Home

ବର୍ଷା ଛାଡ଼ିବା ପରେ ପୁଣି ଲେଉଟିଲା ଶୀତ

କୋଳିମାଟି,୨୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ଅଞ୍ଚଳରେ ଶୀତର ଲହରୀ ଦେଖିବାକୁ ମିଳିଛି। ଅଧିକ ମାତ୍ରାରେ ଶୀତ ହେଉଥିବାରୁ ସାଧାରଣ ଲୋକମାନେ ସକାଳ ୮ଟା ଯାଏ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ା ୨ ଦିନ ଧରି କେନ୍ଦୁଝର…

ପ୍ରିୟଙ୍କା ମୋ ଠାରୁ ୧୦ ବର୍ଷ ବଡ଼ କହିଲେ ନିକ୍‌

ଓ୍ବାଶିଂଟନ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକା ଗାୟକ ନିକ୍‌ ଜୋନସ୍‌ଙ୍କ ବିବାହ ନେଇ ବହୁ ଚର୍ଚ୍ଚା ହୋଇଥିବା। ଏବେ ମଧ୍ୟ ବହୁ ସମୟରେ ସେମାନଙ୍କୁ ନେଇ ସୋସିଆଲ ମିଡ଼ିଆରେ ଆଲୋଚନା ଜାରି ରହିଥିବାର ଦେଖିବାକୁ ମିଳିଥାଏ। ପ୍ରିୟଙ୍କା ନିକ୍‌ଙ୍କଠାରୁ…

କାର୍ଯ୍ୟକାରିଣୀରେ ନାହାନ୍ତି ଏକାଧିକ ବରିଷ୍ଠ ନେତା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ୮ମ ଥର ପାଇଁ ବିଜେଡି ସଭାପତି ଦାୟିତ୍ୱ ନେଇଛନ୍ତି। ଦଳର ମୁଖ୍ୟ ଭାବେ ବୁଧବାରଠାରୁ ତାଙ୍କପ ଅଷ୍ଟମ ଇଂନିସ ଆରମ୍ଭ ହୋଇଛି। ସଭାପତିଭାବେ ତାଙ୍କ ନାମ ଆନୁଷ୍ଠାନିକ ଘୋଷଣା ହେବା ସହ ୮୦ ଜଣିଆ…

ଓଡ଼ିଆ ପ୍ରତି କେନ୍ଦ୍ର ସାହିତ୍ୟ ଏକାଡେମିର ବୈମାତୃକ ମନୋଭାବ

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଜାତୀୟ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଛି। ନୂଆଦିଲ୍ଲୀଠାରେ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ‘ଫେଷ୍ଟିଭାଲ…

ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା

ପୁରୀ ଅଫିସ,୨୭ା୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ୪ଟା ୧୦ରେ ମମତା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଜିଲାପାଳ ବଲୱନ୍ତ ସିଂ ତାଙ୍କୁ ସ୍ବାଗତ କରିଥିଲେ। ପରେ ସିଂହଦ୍ୱାର ଚକଡ଼ାରେ…

ଡିଏମ୍‌କେ ବିଧାୟକ କେପିପି ସାମୀଙ୍କ ପରଲୋକ

ଚେନ୍ନାଇ,୨୭।୨: ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା ଡିଏମ୍‌କେ ବିଧାୟକ କେପିପି ସାମୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ୨୦୦୬-୧୧ ପର୍ଯ୍ୟନ୍ତ ଡିଏମ୍‌କେ ସରକାରରେ ସେ ମନ୍ତ୍ରୀଥିଲେ।…

ଆଇନ୍‌ଜୀବୀ ଦୀପାଳି ଆତ୍ମହତ୍ୟା ଘଟଣା: ଝାରପଡ଼ା ଜେଲରେ ବିକ୍ରମଙ୍କୁ ୨ ଘଣ୍ଟା ଜେରା

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଆଇନଜୀବୀ ଦୀପାଳି ଜେନା ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଅଭିଯୁକ୍ତ ପୁରୁଷବନ୍ଧୁ ବିକ୍ରମ ଜେନା। ବୁଧବାର କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଜେଲ୍‌ ଭିତରେ ୨ ଘଣ୍ଟା ଧରି ମାରାଥନ ଜେରା…

୭ ପରୀକ୍ଷା କେନ୍ଦ୍ରରୁ ୩୨ ଧରାପଡ଼ିଲେ

ନରସିଂହପୁର,୨୭ା୨(ଡି.ଏନ୍‌.ଏ.): ବୁଧବାର ମାଟ୍ରିକର ଗଣିତ ପରୀକ୍ଷା ଚାଲିଥିବା ବେଳେ ନରସିଂହ ବ୍ଲକ ଅନ୍ତର୍ଗତ ୭ ପରୀକ୍ଷା କେନ୍ଦ୍ରରୁ ୩୨ ଜଣ ପିଲା କପି କରୁଥିବା ବେଳେ ସ୍କ୍ବାଡ୍‌ ହାତରେ ଧରାପଡିଛନ୍ତି। ଏହାପରେ ସମ୍ପୃକ୍ତ ପିଲାଙ୍କୁ ମାଲ୍‌ ପ୍ରାକ୍ଟସ୍‌ କରିଦିଆଯାଇଛି। ସେମାନଙ୍କ ମଧ୍ୟରେ…

ବର୍ଷା ଛାଡ଼ିଲା: ତିନି ଦିନ କୁହୁଡ଼ି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ଆଉ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର…

କରୋନା ଭାଇରସ: ଜାପାନ ଜାହାଜରେ ଫସିଥିବା ୧୧୯ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ପହଞ୍ଚିଲେ

ନୂଆଦିଲ୍ଲୀ,୨୭।୨: ଚାଇନାର ଉହାନ ସହରରେ ଫଶି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଯାଇଥିବା ବାୟୁସେନାର ସ୍ବତନ୍ତ୍ର ବିମାନ ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିଛି। ଏହାସହ ଜାପାନ ଉପକୂଳରେ ଲାଗିଥିବା ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ କରୋନା ଭାଇରସ ଯୋଗୁ ଫଶି ରହିଥିବା…

୫୧ ଲକ୍ଷରେ ବିକ୍ରି ହେଲା ଅଧିକ କ୍ଷୀର ଦେଉଥିବା ମଇଁଷି ସରସ୍ବତୀ

ହିସାର,୨୭।୨: ଅଧିକ କ୍ଷୀର ଦେଇ ବିଶ୍ୱ ରେକର୍ଡ କରିଥିବା ମୁରାହ ପ୍ରଜାତିର ମଇଁଷି ସରସ୍ବତୀ ୫୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ହରିୟାଣାର ହିସାର ଜିଲାର ଲିତାନିରେ ବାସ କରୁଥିବା ସୁଖବୀର ସିଂ ଢ଼ାଣ୍ଡା ସରସ୍ବତୀକୁ ଲୁଧିୟାନାର ପବିତ୍ର ସିଂଙ୍କୁ ବିକ୍ରି…

ବିବାହରେ ମନ୍ତ୍ର ବଦଳରେ ପଢ଼ାଗଲା ଆମେ ଭାରତବାସୀ…

କାଙ୍କେର,୨୭।୨: ବିବାହରେ ମନ୍ତ୍ର ପାଠ କରାଯାଇଥାଏ। ତେବେ ଛତିଶଗଡ଼ କାଙ୍କେରରେ ଏକ ଏକ ବିବାହ ଉତ୍ସବରେ ମନ୍ତ୍ର ବଦଳରେ ଆମେ ଭାରତବାସୀ ପାଠ କରାଯାଇ କନ୍ୟା-ବର ପରସ୍ପରକୁ ଜୀବନ ସାଥିଭାବେ ଗ୍ରହଣ କରିଛନ୍ତି। ଏହା ସହିତ ସମ୍ବିଧାନ ପାଠ ମଧ୍ୟ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?