Home

ଯାଜପୁରରେ ସାଧାରଣ ଲୋକଙ୍କୁ ଅଫିସ ମନା

ଯାଜପୁର ଅଫିସ, ୨୯।୬: ଗତ ଦୁଇ ଦିନରେ ଯାଜପୁର ଜିଲାରେ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ରହିଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜିଲାର…

ପୃଥିବୀ ପ୍ରତି ଗ୍ରହାଣୁ ବିପଦ

”ଗ୍ରହାଣୁଗୁଡ଼ିକର ଆକାର ଛୋଟ ଗୋଡ଼ି ଆକାରଠାରୁ ଆରମ୍ଭ କରି ୧୦୦ କିମି ପର୍ଯ୍ୟନ୍ତ ଅଛି। ଏଗୁଡ଼ିକ ସୂର୍ଯ୍ୟକୁ ପରିକ୍ରମଣ କରୁଥିଲେ ସୁଦ୍ଧା ଆକାର ଅତି ଛୋଟ ଥିବାରୁ ଏଗୁଡିକୁ ଗ୍ରହାଣୁ କୁହାଯାଉଛି। ଇଟାଲି ବୈଜ୍ଞାନିକ ଜିଉସେପେ ପିଆଜ୍ୱି ୧୮୦୧ ଜାନୁୟାରୀ ୧…

ଏହି ୨ ଅଭିନେତାଙ୍କୁ ଭାରତରତ୍ନ ପାଇଁ ଦାବି

କରୋନା ମହାମାରୀ ସମୟରେ ବଲିଉଡ୍‌ର ଅନେକ କଳାକାର ଗରିବ, ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କେହି ଟଙ୍କା ବାଣ୍ଟିଛନ୍ତି ତ ଆଉ କେହି ଭୋକିଲାଙ୍କୁ ଖାଇବାକୁ ଦେଇଛନ୍ତି। ତେବେ ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ସୋନୁ ସୁଦ ଏବଂ ଖିଲାଡି…

ପରିବା ବିକୁଛନ୍ତି ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ, ୨୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ଫିଲ୍ମ ଅବା ଟିଭି ସିରିଏଲ୍‌ର ଶୁଟିଂ ବନ୍ଦ ରହିଛି। ନିଜ ପରିବାର ଭରଣପୋଷଣ ପାଇଁ ବଲିଉଡ୍‌ ଅଭିନେତା ଜାଭେଦ୍‌ ହୈଦର ମୁମ୍ବାଇ ରାଜରାସ୍ତାରେ ବସି ପରିବା…

ବାଳସୁଧାର ଗୃହରେ ଆତ୍ମହତ୍ୟା କଲେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୨୯ା୬ : ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଜଣେ ଅନ୍ତେବାସୀ ରବିବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଏନେଇ ଥାନାଧିକାରୀ ଶାରଦା ପ୍ରସନ୍ନ ଦାସ ସୋମବାର ସୂଚନା ଦେଇଛନ୍ତି। ଅନ୍ତେବାସୀ ଜଣକ…

ବରଗଡ଼ରେ ୩ ଅଙ୍ଗନଓ୍ବାଡ଼ି କର୍ମୀ, ଜଣେ ଆଶାକର୍ମୀଙ୍କ ସମେତ ୧୦ କରୋନା ଆକ୍ରାନ୍ତ

ବରଗଡ଼ ଅଫିସ,୨୯ା୬: ବରଗଡ଼ ଜିଲାରେ ସୋମବାର ପୁଣି ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର। ସେମାନଙ୍କ ମଧ୍ୟରେ ୩ ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଜଣେ ଆଶାକର୍ମୀ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ବରଗଡ଼ କୋଭିଡ୍‌…

ଟୁଇଟରରେ ଟ୍ରେଣ୍ଡ ହେଉଛି ହାର୍ଲେ ଡେଭିଡସନ ସୁପରବାଇକ ସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଫଟୋ

ନୂଆଦିଲ୍ଲୀ,୨୯।୬: ବାଇକ୍‌ରେ ସଉକ ରଖୁଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ ଥିବା କଥା ସେ ଅତିତରେ ପ୍ରକାଶ କରିଥିଲେ। ତାଙ୍କର ଏହି ରୁଚିକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ…

ଆଜିର ଦିନରେ ସଚିନ୍‌ ହୋଇଥିଲେ ‘କ୍ରିକେଟ୍‌ର ଭଗବାନ’

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜି ଖାସ୍‌ ଦିନ। ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅର୍ଥାତ୍‌ ଜୁନ୍‌ ୨୯ରେ ଏକଦିବସୀୟ କ୍ରିକେଟରେ ୧୫ ହଜାର ରନ୍‌ ପୂରଣ କରି ଇତିହାସ ରଚିଥିଲେ ସଚିନ୍‌। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ…

ଓଟିଟିରେ ରିଲିଜ ହେବ ସଞ୍ଜୟଙ୍କ ଏହି ଫିଲ୍ମ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ହଲ୍‌ ବନ୍ଦ ରହିଛି। ଫଳରେ ପ୍ରଯୋଜକମାନେ ଫିଲ୍ମ ରିଲିଜ୍‌ ପାଇଁ ଏବେ ଡିଜିଟାଲ ପ୍ଲାଟଫର୍ମକୁ ଚୟନ କରିଛନ୍ତି। ଏହି କ୍ରମରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ସଡକ-୨ର ଅପେକ୍ଷାରେ ରହିଥିବା ପ୍ରଶଂସକଙ୍କ ପାଇଁ ଏକ…

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୯।୬: ରାଜ୍ୟରେ ସୋମବାର ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ଅଛନ୍ତି ୭ଜଣ। ଏମାନଙ୍କ ମଧ୍ୟରେ କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ ପଜିଟିଭ ରହିଛନ୍ତି। ୪ ରୋଗୀ କରୋନା ପଜିଟିଭ…

କରୋନାରୁ ମୁକ୍ତି ପାଇଁ ଉପକାରୀ ଏହି ଜଡିବୁଟି ଔଷଧ

ମାରାତ୍ମକ କରୋନା ଔଷଧ ପ୍ରସ୍ତୁତ ବିଶ୍ୱସ୍ତରରେ ପ୍ରୟାସ ଚାଲିଛି। ଆୟୁର୍ବେଦରେ ମଧ୍ୟ କରୋନା ଚିକିତ୍ସା ପାଇଁ ଔଷଧ ଉପଲବ୍ଧ କରିବା ପାଇଁ ବିଭିନ୍ନ ପରୀକ୍ଷାନୀରିକ୍ଷା ଚାଲିଛି। କରୋନା ପାଇଁ ତାମିଲନାଡୁର ପାରମ୍ପରିକ ଉପାଦାନକୁ ନେଇ ପ୍ରସ୍ତୁତ ‘କାବସୁର କୁଡିନିର’ ବେଶ୍‌ ପ୍ରଭାବଶାଳୀ…

ସାହାରପଡ଼ାରେ ସ୍ତ୍ରୀ, ସ୍ବାମୀଙ୍କୁ କରୋନା: ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଛୁଇଁଲା

ପାଟଣା,୨୯ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୋମବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ୨ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?