Home

କଣ୍ଠଶିଳ୍ପୀଙ୍କ ପାଇଁ ଦିନେ ନିଜ ହାତ ଜାଳି ଦେଇଥିଲେ ରାଜ କପୁର

ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମହେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ୧୯୩୪ ମସିହା ଜାନୟାରୀ ୯ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ମୁମ୍ବାଇରେ ରହୁଥିବା ମହେନ୍ଦ୍ରଙ୍କ ପାଇଁ ନିଜ ହାତ ଜାଳି ଦେଇଥିଲେ ବଲିଉଡ୍‌ର ଶୋ’ ମ୍ୟାନ୍‌ ରାଜ୍‌…

ଆଫଗାନିସ୍ତାନରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ଫରହା,୯।୧: ଆଫଗାନିସ୍ତାନର ଫରହା ଅଞ୍ଚଳରେ ଥିବା ପୋରଚାମାନ ଜିଲାରେ ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୨ ସେନା ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ଏମ୍‌ଆଇ-୩୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କହିଛି…

୯ବର୍ଷ ବିତିଲା: ସରୁନି ୩୦ ଫୁଟିଆ ରାସ୍ତା କାମ

ପୁରୁଣା ଭୁବନେଶ୍ୱର, ୯ା୧(ଡି.ଏନ.ଏ.): ଭୁବନେଶ୍ୱରର କଟକ-ପୁରୀ ରାସ୍ତାରୁ ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା କମ୍‌ କରିବା ଲକ୍ଷ୍ୟ ନେଇ ୨୦୧୦ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୟା ଓ୍ବେଷ୍ଟ କେନାଲର ଉଭୟପାର୍ଶ୍ୱ ରାସ୍ତା ଲାଗି ଶିଳାନ୍ୟାସ କରିଥିଲେ। ୯ ବର୍ଷ ତଳେ ହୋଇଥିବା…

ଝିଅ ବାହାଘର ଲାଗି ଥିଲା ଟଙ୍କା ଚିନ୍ତା, ଭଗବାନ ମୋର ଶୁଣିଲେ ପ୍ରାର୍ଥନା: ପଓ୍ବନ

ମିରଟ,୯ା୧: ବହୁଚର୍ଚ୍ଚିତ ନିର୍ଭୟା ବଳାତ୍କାର, ହତ୍ୟା ମାମଲାରେ ୪ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ। ୨୨ରେ ସେମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଜହ୍ଲାଦ ପଓ୍ବନ(୫୭) ପ୍ରସ୍ତୁତ ଥିବା କହିଛନ୍ତି। ୟୁପି ଜେଲ ପ୍ରଶାସନ ପକ୍ଷରୁ ଏଥିଲାଗି ତାଙ୍କୁ ଦାୟିତ୍ୱ ଅର୍ପଣ…

ଇରାନରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ,୯ା୧: ଓ୍ବାଶିଂଟନ ଓ ତେହେରାନ ଯୁଦ୍ଧମୁହଁ। ହୋଇଥିବାରୁ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢ଼ିଲାଣି। ସେଥିପାଇଁ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଆଣିବା ଲାଗି ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ତ୍ରିଖଣ୍ଡ ଇରାନ ଯିବ। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ…

ବଢ଼ିବ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ

ଇସ୍‌ଲାମାବାଦ,୯ା୧(ପି.ଟି.): ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ୍‌ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧିକରିବା ଲାଗି ପାକିସ୍ତାନ ପାର୍ଲାମେଣ୍ଟରେ ବୁଧବାର ୩ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍‌ ହୋଇଛି। ଉଚ୍ଚସଦନରେ ପାସ୍‌ ହୋଇଥିବା ବିଲ୍‌ରେ ଜଳ, ସ୍ଥଳ ଓ ବାୟୁ ସେନାମୁଖ୍ୟଙ୍କ…

ପେପର ପ୍ରିଣ୍ଟିଂ ପ୍ରେସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୯।୧: ରାଜଧାନୀ ଦିଲ୍ଲୀର ପତପାରଗଞ୍ଜ ଶିଳ୍ପାଞ୍ଚଳରେ ଥିବା ଏକ ପେପର ପ୍ରିଣ୍ଟି ପ୍ରେସରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁବାର ଭୋରରୁ ଏଠାରେ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ…

ସ୍ପେନରେ ସାଞ୍ଚେଜ ସରକାର

ମାଡ୍ରିଡ୍‌,୯ା୧: ସ୍ପେନର ପ୍ରଧାନମନ୍ତ୍ରୀ ରୁପେ ବୁଧବାର ଶପଥ ନେଇଛନ୍ତି ସୋସିଆଲିଷ୍ଟ ନେତା ପେଡ୍ରୋ ସାଞ୍ଚେଜ। ପାର୍ଲାମେଣ୍ଟରେ ବାମପନ୍ଥୀ ମେଣ୍ଟ ସରକାର ଗଠନ କରିବା ପ୍ରସ୍ତାବ ଆସ୍ଥା ଭୋଟରେ ବିଜୟୀ ହେବା ପରେ ସେ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି।…

ହାଇଦ୍ରାବାଦ୍‌ ବଜାରରେ ମିଳୁନି ଜାତୀୟ ପତାକା

ହାଇଦ୍ରାବାଦ୍‌,୯।୧:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ)କୁ ବିରୋଧ କରି ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏହି ଆଇନକୁ ବିରୋଧ ଏବଂ ସପକ୍ଷରେ ମତ ଦେଉଥିବା ଲୋକେ ନିଜ ନିଜ ର଼୍ୟାଲିରେ ଜାତୀୟ ପତାକା ଧରି ଯାଉଥିବାର ଲକ୍ଷ୍ୟ କରାଯାଇଛି। ଏହାର…

ତିହାର ଜେଲ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ: ଆଜାଦଙ୍କୁ ଶୀଘ୍ର ଚିକିତ୍ସା ଯୋଗାଅ

ନୂଆଦିଲ୍ଲୀ,୯ା୧: ସିଏଏ ବିରୋଧୀ ଉଗ୍ର ବିକ୍ଷୋଭବେଳେ ଦିଲ୍ଲୀରୁ ଗିରଫ ହୋଇ ତିହାର ଜେଲରେ ଥିବା ଭୀମ୍‌ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଲାଗି ଦିଲ୍ଲୀ କୋର୍ଟ ତିହାର ଜେଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌…

ଭାରତ ବନ୍ଦବେଳେ ପଶ୍ଚିମବଙ୍ଗରେ ହିଂସା: ପୋଲିସ ଗାଡ଼ି ପୋଡ଼ିଲେ: ୫୫ ଗିରଫ

କୋଲକାତା,୯ା୧: ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡ଼ାକରା ଦିଆଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ତେବେ ବୁଧବାର ପଶ୍ଚିିମବଙ୍ଗରେ ଏହାକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି। ମାଲ୍‌ଦାର ସୁଜାପୁର ଅଞ୍ଚଳରେ ଟ୍ରେଡ୍‌ ୟୁନିୟନର ସମର୍ଥକମାନେ ଦୁଇଟି ପୋଲିସ…

ଇରାନ ଉପରେ କଠୋର କଟକଣା

ଓ୍ବାଶିଂଟନ,୯ା୧: ଇରାନ ଉପରେ ଆମେରିକା ପୂର୍ବରୁ କେତେକ କଟକଣା ଜାରି କରିଥିବାବେଳେ ବୁଧବାର ରାତିରେ ଆହୁରି କେତୋଟି କଠୋର କଟକଣା ଲାଗୁ କରିବା ପାଇଁ ଘୋଷଣା କରିଛି। ଇରାନର ବ୍ୟବହାରରେ ପରିବର୍ତ୍ତନ ନ ଆସିବା ଯାଏ ଏହି କଟକଣା ବଜାୟ ରହିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri