ପାକ୍କୁ ଏଫ୍ଏଟିଏଫ୍ର ୧୫୦ ପ୍ରଶ୍ନ
ଇସ୍ଲାମାବାଦ,୨୩ା୧୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ଓ ମନିଲଣ୍ଡରିଂ ରୋକିବା ଦିଗରେ ମଦ୍ରାସାଗୁଡ଼ିକ ବିରୋଧରେ ପାକିସ୍ତାନ କ’ଣ ପଦକ୍ଷେପ ନେଇଛି ଜଣାଇବାକୁ ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍) ଇସ୍ଲାମାବାଦକୁ କହିଛି। ଆସନ୍ତାବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ପାକିସ୍ତାନକୁ ଏହି ସଂସ୍ଥା…
ଅମିତାଭ୍ ଅସୁସ୍ଥ
ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ୍ ସୁପରଷ୍ଟାର ଅମିତାଭ୍ ବଚ୍ଚନ ଅସୁସ୍ଥତା କାରଣରୁ ଯୋଗଦେଇ ପାରିବେ ନାହିଁ। ଏନେଇ ସେ ଟୁଇଟ କରି ଜଣାଇଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୭୭…
ସିଏଏ, ଏନ୍ଆର୍ସିକୁ ବିରୋଧ: ଜୟପୁରରେ ସମ୍ବିଧାନ ବଚାଓ ରାଲି
ଜୟପୁର, ୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଏନ୍ଆରସିକୁ ବିରୋଧ କରି ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଜୟପୁରରେ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ସମ୍ବିଧାନ ବଚାଓ ରାଲିରେ ପାଖାପାଖି ୩ ଲକ୍ଷ ଲୋକ ଯୋଗଦେଇଥିଲେ। ସିଏଏ…
ୟୁପି ସରକାରଙ୍କ ଅଭିଯୋଗ: ହିଂସା ପଛରେ ପିଏଫ୍ଆଇ, ସିମି
ଲକ୍ଷ୍ନୌ,୨୩ା୧୨(ପି.ଟି.): ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ହିଂସାତ୍ମକ ଆନ୍ଦୋଳନ ପାଇଁ ରାଜ୍ୟ ସରକାର ବାହାର ଲୋକଙ୍କୁ ଦାୟୀ କରୁଥିବାବେଳେ ଏଥିରେ ମୁସଲମାନ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଏବଂ ଷ୍ଟୁଡେଣ୍ଟସ୍ ଇସ୍ଲାମିକ ମୁଭ୍ମେଣ୍ଟ ଅଫ୍ ଇଣ୍ଡିଆ (ସିମି) ସମ୍ପୃକ୍ତ ଥିବା…
୪ ଦଶନ୍ଧି ପରେ କ୍ୟୁବାରେ ପ୍ରଥମ ପ୍ରଧାନମନ୍ତ୍ରୀ
ହାଭାନା,୨୩ା୧୨: ଦୀର୍ଘ ୪ ଦଶନ୍ଧି ପରେ କ୍ୟୁବାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମାନୁଏଲ ମାରେରୋ କ୍ରୁଜ୍ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍ କାନେଲ ପ୍ରଧାନମନ୍ତ୍ରୀ ଭାବେ ମାନୁଏଲଙ୍କ ନାମ ଘୋଷଣା କରିଛନ୍ତି। କ୍ୟୁବା ଅର୍ଥନୀତିରେ ପର୍ଯ୍ୟଟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାବେଳେ…
ଦିଲ୍ଲୀରେ ମୋଦିଙ୍କ ବିଶାଳ ରାଲି: ସିଏଏ ନାଗରିକତ୍ୱ ଛଡ଼ାଇନେବା ପାଇଁ ନୁହେଁ
ନୂଆଦିଲ୍ଲୀ,୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ନେଇ ଭାରତୀୟ ମୁସଲମାନମାନେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ତାଙ୍କୁ ଟାର୍ଗେଟ କରି ବିରୋଧୀମାନେ ଦେଶକୁ ବିଭାଜନ…
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି: କଂଗ୍ରେସ ମେଣ୍ଟ ଆଗୁଆ
ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ସକାଳ ୮ଟାରୁ ୨୪ ଜିଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ୮୧ ବିଧାନସଭା ଆସନ ମଧ୍ୟରୁ…
ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାରତୀୟ କ୍ରିକେଟ୍ ଦଳ କଟକସ୍ଥିତ ବାରବାଟୀରେ ହେଉଥିବା ଦିନିକିଆରେ ବିଜୟୀ ହୋଇଛି। ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚମତ୍କାର ବିଜୟ ପାଇଁ…
ଘରୋଇ ଉପାୟରେ ଦାନ୍ତ ଚମକିବ ମୋତି ପରି
ପ୍ରାୟ ସମସ୍ତେ ଚାହିଁଥାନ୍ତି ଦାନ୍ତ ମୋତି ପରି ଚମକି ଉଠୁ। କିଛି ଲୋକ ଏଥିପାଇଁ ଡାକ୍ତରଙ୍କ ନିକଟକୁ ଯାଇ କୃତ୍ରିମ ଉପାୟରେ ଉପଚାର ବି କରିଥାନ୍ତି। ମାତ୍ର ଘରୋଇ ଉପାୟରେ ମଧ୍ୟ ଦାନ୍ତ ମୋତି ପରି ଚମକିବ। ଜାଣନ୍ତୁ ଏ ସମ୍ପର୍କରେ……
ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଘଟଣା: ଯୋଜନାବଦ୍ଧ ହତ୍ୟା ନେଇ ଏସ୍ପିଙ୍କୁ ଅଭିଯୋଗ
ଜଗତ୍ସିଂହପୁର ଅଫିସ,୨୩ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ(୩୫) ନାମକ ଯୁବକଙ୍କ ମୃତଦେହ ଶନିବାର ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ୨୦ ତାରିଖ ଅପରାହ୍ନରେ ତାଙ୍କଠାରୁ ୫,୫୬,୦୦୦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗର ୧୨ ଘଣ୍ଟା…
ବାଲିତୁଠ ପ୍ରାଥମିକ ବିଦ୍ୟାଳୟ: ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ଗିରଫ
ଜଗତ୍ସିଂହପୁର ଅଫିସ,୨୩ା୧୨: ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବାଲିତୁଠ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଲିନା ନନ୍ଦ ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ଶନିବାର ଛାତ୍ରୀ ବାଲିତୁଠର ଜନ୍ ସ୍ବାଇଁଙ୍କ ଝିଅ…
ପ୍ରାଥମିକ ବିଦ୍ୟାଳୟ ଲାଇବ୍ରେରି ବହି କିଣାରେ ଚଞ୍ଚକତା
ଜଗତ୍ସିଂହପୁର ଅଫିସ,୨୩ା୧୨: ଜଗତ୍ସିଂହପୁର ଜିଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଲାଇବ୍ରେରି ବହି କିଣାରେ ଚଞ୍ଚକତା କରାଯାଉଛି। ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ସହ ଗୁପ୍ତ ବୁଝାମଣା କରାଯାଇ କମିଶନ ଆକାରରେ ମୋଟା ଅଙ୍କର ଅର୍ଥ ରୋଜଗାର ଚାଲିଛି। ବିଦ୍ୟାଳୟଗୁଡିକ ସେମାନଙ୍କ ପସନ୍ଦର ବହି କିଣିବା…
Archives


