କରୋନାରୁ ଆରୋଗ୍ୟ ଲାଭ କରି କାର୍ଯ୍ୟରେ ଯୋଗଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୨୭।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆରୋଗ୍ୟ ହୋଇ ଫେରିବା ପରେ ପ୍ରଥମଥର ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦେଶରେ ଜାରି ରହିଥିବା ଲକ୍ଡାଉନ କେବେ…
ବରଗଡ଼ରେ ଫସିଛନ୍ତି ଛତିଶଗଡ଼ର ୨୪ଶ୍ରମିକ
ବରଗଡ଼ ଅଫିସ୍,୨୭।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦହିଗାଁ ପଞ୍ଚାୟତର ବୁବୁଡ଼ାରେ ୨୪ଜଣ ଶ୍ରମିକ ଅସହାୟ ଅବସ୍ଥାରେ ଫସି ରହିଛନ୍ତି । ସେମାନେ ଛତିଶଗଡ଼ର ମୂଳ ବାସିନ୍ଦା ହୋଇଥିବାବେଳେ ଇଟା ଗଢ଼ିବାକୁ ଏଠାକୁ ଆସିଥିଲେ । ସେଠାରେ ଝାଟିମାଟି କୁଡ଼ିଆଟିଏ କରି…
ଚାଷୀଙ୍କୁ କ୍ଷତିପୂରଣ ଦାବିକଲା କଂଗ୍ରେସ
ବରଗଡ଼ ଅଫିସ୍,୨୭।୪: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କରାମାଡ଼ ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଛି। ଏଥିରେ ବରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସୀମା, ମାଲିପାଲି, ଅଡ଼ଗାଁ, ସହରାପାଲି, ଖୁଣ୍ଟପାଲି, ତୁମଗାଁ, କନବାର, ଜୁଲଟ୍, ବାଗବାଡ଼ି ଆଦି ଅଞ୍ଚଳର ଧାନ…
ଝିଅର ଚିକିତ୍ସାରେ ଅର୍ଥ ବାଧକ
ବରଗଡ଼ ଅଫିସ୍,୨୭।୪: ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ମା’ ରୀତା ଓ ବାପା ସୁଶୀଳ ଖମାରୀଙ୍କ ୩ଝିଅ ମାନି, ରୁନି ଓ ବିନି । ଅର୍ଥାଭାବରୁ ମାଟ୍ରିକ ପାସ୍ ପରେ ବଡ଼ଝିଅ ମାନିର ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବାବେଳେ…
ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍ ଏସିକୁ ସାବଧାନ !
ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି ଆସିଗଲାଣି। କିନ୍ତୁ ବହୁ ଲୋକ ଗରମରେ ରହୁଥିଲେ ମଧ୍ୟ ଏସି ଲଗାଇବାକୁ ଇଛା କରୁ…
ଆଉ ମାସେ ବଢିବ ଲକ୍ଡାଉନ!
ନୂଆଦିଲ୍ଲୀ,୨୭।୪: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଲକ୍ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ…
ଘର ଘର ବୁଲି ପନିପରିବା ବିକିଲେ ଏସ୍ଏଚ୍ଜି ସଦସ୍ୟା
ବଲାଙ୍ଗୀର, ୨୭ା୪-ବଲାଙ୍ଗୀର ସହରର ପୌରାଞ୍ଚଳରେ ଏସ୍ଏଚ୍ଜି ଗୁ୍ରପର ମହିଳାମାନେ ଓର୍ମାସ ସହଯୋଗରେ ଗାଡିରେ ଘରଘର ବୁଲି ପନିପରିବା ବିକ୍ରି କରୁଥିବା ଭଗବତୀନଗରରେ ଦେଖିବାକୁ ମିଳିଛି ା ସାନିଟାଇଜରରେ ହାତ ଧୋଇବା ସହ ସାମାଜିକ ଦୂରତା ମଧ୍ୟ ବଜାୟ ରଖି ଏମାନେ ପନିପରିବା…
ଲକ୍ଡାଉନ ଅବଧି ଆଉ ମାସେ ବଢ଼ାଯାଉ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ମୁକାବିଲାର ଗୋଟିଏ ବାଟ ହେଉଛି ଲକ୍ଡାଉନ୍। ତେଣୁ ଏହି ଲକ୍ଡାଉନକୁ ଆହୁରି ମାସେ ବଢ଼ାଇବା ଦରକାର। କରୋନା ଚେନ୍କୁ ଭାଙ୍ଗିବାକୁ ହେଲେ ଲକ୍ଡାଉନ ବଢ଼ାଇବାକୁ ହେବ ବୋଲି ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।…
ଧରିତ୍ରୀରେ ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍
ବରଗଡ଼ ଅଫିସ୍,୨୭।୪: ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାର ୪୭ଶ୍ରମିକ ଚାଲିଚାଲି ଘରକୁ ଫେରୁଛନ୍ତି । ଏ ନେଇ ସୋମବାର ଧରିତ୍ରୀରେ ଆନ୍ଧ୍ରରୁ ଗାଁ ମୁହାଁ ଶ୍ରମିକ ଶୀର୍ଷକରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି…
କ୍ୟାନ୍ସର ପୀଡ଼ିତ ହୋମଗାର୍ଡଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଲା ପ୍ରଶାସନ
ଛତ୍ରପୁର,୨୭ା୪(ଡି.ଏନ୍.ଏ.) : କ୍ୟାନସର ପୀଡ଼ିତ ତଥା ଗଞ୍ଜାମ ଜିଲା ବିଏନ୍ପୁର ଥାନାର ହୋମଗାର୍ଡ ବିଷ୍ଣୁ ପ୍ରସାଦ ବେହେରାଙ୍କ ଚିକିତ୍ସା ଲାଗି ସୋମବାର ଜିଲା ପ୍ରଶାସନ ପକ୍ଷରୁ ବିଶାଖାପାଟଣା ଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୨୭…
ବଜ୍ରପାତ ନେଲା ନାବାଳକଙ୍କ ଜୀବନ
ବରଗଡ଼ ଅଫିସ୍,୨୭।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡିଆଢ଼ିପା ଗ୍ରାମରେ ସୋମବାର ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ଚୂଡ଼ାମଣି ମାଝୀଙ୍କ ପୁଅ ନିର୍ମଳ। ସକାଳୁ ସେ ଛେଳି ଚରାଇବାକୁ ଯାଇଥିଲେ। ଏତିକିବେଳେ…
୭୫ହଜାର ଅସହାୟଙ୍କୁ ଖାଦ୍ୟ ଦେଲେ ପ୍ରଣୀତା
ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ସବୁଆଡେ ବନ୍ଦ ଥିବାରୁ ଗରିବ, ଅସହାୟମାନଙ୍କ ପାଖରେ କାମ ଧନ୍ଦା ନ ଥିବାରୁ ସେମାନେ ଖାଇବା ପାଇଁ ଏବେ ବହୁତ ହଇରାଣ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା…
Archives


