ଓଜନ ଏବଂ ପେଟ କମାଇବ ଏହି ଯୋଗାସନ
ସୁସ୍ଥ ରହିବା ପାଇଁ ଯୋଗାସନ ଜରୁରୀ ଅଟେ। ଫଳକାସନ ଏମିତି ଏକ ଆସନ ଯାହା କରିବା ଦ୍ୱାରା ଓଜନ କମିବା ସହ ପେଟ କମିଥାଏ ବୋଲି ଯୋଗଗୁରୁ ମତ ଦିଅନ୍ତି। ଖାଲି ଏତିକି ନୁହେଁ, ପାଚନ ସମ୍ବନ୍ଧୀୟ ସମସ୍ୟା, ନିଦ୍ରାହୀନତା ହୂର…
କାଲେରୁ ସେତୁ ଉଦ୍ଘାଟିତ
କାଲିମେଳା/ଏମ୍ଭି-୭୯(ଡି.ଏନ୍.ଏ.): ବହୁ ପ୍ରତିକ୍ଷୀତ କାଲେରୁ ସେତୁ ଗୁରୁବାର ଉଦ୍ଘାଟିତ ହୋଇଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ସେତୁର ଉଦ୍ଘାଟନ ବେଳେ ଉଭୟ ଓଡିଶା ଓ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏଥିସହ ଓଡିଶା ପଟୁ…
ଟ୍ରକ୍ ତଳେ ପଶିଗଲା ମୋପେଡ, ଦମ୍ପତି ମୃତ
ପାତ୍ରପୁର,୨୭ା୨(ଡି.ଏନ୍.ଏ.)- ଜାତୀୟ ରାଜପଥ ନଂ.୧୬ ଆନ୍ଧ୍ରପ୍ରଦେଶ ଭେସି ଓ କୁଲାମ ମଧ୍ୟସ୍ଥଳରେ ଗୁରୁବାର ଏକ ମର୍ମତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍ ତଳେ ମୋପେଡ ପଶିଯିବାରୁ ନାତି ବ୍ରତୋପନୟନକୁ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପାତ୍ରପୁର ବ୍ଲକ ଗୁଣ୍ଡ୍ରା…
ଦନ୍ତାହାତୀ ଉପଦ୍ରବ: ଲୋକେ ଆତଙ୍କିତ, ୪ଘର ଭାଙ୍ଗି ଧାନ ଚାଉଳ ଖାଇଲା
ବାଲିଶଙ୍କରା, ୨୭।୨ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲାର ବିଭିନ୍ନ ବନ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ସୁନ୍ଦରଗଡ଼ ସଦର ରେଞ୍ଜ ରାଉଳଡେଗା ସେକ୍ସନର ଘୋଘର ଗ୍ରାମରେ ବୁଧବାର ରାତିରେ ଏକ ଦନ୍ତାହାତୀ ପଶି ବ୍ୟାପକ କ୍ଷତି ଘଟାଇଛି। ଫଳରେ ଲୋକେ ଆତଙ୍କିତ…
ମନ୍ଦିରକୁ ଧକ୍କା ଦେଲା କାର୍, ଦମ୍ପତି ଆହତ
ମନମୁଣ୍ଡା, ୨୭।୨ (ଡି.ଏନ.ଏ) ବୌଦ୍ଧ ଜିଲା ମନମୁଣ୍ଡାର ମେଟାକାନୀ ମନ୍ଦିରରେ ଗୁରୁବାର ଏକ କାର୍ ଧକ୍କା ଦେବାରୁ ମନ୍ଦିର ସମ୍ମୁଖ ଭାଗ ଭାଙ୍ଗି ଯାଇଛି । ସେହିପରି ସମ୍ପୃକ୍ତ କାର୍ ମଧ୍ୟ ଚୂରମାର ହୋଇଯାଇଛି । ଅପରାହ୍ନ ପ୍ରାୟ ସାଢ଼େ ୨ଟା…
ମହିଳା ଟି୨୦ ବିଶ୍ୱକପ୍: ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ
କାନବେରା, ୨୭ା୨ (ପି.ଟି.)- ଚଳିତ ଆଇସିସି ମହିଳା ଟି୨୦ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ୮୬ରନରେ ବାଂଲାଦେଶକୁ ହରାଇ ଦେଇଛି। ଦଳକୁ ସହଜ ବିଜୟ ଦେବାରେ ଆଲିସା ହିଲି (୮୩ ରନ) ଓ ବେଥ୍ ମୁନି (୮୧*) ଙ୍କର ବିଶେଷ ଭୂମିକା ରହିଛି। ପ୍ରଥମ…
ଓଡ଼ିଶା ସିନିୟର ହ୍ୟାଣ୍ଡବଲ ଦଳରେ ଆର୍ଯ୍ୟନ
ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଉଦୀୟମାନ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ଜୁନିୟର ସ୍ତରରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ପାଇଛନ୍ତି। ତାଙ୍କୁ ଓଡ଼ିଶା ସିନିୟର ହ୍ୟାଣ୍ଡବଲ ଦଳରେ ସାମିଲ କରାଯାଇଛି। ଚଳିତମାସ ୨୯ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ବିହାରରେ ହେବାକୁଥିବା ପୂର୍ବାଞ୍ଚଳ…
ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ
ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ପ୍ରତିଭା ତଥା ଶୁଭପଲ୍ଲବ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଯୁବ ପ୍ରେରଣା ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ୨୦ ଓ ୨୧ ତାରିଖରେ ଦିଲ୍ଲୀସ୍ଥିତ କନ୍ଷ୍ଟିଚ୍ୟୁସନ କ୍ଲବ…
ତିନିଦିନ ହେଲା ସ୍କୁଲରେ ତାଲା, ଡିଇଓ କହିଲେ ଜାଣିନାହିଁ
କେନ୍ଦୁଝର, ୨୭ା୨(ସ୍ବ.ପ୍ର.): ସରକାର ଉତ୍ତମ ଶିକ୍ଷାଦାନ ପାଇଁ ବିଭିନ୍ନ ଯୋଜନା ଲାଗୁ କରୁଥିବା ବେଳେ କେନ୍ଦୁଝରରେ ଉପଯୁକ୍ତ ତଦାରଖ ଅଭାବରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସାହାରପଡ଼ା ବ୍ଲକ ବାଇକଳା ଗ୍ରାମରେ ଥିବା ମହାପାଟ ଉଚ୍ଚ ବିଦ୍ୟାଳୟରେ ୩ ଦିନ…
ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ଗଛକୁ ଧକ୍କା ଦେଲା ଅଟୋ, ୮ ଆହତ
ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍.ଏ): ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ୫୯ ନଂ. ଜାତୀୟ ରାଜପଥ ହିଞ୍ଜିଳିକାଟୁ ଥାନା ସୋମପୁର ଛକ ନିକଟରେ ଗୁରୁବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ରାସ୍ତାପାର୍ଶ୍ୱ ଗଛକୁ ପିଟି ହେବାରୁ ଏଥିରେ ଯାଉଥିବା…
ଜିଲାପାଳଙ୍କ ସ୍ବଚ୍ଛତା ତଦାରଖ; ଡଷ୍ଟବିନ୍ ନ ଥିବାରୁ ଦୋକାନୀଙ୍କୁ ଜରିମାନା: ଶାୈଚାଳୟରେ ପାଣି ଜମିଥିବା ସ୍ଥାନ ନିଜେ ସଫା କଲେ
ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍.ଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ରାତି ପ୍ରାୟ ୧୦ରେ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଗସ୍ତକରି ସହରର ସ୍ବଚ୍ଛତା ତଦାରଖ କରିଥିଲେ। ମୁଖ୍ୟ ବଜାରରେ ଥିବା ଏକ ରାଶନ ଦୋକାନ ନିରୀକ୍ଷଣ କରିଥିଲେ। ସେଠାରେ ଡଷ୍ଟବିନ ନ ଥିବାରୁ…
୧୫ ଦିନ ଧରି ପାଳନ କରାଯିବ ବିଜୁ ଜୟନ୍ତୀ: ବିଜେଡି
ଭୁବନେଶ୍ୱର,୨୭।୨(ବ୍ୟୁରୋ): ପ୍ରବାଦ ପୁରୁଷ ବିଜ ପଟ୍ଟନାୟକଙ୍କ ଜୟନ୍ତୀ ୧୫ ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବିଜେଡି କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ମାର୍ଚ୍ଚ ୫ରୁ ୨୦ ପର୍ଯ୍ୟନ୍ତ ବିଜୁ ବାବୁଙ୍କ ଜୀବନୀକୁ…
Archives


