Home

କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଏହି ଅଭିନେତାଙ୍କ ପୁଅ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦିଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ କ୍ରିକେଟ ନୁହେଁ, ଅଭିନୟକୁ କ୍ୟାରିୟର ରୂପେ ବାଛିଥିଲେ। କିନ୍ତୁ ତାଙ୍କ ପୁଅ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ଜେଜେଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଇବ୍ରାହିମ୍‌ଙ୍କ…

୮ କୋଟି ଟଙ୍କାର କୁକୁର ଚୋରି

ବେଙ୍ଗାଲୁରୁ, ୨୩।୧୨: କର୍ନାଟକ ବେଙ୍ଗାଲୁରୁରେ ୮ କୋଟି ଟଙ୍କାର ଏକ ପୋଷା କୁକୁରକୁ ଚୋର ଚୋରାଇ ନେଇଛନ୍ତି। ଏନେଇ ମାଲିକ ଚେଥାନ୍‌ ଏନ୍‌. ସ୍ଥାନୀୟ ହନ୍ତମନ୍ତନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। କୁକୁରକୁ ଖୋଜି ଆଣିବା ପାଇଁ ମାଲିକ ଏକ…

କେଶରୁ ଜାଣିହେବ ସ୍କିଜୋଫ୍ରେନିଆ ଲକ୍ଷଣ

ସ୍କିଜୋଫ୍ରେନିଆ ହେଉଛି ଏକ ମସ୍ତିଷ୍କଜନିତ ରୋଗ। ଏପରି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସ୍ମରଣଶକ୍ତି ପ୍ରଭାବିତ ହୋଇଥାଏ। ମସ୍ତିଷ୍କରୁ ହାଇଡ୍ରୋଜେନ ସଲ୍‌ଫାଇଡ୍‌ ଅଧିକ କ୍ଷରଣ ହେଲେ ଏହି ରୋଗର ଆଶଙ୍କା ଅଧିକ ରହିଥାଏ। ଆମେରିକାସ୍ଥିତ ଇଏବିଓ ମଲିକୁଲାର ମେଡିସିନ ସଂସ୍ଥା ଦ୍ୱାରା…

‘ଚନ୍ଦ୍ରୟାନ-୨’ ମିଶନ

ଶେଷ ପାଦରେ ଉପନୀତ ୨୦୧୯। ଚଳିତବର୍ଷ ଘଟିଥିବା ପ୍ରମୁଖ ବିଜ୍ଞାନ ତଥା ସ୍ବାସ୍ଥ୍ୟଭିତ୍ତିକ ତଥ୍ୟାବଳୀକୁ ନେଇ ଉପସ୍ଥାପନା… ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଚଳିତ ବର୍ଷ ‘ଚନ୍ଦ୍ରୟାନ-୨’ ଅଭିଯାନ କରାଯାଇଥିଲା।…

ସ୍ପେସ୍‌ ଆଣ୍ଡ୍‌ ସ୍ପେସ୍‌

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ସ୍ପେସ୍‌ ଆଣ୍ଡ୍‌ ସ୍ପେସ୍‌’ ରବିବାର ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରୀ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ପ୍ରଦର୍ଶନୀକୁ ଅଭିନେତା ତଥା ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ମିହିରି ଦାସ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିବା ସହ ଚିତ୍ରଶିଳ୍ପୀଙ୍କ…

୨୨ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ବ୍ରାଉନସୁଗାର କାରବାର ଓ ଚୋରା ଚାଲାଣରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ କ୍ୟୁଏଟି ଏବଂ ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି। ସେ ହେଲେ ଜଗତ୍‌ସିଂହପୁର ମାଛଗାଁ ଅଞ୍ଚଳର ଆଲୋକ ପରିଡା। ସୂଚନା ମୁତାବକ, ଆଲୋକ ଭୁବନେଶ୍ୱର ମସ୍‌ଜିଦ କଲୋନୀରେ…

ଘୋଡ଼ାର ମୂଲ୍ୟ ୧୦ କୋଟି: ଏକ୍ସପ୍ରେସ୍‌ ଟ୍ରେନ୍‌ଠାରୁ ବି ଅଧିକ ବେଗରେ ଦୌଡ଼ିଥାଏ

ମୁମ୍ବାଇ,୨୩।୧୨: ଘୋଡ଼ା ମୂଲ୍ୟ ପୁଣି ୧୦ କୋଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ର ସାରଙ୍ଗଖେଡ଼ାଠାରେ ଚାଲିଥିବା ଚେତକ ଉତ୍ସବରେ ଏଭଳି ଏକ ଘୋଡ଼ା ମାଲିକ ସହିତ ଯୋଗଦେଇଛି। ମାଲିକ ତାରା ସିଂ ଘୋଡ଼ାର ନାମ…

ସେବା ଯୋଗାଇବ ସିଟି ଆପ୍‌ ‘ଭୁବନେଶ୍ୱର ଡଟ୍‌ ମି’: ମିଳିବ ପାର୍କଠାରୁ ଐତିହ୍ୟସ୍ଥଳ ଯାଏ ତଥ୍ୟ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକ କିମ୍ବା ସହରରେ ରହୁଥିବା ବାସିନ୍ଦାଙ୍କୁ ଆଉ ପାର୍କ କିମ୍ବା ଐତିହ୍ୟସ୍ଥଳ ଖୋଜିବାକୁ ପଡ଼ିବନି। ସହରର ଯେକୌଣସି ସ୍ଥାନ ବିଷୟରେ ସୂଚନା ଦେବା ପାଇଁ ସ୍ମାର୍ଟସିଟି ପକ୍ଷରୁ ଏକ ସିଟି ମୋବାଇଲ୍‌ ଫୋନ୍‌ ଆପ୍‌ ‘ଭୁବନେଶ୍ୱର…

୨୪ରୁ ଜାଗୃତି ଯାତ୍ରା: ଯୋଗଦେବେ ଓଡ଼ିଶାର ୨୦ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଓଡ଼ିଶାରୁ ୨୦ ଉଦ୍ୟୋଗୀ ଜାଗୃତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ତତ୍ତ୍ୱାବଧାନରେ ଓଡ଼ିଶାରୁ ୧୦ ନାନୋ ୟୁନିକର୍ନ ଓ ୧୦ ଷ୍ଟାର୍ଟଅପ୍‌ ଏହି ଯାତ୍ରାରେ ସାମିଲ ହେବେ। ଏନେଇ ଓଏସ୍‌ଡିଏ…

ଓୟୁଜେର ୪୮ତମ ପ୍ରତିଷ୍ଠା ଦିବସ ସମାରୋହ: ସାମ୍ବାଦିକଙ୍କ ସୁରକ୍ଷା ଲାଗି ସମ୍ମିଳିତ ପ୍ରୟାସ ହେବ

ଭୁବନେଶ୍ୱର,୨୩ା୧୨ (ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏଥିଲାଗି ସମ୍ମିଳିତ ପ୍ରୟାସ ହେବ। ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଖୁବଶୀଘ୍ର ଏକ ମିଳିତ ବୈଠକ ବସିବାର ଆବଶ୍ୟକତା…

ଦିଲ୍ଲୀ କପଡ଼ା ଗୋଦାମରେ ଲାଗିଲା ନିଆଁ: ୯ ମୃତ

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ନିଆଁ ଯେମିତି ଦିଲ୍ଲୀର ପିଛା ଛାଡୁନି। ପୁଣିଥରେ ରବିବାର ବିଳମ୍ବିତ ରାତିରେ କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗିଯିବା ଫଳରେ ଏପର୍ଯ୍ୟନ୍ତ ଏଥିରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା…

ପୁରୀ ମଙ୍ଗୁ ମଠ ଭଙ୍ଗା ବିରୋଧରେ ପଞ୍ଜାବ ବିଧାୟକଙ୍କ ଶୋଭାଯାତ୍ରା: ‘ମଠ ନ ଭାଙ୍ଗିି ମଧ୍ୟ ସୌନ୍ଦର୍ଯ୍ୟକରଣ ସମ୍ଭବ’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବାକୁ ନେଇ ପୁଣିଥରେ ଜୋରଦାର ବିରୋଧ କରାଯାଇଛି। ଶନିବାର ପୁରୀରେ ଶିଖ୍‌ ସମାଜ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିବାବେଳେ ରବିବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନଠାରେ ଏନେଇ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପଞ୍ଜାବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri