ହାତୀ ଘଉଡ଼ାଇବା ବେଳେ ବାଣ ନିଆଁ କାଳ ହେଲା: ଜଳିଗଲା ଘର, ୪ ଗାଈ ଜୀବନ୍ତ ଦଗ୍ଧ
ଜଳେଶ୍ୱର, ୮।୨(ସ୍ବ.ପ୍ର.): ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବାଣରେ ନିଆଁ ଲଗାଇ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ନିଆଁ ଏକ ଘର ଉପରେ ପଡିଯାଇଥିଲା। ଘରଟି ସମ୍ପୂର୍ଣ୍ଣ ଜଳିଯିବାରୁ ତା’ ଭିତରେ…
କରୋନା ଭୟ: ବିଦେଶରୁ ଫେରିଥିବା ୧୩ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା
ଭୋଗରାଇ, ୮।୨(ଡି.ଏନ.ଏ.): କରୋନା ଭାଇରାସ କାୟାବିସ୍ତାର କରି ଚାଲିଥିବା ବେଳେ ବିଦେଶରୁ ଫେରିଥିବା ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର ୧୩ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ବିମାନବନ୍ଦରରେ ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବ୍ୟାପକ ସତର୍କ ଓ ପ୍ରତିଷେଧକ ନିମନ୍ତେ…
ଅଦିନିଆ ବର୍ଷା : ବ୍ୟାପକ ଫସଲ କ୍ଷୟକ୍ଷତି
ସିଂହପୁର,୮।୨(ଡି.ଏନ୍.ଏ.) : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତିନିଦିନ ହେଲା ଝିପିଝିପି ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଲୋକଙ୍କୁ କାଳ ସାଜିଛି। ଫଳରେ ଲୋକେ କୋହଲା…
ଆବାସ ନିର୍ମାଣ କାର୍ଯ୍ୟ ତଦାରଖ
ଭଣ୍ଡାରିପୋଖରୀ,୮।୨(ଡି.ଏନ.ଏ.): ଭଦ୍ରକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ, ଭଣ୍ଡାରିପୋଖରୀ ବିଡିଓ ବନମାଳି ତରାଇ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ମିଶ୍ର ଶନିବାର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ସାନଶାସନ ପଞ୍ଚାୟତର ବାହାଦୁଲନଗର, ବିମ୍ବଳବର ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ…
କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ବେଦୀରୁ ଉଠି ଚାଲିଗଲେ ବର
ବେଙ୍ଗାଲୁରୁ : ବିବାହ ସମୟରେ କନ୍ୟାପକ୍ଷ ଯାନିଯୌତୁକ ଦେଇ ନ ପାରିଲେ ବେଦୀରୁ ବର ଉଠି ଚାଲିଯିବା ଖବର ଶୁଣିଥିବେ। ମାତ୍ର କନ୍ୟାଙ୍କ ଶାଢ଼ି ପସନ୍ଦ ହେଲା ନାହିଁ ବୋଲି ବର ଉଠି ଚାଲିଯିବା ଖବର ଶୁଣିଲେ ଯେତିକି ହାସ୍ୟାସ୍ପଦ ସେତିକି…
ରୋଜ୍ ଡେ’ରେ ଟପ୍ଲେସ୍ ହେଲେ ଅଧ୍ୟୟନଙ୍କ ପ୍ରେମିକା, ଭାଇରାଲ ହେଉଛି ଫଟୋ
ବମ୍ବେ: ଚର୍ଚ୍ଚାରେ ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କ ପ୍ରେମିକା ମାୟରା ମିଶ୍ରା। ଭ୍ୟାଲେଣ୍ଟାଇନ୍ ସପ୍ତାହର ପ୍ରାରମ୍ଭ ରୋଜ୍ ଡେ’କୁ ନେଇ ଏକ ପୋଷ୍ଟ ଏହାର କାରଣ। ନିଜର ଇନ୍ଷ୍ଟା ପୃଷ୍ଠାରେ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇ ମାୟରା ଏକ ଟପ୍ଲେସ ଫଟୋ ଶେୟାର…
ପ୍ରାଣୀ ଚିକିତ୍ସାଳୟ ପୁନଃ କାର୍ଯ୍ୟକ୍ଷମ ଲାଗି ଜିଲାପାଳ, ବିଧାୟକଙ୍କୁ ଦାବି
ଭବାନୀପାଟଣା,୮।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଳଠାରେ ଭଗ୍ନ ଅବସ୍ଥାରେ ପଡି ରହିଥିବା ପ୍ରାଣୀ ଚିକିତ୍ସାଳୟକୁ ପୁନର୍ବାର ଚାଲୁ ପାଇଁ ମୂଷାନାଳ ଗ୍ରାମବାସୀ ଜିଲାପାଳଙ୍କୁ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଆଜକୁ ପ୍ରାୟ ୧୫ ବର୍ଷ ହେବ…
ଇପିଏଫ୍ ପେନସନର ଆସୋସିଏଶନ୍ର କଳାହାଣ୍ଡି ଜିଲା ପ୍ରଶାସନକୁ ଦାବିପତ୍ର
ଭବାନୀପାଟଣା,୮।୨(ଡି.ଏନ୍.ଏ.): ଅଲ୍ ଓଡ଼ିଶା ଇପିଏଫ୍ ପେନ୍ସନର ଆସୋସିଏଶନ୍ କଳାହାଣ୍ଡି ଶାଖା ପକ୍ଷରୁ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶନିବାର ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମାସିକ ସର୍ବନିମ୍ନ ପେନ୍ସନ ୯ ହଜାର ଟଙ୍କା, ମହଙ୍ଗା ଭତ୍ତା, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ କମ୍ପାନୀ ଅଧିକାରୀଙ୍କୁ ଚିଠି ଲେଖିଲେ ଜିଲାପାଳ
ଭବାନୀପାଟଣା,୮।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ବିଏସ୍ଏନ୍ଏଲ୍, ଏୟାରଟେଲ ଏବଂ ଜିଓ ନେଟ୍ଓ୍ବର୍କ ଲାଗି ଟାୱାର ପ୍ରତିଷ୍ଠା ପାଇଁ ଜିଲାପାଳ ଡ. ଗାଭିଲ ପରାଗ ହର୍ଷଦ ସଂପୃକ୍ତ ମୋବାଇଲ କମ୍ପାନୀ ଅଧିକାରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ଜିଲାପାଳ ବିଏସ୍ଏନ୍ଏଲ୍ ଭବାନୀପାଟଣାସ୍ଥିତ ଟିଡିଏମ୍,…
ଲାଲ୍ ଚୁଡ଼ି ପିନ୍ଧି ଫଟୋ ଶେୟାର କଲେ ନେହା କକ୍କର
ମୁମ୍ବାଇ: ଟେଲିଭିଜନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ‘ଇଣ୍ଡିଆନ୍ ଆଇଡଲ୍-୧୧’ରେ ନେହା ଜଜ୍ ଭୂମିକା ତୁଲାଉଥିବା ବେଳେ ଆଦିତ୍ୟ ଶୋ’ର ହୋଷ୍ଟ…
‘ନାଗିନ୍-୪’ ଛାଡ଼ିଲେ ଜାସ୍ମିନ
ବମ୍ବେ: ଟେଲି ଜଗତର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍-୪’ ଅନ୍ୟତମ। ଏବେ ପ୍ରସାରିତ ହେଉଛି ଏହାର ଚତୁର୍ଥ ସିଜନ୍। ଶୋ’ରେ ବିଭିନ୍ନ ଭୂମିକାରେ ନିୟା ଶର୍ମା, ବିଜୟେନ୍ଦ୍ର କୁମାରିଆ ଏବଂ ଜାସ୍ମିନ ଭାସିନ ନଜରକୁ ଆସୁଛନ୍ତି। ହେଲେ ଆଗାମୀ ଦିନରେ ଜାସ୍ମିନ…
ସ୍ମିତାରାଣୀ ପ୍ରସଙ୍ଗରେ ଯାହା ଯୁକ୍ତିଯୁକ୍ତ ତାହା କରାଯିବ: ମନ୍ତ୍ରୀ
ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ)୍ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ଏକମାତ୍ର ମୂକସାକ୍ଷୀ ବିବାଦୀୟ ଅତିଥି ଭବନ ଭଙ୍ଗାଯିବା ପରେ ରାଜନୈତିକ ଉଷ୍ମତା ପରିଲକ୍ଷିତ ହୋଇଛି। ଘଟଣାରେ ଜାଣିଶୁଣି ତଥ୍ୟ ନଷ୍ଟ କରିବାକୁ ଚେଷ୍ଟା…
Archives


