Home

ଜନ୍ମାଷ୍ଟମୀରେ ଜନ୍ମଗ୍ରହଣ କରିଥିଲେ ଅରବିନ୍ଦ କେଜ୍‌ରିଓ୍ବାଲ, ପରିବାର ଲୋକେ ଶ୍ରଦ୍ଧାରେ ଡାକନ୍ତି ଏହି ନାମରେ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି(ଏଏପି) ପୂର୍ଣ୍ଣ ବହୁମତରେ ସରକାର ଗଢିବାକୁ ଯାଉଛି। କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରେ କେଜ୍‌ରିଓ୍ବାଲ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଲଗାତର ୩ଥର ଏହି ପଦ ଅଳଙ୍କୃତ କରିବେ। ଯଦିଓ କେଜ୍‌ରିଓ୍ବାଲଙ୍କ କର୍ମଭୂମି…

ଫିଲ୍ମ ଫେୟାର ପୁରସ୍କାର ଫେରାଇ ଦେଇଥିଲେ ବଲିଉଡ୍‌ର ଆଙ୍ଗ୍ରିମ୍ୟାନ୍‌

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୦ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍‌ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ…

ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି

ଏଥେନ୍ସ୍‌,୧୨।୨: ଗୀସ୍‌ର ଏଥେନ୍ସ୍‌ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା। ଏଥିରେ ଅନ୍ୟକୁ କିିଭଳି ଅଭିଶପ୍ତ କରାଯାଇ ପାରିବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ତତ୍‌କାଳୀନ ଗ୍ରୀସ୍‌ ସମାଜରେ ଏଭଳି…

ରତନ ଟାଟାଙ୍କ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ

ମୁମ୍ବାଇ: ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍‌ ରତନ ଟାଟାଙ୍କ ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଗଲେଣି। ଏଥିପାଇଁ ରତନ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହା ଅଦ୍ଭୁତ ଅନ୍‌ଲାଇନ୍‌ ପରିବାର। ଯାହା ସହିତ ଜଡ଼ିତ ହୋଇ ମୁଁ ବହୁତ ଖୁସି।…

ନିର୍ବାଚନ ଫଳାଫଳ ଘୋଷଣା ପରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ଅଣ-ସବସିଡ୍‌ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ରୋଷେଇ ଘରେ ମହଙ୍ଗାମାଡ଼ ହୋଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଅଣ-ସବସିଡ୍‌ ସିଲଣ୍ଡର ଦାମରେ ୧୪୯ ଟଙ୍କା ବୃଦ୍ଧି ହୋଇଛି। ଏନେଇ ଆଇଓସି ପକ୍ଷରୁ ରିପୋର୍ଟ ଜାରି ହୋଇଛି। ଦିଲ୍ଲୀରେ…

ପିଆଜ କିଣି ଅଡୁଆରେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୨।୨(ବ୍ୟୁରୋ):ଅତ୍ୟାବଶ୍ୟକ ସାମଗ୍ରୀ ପିଆଜର ଦର ବୃଦ୍ଧି ଦୁଇ ତିନି ମାସ ଧରି ସାଧାରଣ ଖାଉଟିଙ୍କୁ ହନ୍ତସନ୍ତ କରିବା ପରେ ଏବେ ବଜାରରେ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ପିଆଜ କିଲୋ ହୋଲସେଲ ବଜାରରେ ୨୫ ଟଙ୍କା ଥିବାବେଳେ ଖୁଚୁରା ବଜାରରେ ୩୦…

ଘର ସହ ଜଳିଗଲେ ନବବଧୂ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସେରପୁର ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଘଟି ତିନି ବଖରା ସହ ଜଣେ ନବବଧୂ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଜଣକ ହେଲେ ସରୋଜିନୀ ପରିଡା। ସରୋଜିନୀଙ୍କୁ…

୭୦ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫୨ କୋଟିପତି: ୪୩ଙ୍କ ବିରୋଧରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୭୦ ବିଧାନସଭା ଆସନ ମଧ୍ୟରୁ ଏଏପି ଖାତାକୁ ୬୨ ଯାଇଥିବାବେଳେ ଭାଜପା ୮ ଆସନରେ ସୀମିତ ରହିଛି। ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ୫୨ ଜଣ…

ସନ୍ଧ୍ୟା ୬ଟା ପରେ ଭୋଜନ: ବଢ଼ାଏ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା

ଲଣ୍ଡନ: ସନ୍ଧ୍ୟା ୬ ପରେ ଭୋଜନ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା ହାର୍ଟର ସ୍ବାଭାବିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା ବୃଦ୍ଧି କରିଥାଏ। କାଲିଫର୍ନିଆର ସାକ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କରାଯାଇଥିବା ଏକ…

ବନ୍ଧୁକରେ ରୋମାନ୍ସ ବେଳେ ଗୁଳି ଫୁଟିବା ଘଟଣା: ପୋଲିସକୁ ଭୁଆଁ ବୁଲାଇଲେ ଆଶିଷ, ରାଜେଶ

ଭୁବନେଶ୍ୱର, ୧୨।୨(ବ୍ୟୁରୋ):ବନ୍ଧୁକରେ ରୋମାନ୍ସ ବେଳେ ଗୁଳି ଫୁଟି ପ୍ରେମିକା ଆହତ ହେବା ଘଟଣାରେ ଗିରଫ ପ୍ରେମିକ ଆଶିଷ କୁମାର ନାୟକଙ୍କୁ ମଙ୍ଗଳବାର ଜେଲ ଯିବାକୁ ପଡ଼ିଛି। ତାଙ୍କୁ ଗିରଫ ପରେ ଇନ୍‌ଫୋସିଟି ଥାନା ପୋଲିସ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଥିଲା।…

ଶିଶୁର ଜୀବନ ଚାଲିଯିବା ପରେ…ରାସ୍ତା ନା ହସ୍ପିଟାଲ ଦାୟୀ

ଭୁବନେଶ୍ୱର, ୧୨।୨ (ବ୍ୟୁରୋ): ବିଳମ୍ବ ଯୋଗୁ ଚାଲିଯାଇଛି ୫ବର୍ଷର ନୀଲ୍‌ ନୀତୀଶ ନାୟକଙ୍କ ଜୀବନ। ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଘଟିଥିଲା ଏହି ହୃଦୟଥରା ଘଟଣା। ତ୍ରୁଟିପୂର୍ଣ୍ଣ ତଥା ବିଳମ୍ବ ଚିକିତ୍ସା ଯୋଗୁ ନା ରାସ୍ତାରେ ଟ୍ରାଫିକ ଜାମ୍‌ ଯୋଗୁ ନୀତୀଶଙ୍କ…

ଘରୋଇ ବସ୍‌ରେ ବାର୍ଷିକ ଯାଉଛନ୍ତି ୨୦.୪୪ କୋଟି ଯାତ୍ରୀ

ପୁରୀ ଅଫିସ, ୧୨।୨:ଯାତ୍ରୀ ପରିବହନ ଏକ ସେବା। ବସ୍‌ ମାଲିକମାନେ ଏହିଭଳି ଏକ ସେବା ଯୋଗାଇ ଆସୁଛନ୍ତି। ଓଡ଼ିଶାର ଘରୋଇ ବସ୍‌ଗୁଡ଼ିକ ବର୍ଷକ ମଧ୍ୟରେ ୨୩୩ କୋଟି ୬୦ ଲକ୍ଷ କିଲୋମିଟର ଯାତ୍ରା କରି ୨୦.୪୪ କୋଟି ଯାତ୍ରୀ ପରିବହନ କରିଥାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri