ହାଫିଜ୍ ସଇଦଙ୍କୁ ୫ ବର୍ଷ ଜେଲ
ଇସଲାମାବାଦ୍,୧୨।୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍ ସଇଦଙ୍କୁ ପାକିସ୍ତାନର ଏକ କୋର୍ଟ ୫ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ହାଫିଜ୍ଙ୍କ ସଂଗଠନ ଜମାତ୍-ଉଦ୍-ଦାଓ୍ବା ସହାୟତାରେ ପାଣ୍ଠି ଯୋଗାଣ ହେଉଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପକ୍ଷରୁ ଏଭଳି…
୧୦ ବର୍ଷ ତଳେ ଶାହାରୁଖ୍ କହିଥିଲେ ଏହି କଥା
ମୁମ୍ବାଇ : ବଲିଉଡ୍ ଅଭିନେତା ଶାହାରୁଖ୍ ଖାଁ ନିଜର ୨୮ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି। ଏଗୁଡ଼ିକୁ ମଧ୍ୟରୁ ଗୋଟିଏ ହେଲା ‘ ମାଇଁ ନେମ୍ ଇଜ୍ ଖାନ୍’।…
ସଚିନଙ୍କଠାରୁ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ଏହି ଖେଳାଳି, କହିଲେ ଏମିତି
ସିଡନୀ,୧୨।୨: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କୁ ପ୍ରଶଂସା କରିଛନ୍ତି। ଏହା ଜାଣି ଲାବୁଶେନ କହିଛନ୍ତି, ଜୀବନରେ ଯାହାକୁ ଅନୁସରଣ କରିଛି, ତାଙ୍କଠାରୁ ମୋ ପ୍ରଶଂସା ଶୁଣି ମୁଁ ଆଶ୍ଚର୍ଯ୍ୟାନ୍ବିତ ହୋଇପଡିଛି।…
ବିନା ହ୍ୟାଣ୍ଡେଲ୍ ସାଇକେଲରେ ଦିଲ୍ଲୀ ପହଞ୍ଚିଲେ ହନୁମାନ ଭକ୍ତ: କେଜରିଓ୍ବାଲଙ୍କୁ ଦେବେ ଆଶୀର୍ବାଦ
ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି(ଏଏପି)ର ବିପୁଳ ବିଜୟ ହୋଇଛି। ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କୁ ଆଶୀର୍ବାଦ ଦେବା ପାଇଁ ଜଣେ ହନୁମାନ ଭକ୍ତ ହରିୟାଣାରୁ ବିନା ହ୍ୟାଣ୍ଡେଲ୍ ସାଇକେଲରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ଏବେ ସେହି ବ୍ୟକ୍ତିଙ୍କୁ…
ବନ୍ଦ ଘରୁ ମିଳିଲା ୫ଜଣଙ୍କର ଗଳିତ ମୃତଦେହ
ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଭଜନପୁରା ଅଞ୍ଚଳରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ବୁରାରି ଗଣଆତ୍ମହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଉତ୍ତର-ପୂର୍ବ ଦିଲ୍ଲୀ ଭଜନପୁରାର ଏକ ଘରୁ ୫ଜଣଙ୍କର ମୃତଦେହ ମିଳିଛି। ସୂଚନାଯୋଗ୍ୟ, ଉକ୍ତ ଘର କିଛି…
ଟ୍ରାକ୍ଟର ଓଲଟି ଜଣେ ମୃତ,୨ ଆହତ
ପାଟଣା,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ରାୟପୁର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପିଡ଼ିଛି। ଟ୍ରାକ୍ଟର ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ ରାୟପୁର…
ମଣିଷଙ୍କୁ ଅମର କରୁଥିବା ଯୀଶୁଙ୍କ ହୋଲି ଗ୍ରୀଲ୍ ଏବେ କେଉଁଠି ?
ରୋମ୍,୧୨।୨: ଯୀଶୁଖ୍ରୀଷ୍ଟଙ୍କ ପ୍ରକୃତ ହୋଲି ଗ୍ରୀଲ୍ ଏବେ କେଉଁଠି ରହିଛି ସେ ନେଇ ଅନୁସନ୍ଧାନ ଜାରି ରହିଛି। ଏହି କୁହୁକ ପାତ୍ରକୁ ପାନୀୟ ପିଇବାରେ ଯୀଶୁ ବ୍ୟବହାର କରୁଥିଲେ। ଏହାକୁ ମଣିଷ ବ୍ୟବହାର କଲେ ଅମରତ୍ୱ ଲାଭ ହୋଇଥାଏ ବୋଲି ଶ୍ରଦ୍ଧାଳୁ…
ନିଆଁ ଲାଗିବା ପରେ ଭୁଶୁଡିଲା କାନ୍ଥ: ଉଦ୍ଧାର ବେଳେ ୨ ଦମକଳ କର୍ମଚାରୀ ମୃତ
ଶ୍ରୀନଗର,୧୨।୨: ଜମ୍ମୁର ତାଲାବ ତିଲୋ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିଲଡିଂରେ ନିଆଁ ଲାଗିବା ପରେ ଏହାର କାନ୍ଥ ଭୁଶୁଡିପଡ଼ିଛି। ଏଥିରେ ୨ଦମକଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସୂଚନାଯୋଗ୍ୟ,…
ଏଏପି ବିଧାୟକ ଦଳ ନେତା ହେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୨।୨: ଆମ୍ ଆଦ୍ମୀ ପାର୍ଟି(ଏଏପି)ର ୬୨ ନବନିର୍ବାଚିତ ବିଧାୟକଦଳର ନେତା ଭାବେ ଅରବିନ୍ଦ କେଜରିଓ୍ବାଲଙ୍କୁ ନିର୍ବାଚିତ କରାଯାଇଛି। ବୁଧବାର କେଜରିଓ୍ବାଲଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ନବନିର୍ବାଚିତ ବିଧାୟକମାନେ କେଜରିଓ୍ବାଲଙ୍କ ପ୍ରତି ସେମାନଙ୍କର ସମର୍ଥନ ପ୍ରକାଶ କରିଛନ୍ତି। ଏହାପୂର୍ବରୁ କେଜରିଓ୍ବାଲ ରାଜ୍ୟପାଳ…
ବ୍ରିଟେନରୁ ମିଳିଲା ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ମୃତଦେହ
ଲଣ୍ଡନ, ୧୨।୨: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲିଖୋ ପୁଲଙ୍କ ପୁଅଙ୍କ ମୃତଦେହ ବ୍ରିଟେନର ବ୍ରାଇଟେନ ସହରର ଏକ ଫ୍ଲାଟରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। କଲିଖୋଙ୍କ ପୁଅ ଶୁବାଂଶୋ ପୁଲ(୨୦) ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଫ୍ଲାଟରେ ଏକ…
ପୁଅ ପିଠିରେ ଗଧ ଲେଖି ନିସ୍ତୁକ ପିଟିଲେ ବାପା: ଗିରଫ କଲା ପୋଲିସ
ତେଲକୋଇ,୧୨।୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୮ ବର୍ଷର ଶିଶୁପୁତ୍ରକୁ ତାଙ୍କ ବାପା ନିସ୍ତୁକ ପିଟୁଥିଲେ। ଏଥିଯୋଗୁ ପିଲାଟି ଉଲଗ୍ନ ଅବସ୍ଥାରେ ଲହୁଲୁହାଣ ହୋଇ ଦୌଡ଼ୁଥିଲେ ମଧ୍ୟ ବାପା ତାଙ୍କୁ…
ଏଏପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାଡ ଘଟଣା: ୩ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ,୧୨।୨ : ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନରେଶ ଯାଦବଙ୍କ ବିଜୟ ଶୋଭାଯାତ୍ରା ବେଳେ ଗୁଳିମାଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କାଳୁ, ଧାମୀ ଓ ଦେବ। ଏମାନେ ସମସ୍ତେ କିଷନଗରରେ ରୁହନ୍ତି। ଗିରଫ ପରେ…
Archives


