Home

କନ୍ୟା ମାଗିଲେ ଯୌତୁକ: ବରପକ୍ଷ କଲେ ମନା; ଭାଙ୍ଗିଲା ବିବାହ

ରୁର୍‌କି, ୧।୨: କନ୍ୟାପକ୍ଷ ବରଙ୍କୁ ଯୌତୁକ ଦେବାର ପରମ୍ପରା ଭାରତୀୟ ସଂସ୍କୃତିରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ରୁର୍‌କିର ଜଣେ କନ୍ୟା ବରପକ୍ଷଙ୍କଠାରୁ ଯୌତୁକ ଦାବି କରିଛନ୍ତି। ବରପକ୍ଷ ଯୌତୁକ ଦେବାକୁ ମନା କରିବାରୁ ଏବେ ବିବାହ ଭାଙ୍ଗିଯାଇଛି। ଏନେଇ ବରପକ୍ଷରୁ…

ଅଭିଯୋଗ ପରେ ବନ୍ଦ ହେଲା ମଦ ଦୋକାନ

ଡେରାବିଶ (ସ୍ବ.ପ୍ର.)/ ପାଟକୁରା (ଡି.ଏନ.ଏ.), ୧।୨: ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳର ବିକାଶ ନକ୍ସା ଆଙ୍କିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ସଚିବ କେନ୍ଦ୍ରାପଡା ଜିଲାକୁ ଶୁକ୍ରବାର ଗସ୍ତ କରିଛନ୍ତି। ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ…

ବ୍ୟାଙ୍କ କାରବାର ଠପ୍‌

ଭୁବନେଶ୍ୱର,୧।୨: ବେତନ ସଂଶୋଧନ ଦାବିରେ ବ୍ୟାଙ୍କ ସଂଘଗୁଡିକ ଦେଇଥିବା ୨ ଦିନିଆ ଧର୍ମଘଟ ଡାକରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାରବାର ଠପ୍‌ ହୋଇଯାଇଛି। ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ ଡାକରାରେ ଦେଶର ୧୦…

‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ରେ ବିରାଟ-ଦୀପିକା

ମୁମ୍ବାଇ: ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଟିଭି ଶୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ପାଇଁ ଭାରତୀୟ ତାରକାଙ୍କ ଉତ୍ସାହ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ସାରା ବିଶ୍ୱରେ ଏହି ଶୋ’ର ସର୍ବାଧିକ ଲୋକପ୍ରିୟତା ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋ’ରେ…

୧୪ ଫୁଟ ଉଚ୍ଚରେ କିକ୍‌ କଲେ ତାଏକୋଣ୍ଡୋ ଖେଳାଳି: ଭିଡ଼ିଓ ଭାଇରାଲ

ସିଓଲ,୧।୨: ଦକ୍ଷିଣ କୋରିଆର ଜଣେ ତାଏକୋଣ୍ଡୋ ଖେଳାଳି ୧୪ ଫୁଟ ଉଚ୍ଚରେ ଡେଇଁ କିକ୍‌ କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨୧ ବର୍ଷ ବୟସ୍କ ଯୁବକ ଓ୍ବନଜିନ୍‌ କିମ୍‌ ବିଶ୍ୱ ତାଏକୋଣ୍ଡୋ ଫେଷ୍ଟିଭାଲ୍‌ରେ ଏଭଳି…

ବାରାଣସୀକୁ ଉଡ଼ିଲା ବିମାନ

ଭୁବନେଶ୍ୱର, ୧।୨(ବ୍ୟୁରୋ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରାଣସୀକୁ ଶୁକ୍ରବାରଠାରୁ ବିମାନସେବା ଆରମ୍ଭ ହୋଇଛି। ଏଲାଏନ୍ସ ଏୟାର୍‌ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି। ପ୍ରଥମ ଦିନରେ ଝାରସୁଗୁଡ଼ାରୁ କେହିି ଯାତ୍ରୀ ନ ଥିବାବେଳେ ଭୁବନେଶ୍ୱରରୁ…

ବୋଝ ଉପରେ ବୋଝ

ଏକଦା ହାତୀକୁ ନେଇ ଗର୍ବ କରୁଥିଲା ଢେଙ୍କାନାଳ। ହେଲେ ଏବେ ହାତୀ-ମଣିଷ ସଂଘର୍ଷ ପାଇଁ ଜାତୀୟସ୍ତରରେ ନିନ୍ଦିତ ହେଉଛି ଏହି ଜିଲା। ବର୍ଷତମାମ ହାତୀ ଉପଦ୍ରବ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା କପିଳାସ…

ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ବିନୟଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଖାରଜ କରି ଦେଇଛନ୍ତି। ଏବେ ଏହି ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ସୁପ୍ରିମକୋର୍ଟ…

୧୩ ଫୁଟ ଲମ୍ବ କୁମ୍ଭୀର ବେକରୁ ଟାୟାର କାଢ଼ିଲେ ମିଳିବ ପୁରସ୍କାର

ଜାକର୍ତ୍ତା,୧।୨: ଇଣ୍ଡୋନେସିଆରେ ଏକ ୧୩ ଫୁଟ ଲମ୍ବ କୁମ୍ଭୀର ବେକରେ ଗତ ୪ ବର୍ଷ ଧରି ମଟର ସାଇକେଲ ଟାୟାର ପଶି ରହିଛି। ୨୦୧୬ଠାରୁ କୁମ୍ଭୀର ବେକରେ ଏହି ଟାୟାର ସେହିଭଳି ରହିଛି। ଏହାକୁ କାଢ଼ିବା ପାଇଁ ମଧ୍ୟ ଇଣ୍ଡୋନେସିଆର ସୁଲାବେସି…

ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜରୁରୀକାଳୀନକର୍ମୀ ପ୍ରଦାନ କଲେ ବ୍ୟାଚ୍‌

ବର୍କଶାୟର,୧।୨: ଜଣେ ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜଣ ଜରୁରୀକାଳୀନକର୍ମୀ ନିଜର ବ୍ୟାଚ୍‌ ପ୍ରଦାନ କରିଛନ୍ତି। ଆମେରିକାର ପୋଲିସକର୍ମୀ ପି.ସି.ଏଣ୍ଡୁ ହାର୍ପର ଡ୍ୟୁଟିରେ ଥିବା ସମୟରେ ଏକ ସର୍ଚ୍ଚ ଅପରେଶନ୍‌ରେ ମୃତ୍ୟୁ ଘଟିଥିଲା। ସହକର୍ମୀମାନେ ତାଙ୍କ ପାଇଁ ଏହି…

ଚାଇନାରୁ ଫେରିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧।୨: ଚାଇନାର ଉହାନରୁ ଫେରିଥିବା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି। ଏଥିରେ ୩୨୪ ଭାରତୀୟ ଚାଇନାରୁ ସ୍ବଦେଶ ଫେରିଛନ୍ତି। ଏମାନଙ୍କ ଭିତରେ ୩ ଶିଶୁ ଓ ୧୧ ଛାତ୍ର ରହିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା…

ପାରଦର୍ଶୀ ଜଙ୍ଗଲ: ହିଂସ୍ର ପ୍ରାଣୀଙ୍କୁ ସହଜରେ ହୁଏ ଦେଖି

ବ୍ୟାଙ୍କକ,୧।୨: ଜଙ୍ଗଲ ପୁଣି ପାରଦର୍ଶୀ। ମାନେ ଏପଟୁ ଦେଖିଲେ ସେପଟେ ଯାହା ଥିବ ସବୁ ଦେଖାଯିବ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏହା ସତ। ଉତ୍ତର ଥାଇଲାଣ୍ଡ୍‌ରେ ଏଭଳି ପାରଦର୍ଶୀ ଜଙ୍ଗଲ ରହିଛି। ଏଠାରେ ପର୍ଯ୍ୟଟକ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri