମ୍‌ ୨୭ କୋଟି

ଲଣ୍ଡନ,୩୦।୧: ବ୍ରିଟେନ୍‌ର ସମରସେଟ୍‌ରୁ ୫୦୦୦ ବର୍ଷ ପୁରୁଣା ରତ୍ନପଥରରେ ତିଆରି କୁକୁର ଲକେଟ ମିଳିଛି। ଏହାର ଦାମ ୨୭ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ମୂଳ ଭାରତୀୟ ଅଲଫ୍ରେଡ୍‌ କୋର୍ରିୟ ତାଙ୍କ ଗ୍ୟାରେଜ ଥିବା ଟେଜେରୀରୁ ହକିକ୍‌ ରତ୍ନ…

ପାଟଣାରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼: ଜନଜୀବନ ପ୍ରଭାବିତ

ପାଟଣା,୩୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। କୁଆପଥର ବର୍ଷା ଯୋଗୁ ଆମ୍ବ ଗଛରୁ ବଉଳସବୁ ଝଡ଼ିପଡ଼ିବା ସହ ଅନ୍ୟାନ୍ୟ ଫସଲ ମଧ୍ୟ…

ଶବାନା ଆଜମୀଙ୍କ ଜୀବନ ବଞ୍ଚାଇଥିବା ଯବାନ ହେଲେ ପୁରସ୍କୃତ

ବଲିଉଡ୍‌ର ନାମକରା ଅଭିନେତ୍ରୀ ଶବାନା ଆଜ୍‌ମୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶବାନାଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ୧ କିମି ଦୌଡିଥିବା ମହାରାଷ୍ଟ୍ର ସିକ୍ୟୁରିଟି ଫୋର୍ସ (ଏମ୍‌ଏସ୍‌ଏଫ୍‌)ର ଯବାନ ବିବେକାନନ୍ଦ ଅନିଲ ଯୋଗେଙ୍କୁ ଲାଇଫ୍‌ ସେଭିଂ ଫାଉଣ୍ଡେଶନ୍‌ ପକ୍ଷରୁ…

ନିର୍ବାଚନରେ ପରାଜିତ ହେବା ପରେ ଭୋଟରଙ୍କୁ ଉପହାର ଫେରାଇବାକୁ କହିଲେ ପ୍ରାର୍ଥୀ

ରାୟପୁର, ୩୦।୧: ଭୋଟରଙ୍କୁ ହାତେଇବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବା ପ୍ରାର୍ଥୀମାନେ ବେଳେବେଳେ କେତେକ ଉପହାର ଦେଇଥାନ୍ତି। କିନ୍ତୁ ନିର୍ବାଚନରେ ପରାଜିତ ହେବାପରେ ଏହାକୁ ଭୋଟରଙ୍କଠାରେ ଫେରାଇ ନେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି…

କେତେବେଳେ ହିରୋ କେତେବେଳେ ଜିରୋ

ଖୁସି କ୍ରିଏସନ୍ସ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ହିରୋ ନଂ ଜିରୋ’। ଚିତ୍ରର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ‘ପ୍ରେମ ପାଇଁ ମହାଭାରତ’ର ନିର୍ଦ୍ଦେଶକ ନିରଞ୍ଜନ ବେହେରା। ଖାସ୍‌ କଥା ହେଲା ଏହାର ମେଲ୍‌…

ଆତ୍ମ ସମର୍ପଣ କଲେ ଏନ୍‌ଡିଏଫ୍‌ବିର ୧,୬୧୫ କ୍ୟାଡର

ଗୁଆହାଟି,୩୦।୧: ଆସାମ ଗୁଆହାଟିର ଏକ ସମାରୋହରେ ନ୍ୟାଶନାଲ ଡେମୋକ୍ରେଟିକ ଫ୍ରଣ୍ଟ ଅଫ୍‌ ବୋଡୋଲାଣ୍ଡ(ଏନ୍‌ଡିଏଫ୍‌ବି)ର ବିଭିନ୍ନ ଗ୍ରୁପର ପ୍ରାୟ ୧,୬୧୫ କ୍ୟାଡର ନିଜ ନିଜ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା କିଳିଛି। ସୂଚନାଯୋଗ୍ୟ, ଭାରତ ସରକାର ଜାନୁୟାରୀ ୨୭ରେ ଏନ୍‌ଡିଏଫ୍‌ବି…

ପିତା କୋଟିପତି: ହାତେ ରାନ୍ଧିି ଖାଉଛନ୍ତି ପୁଅ

କୋଟିପତି ହେବାର ନିଶା ପ୍ରାୟ ଅଧିକାଂଶ ଲୋକଙ୍କର ଥାଏ। ଯଦି ପିତା କୋଟିପତି, ତେବେ ପୁଅ ମଧ୍ୟ ଛୋଟବେଳୁ ସେମିତି ଜୀବନଶୈଳୀ ଆପଣାଇ ଥାଆନ୍ତି। କିନ୍ତୁ ଆଲେକ୍‌ଜାଣ୍ଡର ଫ୍ରିଡ୍‌ମ୍ୟାନ୍‌ଙ୍କ କ୍ଷେତ୍ରରେ ଏହା ଭୁଲ ପ୍ରମାଣିତ ହୋଇଛି। ରୁଷର ଧନୀ ତାଲିକାରେ ଏକାଦଶ…

ନାଥୁରାମ ଗଡସେଙ୍କ ସହ ମୋଦିଙ୍କୁ ତୁଳନା କଲେ ରାହୁଲ

ଓ୍ବାୟନାଡ,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। କେରଳର କାଲପେଟାରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନରେ ସାମିଲ ହେବା ସହ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ…

ଭାରତର ସବୁଠୁ ବଡ଼ ଲୁଣ ମରୁଭୂମି

ସାଧାରଣତଃ ମରୁଭୂମି କହିଲେ ବିସ୍ତୀର୍ଣ୍ଣ ବାଲି, ବିଭିନ୍ନ ପ୍ରକାର କଣ୍ଟାଗଛ ଏବଂ ଓଟ ବାସ କରୁଥିବା ସ୍ଥାନକୁ ବୁଝାଇଥାଏ। ମାତ୍ର ଭାରତରେ ଏମିତି ଏକ ମରୁଭୂମି ଅଛି, ଯାହାକୁ ଲୁଣର ମରୁଭୂମି କୁହାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ମରୁଭୂମି…

ଶ୍ରଦ୍ଧାଞ୍ଜଳି ଓ ସଂକଳ୍ପର ଦିନଟିଏ

ପ୍ରତିବର୍ଷ ୩୦ ଜାନୁୟାରୀରେ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଜାତିର ପିତା ତଥା ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ଶହୀଦ ଦିବସ ଭାବେ ପାଳନ କରଯାଉଛି। ୩୦ ଜାନୁୟାରୀ, ୧୯୪୮ରେ ମହାମତ୍ା ଗାନ୍ଧୀଙ୍କୁ ବିର୍ଲା ହାଉସ୍‌ର ପ୍ରାର୍ଥନାସଭାରେ ନାଥୁରାମ…

୩୦ ମିନିଟ୍‌ରେ ଜାମିନ ମିଳିବା ଘଟଣା: ଏସ୍‌ଆଇ ନିଲମ୍ବିତ

ଅନୁଗୋଳ ଅଫିସ,୩୦।୧: ତଦନ୍ତ ପ୍ରକ୍ରିୟାରେ ଅବହେଳା ଓ କେସ୍‌ ରେକର୍ଡରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟକୁ ପ୍ରଦାନ କରି ନ ଥିବାରୁ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଏସ୍‌ପି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri