Home

ପ୍ରେମ ଦିବସ ପୂର୍ବରୁ ଫୁଟିଲା ଗୁଳି: ପ୍ରଥମ ପ୍ରେମିକ କଲେ ଗୁଳିମାଡ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପ୍ରେମ ଦିବସ ପୂର୍ବରୁ ରାଜଧାନୀରେ ଫୁଟିଛି ଗୁଳି। ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ଏକ ଗୁଳିମାଡ ହୋଇଛି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଯୁବତୀ ଜଣଙ୍କ ଶିକ୍ଷାନୁଷ୍ଠାନ କ୍ୟାମ୍ପସ…

ଆର୍‌ଏସ୍‌ଏସ୍‌ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୦।୨: ଦେଶରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଜାରି ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କିଛି ଆର୍‌ଏସ୍‌ଏସ୍‌ ନେତା ଏବଂ କେତେକ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ଉପରେ ଏଭଳି ଆକ୍ରମଣ କରିବା ଲାଗି ଆତଙ୍କବାଦୀଙ୍କ…

ଶାହିନ ବାଗ ଧାରଣାସ୍ଥଳରେ ଶିଶୁର ମୃତ୍ୟୁକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ,୧୦।୧: ଶାହିନ ବାଗରେ ପ୍ରଦର୍ଶନ ସମୟରେ ଜରେ ୪ ମାସ ଶିଶୁର ମୃତ୍ୟୁକୁ ନେଇ ଯେଉଁ ଆବେଦନ କରାଯାଇଥିଲା ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଏହାର ଶୁଣାଣି କରାଯାଇଛି। ଏହି ମାମମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କୁ ନେଇ…

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ କଳାହାଣ୍ଡି ଜିଲାର ବିଭିନ୍ନ ସ୍କୁଲ ଗସ୍ତ: ଖରାପ ଶିକ୍ଷାଦାନ ପାଇଁ ୨ ଶିକ୍ଷକଙ୍କୁ ନୋଟିସ

ଭବାନୀପାଟଣା, ୧୦।୨(ଡି.ଏନ.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କଳାହାଣ୍ଡିର ବିଭିନ୍ନ ସ୍କୁଲକୁ ଅଚାନକ ଗସ୍ତ କରଛନ୍ତି। ଇଂଲିଶ ଶିକ୍ଷାରେ ସ୍କୁଲଗୁଡିକ ପଛରେ ପଡିଯିବାକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଂଲିଶ ବିଷୟରେ ଖରାପ ଶିକ୍ଷାଦାନ ଲାଗି ଭବାନୀପାଟଣାର…

ସିରିଆରେ କାର ବିସ୍ଫୋରଣ: ୬ ମୃତ

ଆଫ୍ରିନ୍‌, ୧୦।୨: ସିରିଆରେ ଏକ କାରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ଆଲେପ୍ପୋ ପ୍ରଦେଶର ଆଫ୍ରିନ୍‌ ସହରରେ ଏଭଳି…

ମୋଦିଙ୍କ ଚିଠିର ଉତ୍ତର ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୦।୨: ଚାଇନାରେ କରୋନାଭାଇରସ୍‌ ମହାମାରୀର ରୂପ ନେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏଥିଯୋଗୁ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଚାଇନା ସହ ଏହି ଭୂତାଣୁ ବିଶ୍ୱର ଅନ୍ୟ ଦେଶଗୁଡିକରେ ମଧ୍ୟ ପ୍ରଭାବ ପକାଉଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା…

୫-ଟି ସଚିବଙ୍କ ଅଚାନକ ଭୋଗରାଇ ଗସ୍ତ

ଭୋଗରାଇ, ୧୦।୨(ଡି.ଏନ.ଏ): ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ଅଚାନକ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ କରିଛନ୍ତି। ସକାଳ ୧୦.୩୦ରେ ତାଳସାରିରେ ସଚିବଙ୍କ ହେଲିକପ୍ଟର ଅବତରଣ କରିଥିଲା। ତାଳସାରିରୁ ଉଦୟପୁର ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏଥିସହିତ…

ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ: ୨ କୋବ୍ରା କମାଣ୍ଡୋ ଶହୀଦ

ରାୟପୁର,୧୦।୨: ଛତିଶଗଡ଼ରେ ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ କମାଣ୍ଡୋ ଶହୀଦ ହୋଇଛନ୍ତି। ସେହିପରି cଜଣେ ମାଓବାଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସ୍ଥାନୀୟ ବିଜାପୁର ଜିଲା ଇରାପଲ୍ଲୀ ଗାଁ ନିକଟରେ ଥିବା ଜଙ୍ଗଲରେ ସୋମବାର ପୂର୍ବାହ୍ନ ୧୦ଟା…

କଂଗ୍ରେସ ନେତାଙ୍କ ନାତୁଣୀଙ୍କୁ ବିବାହ କରିବେ କୁମାରସ୍ବାମୀଙ୍କ ପୁଅ

ବେଙ୍ଗାଲୁରୁ,୧୦।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ କଂଗ୍ରେସ ନେତା ଏମ୍‌. କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତିଙ୍କୁ ବିବାହ କରିବେ ବୋଲି ଜଣାପଡିଛି। ଫେବୃୟାରୀ ୬ରେ ନିଖିଳ ରେବତିଙ୍କ ସହ କିଛି ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ବିଫଳ: ୧୦ ମନ୍ତ୍ରଣାଳୟ ଉପରେ ୫ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୦।୨: ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ବିଫଳତା ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟ ବର୍ଷିଛନ୍ତି। କେନ୍ଦ୍ରର ୧୦ଟି ମନ୍ତ୍ରଣାଳୟ ଉପରେ ଏନେଇ ସୁପ୍ରିମ୍‌କୋର୍ଟ ୫ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ମହିଳା ଓ କଲ୍ୟାଣ ମନ୍ତ୍ରଣାଳୟ ,ବିଧି…

ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବିପତ୍ର ପ୍ରଦାନକଲା ଆଶାସାଥୀ ସଂଘ

ରାୟଗଡ଼ା ଅଫିସ,୧୦।୨: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ରାଜ୍ୟ ଆଶାସାଥୀ ସଂଘର ନିର୍ଦ୍ଦେଶକ୍ରମେ ୫ ଦଫା ଦାବି ନେଇ ଜିଲା ଆଶାସାଥୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ସୋମବାର ପ୍ରଦାନ କରିଛି। ଭାରତୀୟ ମଜଦୂର ସଂଘର ଜିଲା…

‘ବନ୍ଧୁ ପ୍ରକଳ୍ପ’: ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ମିଳିବ ପେନ୍‌ସନ୍‌

କୋଲକାତା,୧୦।୨: ପଶ୍ଚିମବଙ୍ଗ ସରକାର ଚଳିତ ୨୦୨୦-୨୧ ବର୍ଷ ବଜେଟରେ ଏକ ନୂଆ ଯୋଜନା ଘୋଷଣା କରିବାର ବ୍ୟବସ୍ଥା ରହିଛି। ଏହାର ନାମ ରଖାଯାଇଛି ‘ବନ୍ଧୁ ପ୍ରକଳ୍ପ’। ଏହି ଯୋଜନା ଅଧିନରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ପେନସନ୍‌ ମିଳିବ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri