କରୋନାରୁ ମୁକ୍ତି ପାଇଁ ଉପକାରୀ ଏହି ଜଡିବୁଟି ଔଷଧ

ମାରାତ୍ମକ କରୋନା ଔଷଧ ପ୍ରସ୍ତୁତ ବିଶ୍ୱସ୍ତରରେ ପ୍ରୟାସ ଚାଲିଛି। ଆୟୁର୍ବେଦରେ ମଧ୍ୟ କରୋନା ଚିକିତ୍ସା ପାଇଁ ଔଷଧ ଉପଲବ୍ଧ କରିବା ପାଇଁ ବିଭିନ୍ନ ପରୀକ୍ଷାନୀରିକ୍ଷା ଚାଲିଛି। କରୋନା ପାଇଁ ତାମିଲନାଡୁର ପାରମ୍ପରିକ ଉପାଦାନକୁ ନେଇ ପ୍ରସ୍ତୁତ ‘କାବସୁର କୁଡିନିର’ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
କାବସୁର କୁଡିନିର ଅଦା, ଆପଲ, ଲବଙ୍ଗ, ସିରୁକୁଙ୍କୋରୀ ମୂଳ, ମୂଳା ମୂଳ, କାଦୁକାଇ, ଅଜୱାଇନ ଭଳି ଅନେକ ଔଷଧୀୟ ଉପାଦନଗୁଡିକୁ ନେଇ ତିଆରି ହୋଇଥାଏ। ଏହି ଉପାଦାନଗୁଡ଼ିକୁ ପାଣିରେ ପକାଇ ତାକୁ ସିଝାଯାଏ। ପାଣି ଏକ ଚତୁର୍ଥାଂଶ ହେବା ପର୍ଯ୍ୟନ୍ତ ଫୁଟାଯାଏ। ତାମିଲନାଡୁ ସରକାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି। କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏହା ଔଷଧ ନୁହେଁ ସରକାର ସ୍ପଷ୍ଟ କରିଛନ୍ତି।


ତାମିଲନାଡୁର ତିରୁପତି ଜିଲା ସହକାରୀ ଚିକିତ୍ସା ଅଧିକାରୀ (ସିଦ୍ଧ) ଡକ୍ଟର ଭି ବିକ୍ରମ କୁମାର, ତାମିଲନାଡୁର ଭାରତୀୟ ମେଡିସିନ ଏବଂ ହୋମିଓପାଥି ନିର୍ଦ୍ଦେଶକ ଏସ ଗଣେଶ, ତାମିଲନାଡୁର ଜିଲା ଡ୍ରଗ ଏବଂ ହୋମିଓପାଥି ନିର୍ଦ୍ଦେଶାଳୟର ସଂଯୁକ୍ତ ନିର୍ଦ୍ଦେଶକ ପି ପାର୍ଥିବାନ୍‌ ଏହି ଅଧ୍ୟୟନରେ ସାମିଲ ହୋଇଥିଲେ।
ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ କାବସୁର କୁଡିନିର ଖାଇଥିଲେ ସେମାନଙ୍କର ଏପ୍ରିଲ ୬ରେ କରୋନା ଟେଷ୍ଟ ନେଗେଟିଭ୍‌ ଆସିଥିବାବେଳେ ଯେଉଁମାନେ ଔଷଧ ପିଇ ନ ଥିଲେ ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହା ହେଉଛି ଶୀଘ୍ର ବୁଢ଼ା ହେବାର କାରଣ, ଏଡ଼ାଇବାର ସହଜ ଉପାୟ ଜାଣନ୍ତୁ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଜଣେ ସାଧାରଣ ବାଳକ ଥିଲେ। ହେଲେ ତାଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ନୀତି ଶାସ୍ତ୍ର ଅନେକ ଜ୍ଞାନର...

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ...

ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…

ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌...

ଅବସାଦ ପାଇଁ ଦାୟୀ ଅସନ୍ତୁଳିତ ଜୀବନଶୈଳୀ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ନିଜର ଜୀବନଶୈଳୀ ପ୍ରତି ସତର୍କ ହେବା ନିହାତି ଜରୁରୀ। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହ ନିଜେ କିପରି ସୁସ୍ଥ...

ରାମଦେବଙ୍କ ପରାମର୍ଶ: କରୋନା ଭାଇରସ୍‌ରୁ ଦୂରେଇ ରହିବାକୁ କରନ୍ତୁ ଏହି ପ୍ରାଣାୟାମ

ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏହି ରୋଗରେ ୨୮ ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା...

ଏହି ୩ ରାଶିର ଯୁବକ ହୋଇଥାନ୍ତି ସବୁଠାରୁ ଭଲ ସ୍ବାମୀ; ନ କହିଲେ ବି ମନକଥା ଜାଣି ନିଅନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶି ଆଧାରରେ ଯେକୌଣସି ବ୍ୟକ୍ତିର ସ୍ବଭାବ ଏବଂ ତାଙ୍କ ପ୍ରକୃତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ମୋଟ ୧୨ ରାଶି ଭିତରୁ ସବୁ...

ଥଣ୍ଡା, କାଶ ପାଇଁ ଉପକାରୀ ଅଳେଇଚ

ଶରୀର ପାଇଁ ଅଳେଇଚ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥଗୁଡିକ...

ଚର୍ମ ରୋଗର ଆୟୁର୍ବେଦୀୟ ଉପଚାର

”ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ...

Advertisement
Archives

Model This Week